ETV Bharat / city

ପ୍ରବଳ ବର୍ଷା ନେଇ ଟ୍ବିନ ସିଟିକୁ ପାଣିପାଗ ବିଭାଗର ୱାର୍ଣ୍ଣିଂ - ପ୍ରବଳ ବର୍ଷା

ଟ୍ବିନ ସିଟିରେ ପ୍ରବଳ ବର୍ଷା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ୱାର୍ଣ୍ଣିଂ ଜାରି । ସତର୍କ ରହିବାକୁ ପରାମର୍ଶ । ଅଧିକ ପଢନ୍ତୁ...

ଟୁଇନ ସିଟିରେ ହେବ ପ୍ରବଳ ବର୍ଷା
ଟୁଇନ ସିଟିରେ ହେବ ପ୍ରବଳ ବର୍ଷା
author img

By

Published : Aug 26, 2020, 8:28 AM IST

ଭୁବନେଶ୍ବର: ଟ୍ବିନ ସିଟିରେ ପ୍ରବଳ ବର୍ଷା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ୱାର୍ଣ୍ଣିଂ। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ ମାର୍କ ଲୋ-ପ୍ରେସରରେ ପରିଣତ ହୋଇଛି । ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ଭୁବନେଶ୍ବର ଓ କଟକରେ ସକାଳ 9 ଟା ମଧ୍ୟରେ ପ୍ରବଳ ବର୍ଷା ହେବ ।

ଟୁଇନ ସିଟିରେ ହେବ ପ୍ରବଳ ବର୍ଷା
ଟୁଇନ ସିଟିରେ ହେବ ପ୍ରବଳ ବର୍ଷା

20 ରୁ 30 ମିମି ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଲଘୁଚାପ ପ୍ରଭାବରେ ଗତ 24 ଘଣ୍ଟା ହେବ ଭୁବନେଶ୍ବର ଓ କଟକର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ସେପଟେ ଲଗାଣ ବର୍ଷା ହେବାକୁ ଥିବାରୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ ବୋଲି ଅନୁମାନ କରାଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.