ETV Bharat / city

ଏଥର ରଜରେ ଜମିଛି ଫ୍ରଜନ ପାନର ମଜା - celebration

ଶୁକ୍ରବାର ପହିଲି ରଜ ଥିବାରୁ ଏଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ଆଉ ଏଥିରୁ ବାଦ ପଡ଼ିନାହିଁ ରାଜଧାନୀ ଭୁବନେଶ୍ବର । ଘରେ ଘରେ ମିଠା ଠାରୁ ପିଠା ମଣ୍ଡାର ଆସର ଜମୁଥିବା ବେଳେ ରଜରେ ପାନର ମଜା କିଛି ଆଲଗା ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର
author img

By

Published : Jun 15, 2019, 5:58 AM IST

ଭୁବନେଶ୍ବର: ଏଣିକି ଫାୟରା ନାହିଁ କି ବନାରସି ନାହିଁ ଏଥର ଜମିଛି ଫ୍ରଜନ ପାନ । ଶୁକ୍ରବାର ପହିଲି ରଜ ଥିବାରୁ ଏଥି ପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ଆଉ ଏଥିରୁ ବାଦ ପଡ଼ିନାହିଁ ରାଜଧାନୀ ଭୁବନେଶ୍ବର । ଘରେ ଘରେ ମିଠା ଠାରୁ ପିଠା ମଣ୍ଡାର ଆସର ଜମୁଥିବା ବେଳେ ରଜରେ ପାନର ମଜା କିଛି ଆଲଗା।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ସାଧାରଣ ଦିନ ଅପେକ୍ଷା ରଜରେ ପାନ ଖଣ୍ଡିଏ ଖାଇବା ପାଇଁ ଲୋକେ ବେଶୀ ପସନ୍ଦ କରନ୍ତି । ଆଉ ଏଥିପାଇଁ ରାଜଧାନୀର ରାସ୍ତା କଡ଼ ଖୋଲିଛି ମାଳ ମାଳ ରାଜପାନ ଦେକାନ। ଫାୟାର ପାନ, ମିଠା ପାନ, ବନାରସି ପାନ, ଡବଲ ଧମାଲ ପାନ ଆଦି ଉପରେ ଲୋକଙ୍କ ପସନ୍ଦ ଆସୁଛି ଫ୍ରଜନ ପାନ।

କାରଣ ପ୍ରବଳ ଗରମରେ ଏ ପାନ ଦେଉଛି ଦେହକୁ ଥଣ୍ଡା । ଏହି ଫ୍ରଜନ ପାନ ବାହାରେ ରହିବ ନାହିଁ କେବଳ ଫ୍ରିଜରେ ରହିବ। ଆଉ ଏବେ ଏହି ପାନ କୁ ଖାଇ ଖୁବ ଉତ୍ସାହିତ ଲୋକେ ।

ଭୁବନେଶ୍ବରରେ ଶତରୂପା ସାମନ୍ତରାୟ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.