ETV Bharat / city

'ଭଦ୍ରକ ଓ ବାଲେଶ୍ବରରେ ଆହୁରି ବର୍ଷିବା ସମ୍ଭାବନା' - rain continue in bhadrak

ଭଦ୍ରକ ଓ ବାଲେଶ୍ବରରେ ଆହୁରି ବର୍ଷିବା ସମ୍ଭାବନା । କେନ୍ଦ୍ରାପଡାରେ ୧୩୬ ମିଲିମିଟର ଓ ତିର୍ତ୍ତୋଲରେ ୧୦୦ ମିଲିମିଟର ବର୍ଷା ରେର୍କଡ ହୋଇଛି ।

ଭଦ୍ରକ ଓ ବାଲେଶ୍ବରରେ ଆହୁରି ବର୍ଷିବା ସମ୍ଭାବନା
author img

By

Published : Nov 9, 2019, 2:50 PM IST

ଭୁବନେଶ୍ବର: ପାରାଦ୍ବୀପ ଠାରୁ ବାତ୍ୟା 'ବୁଲବୁଲ' 95 କିମି ଦୂରରେ ରହିଛି । 13 କିମି ବେଗରେ ମାଡି ଆସୁଛି 'ବୁଲବୁଲ' । ଏହାର ପ୍ରଭାବରେ ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ହେବ । ଗତକାଲିରୁ ଆରମ୍ଭ ହୋଇଥିବା ଏହି ବର୍ଷା ମୁଖ୍ୟତଃ 3ଟି ବ୍ଲକରେ 100ମିଲିମିଟରରୁ ଅଧିକ ବର୍ଷା ହୋଇଛି । ରାଜନଗରରେ 180, ଚାନ୍ଦବାଲିରେ 150 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କେନ୍ଦ୍ରାପଡାରେ ୧୩୬ ମିଲିମିଟର, ତିର୍ତ୍ତୋଲରେ ୧୦୦ ମିଲିମିଟର ବର୍ଷା ରେର୍କଡ ହୋଇଛି । ସନ୍ଧ୍ୟା କିମ୍ବା ରାତି ୧୦ ସୁଦ୍ଧା ପଶ୍ଚିମବଙ୍ଗ ଓ ବାଲାଂଦେଶ ଆଡକୁ ଗତି କରିବ । ଏହାସହ ଭଦ୍ରକ ବାଲେଶ୍ବର ଓ କେନ୍ଦ୍ରାପଡାରେ ଅନେକ ଗଛ ଉପୁଡିଥିବା ସୂଚନା ଦେଇଛନ୍ତି ଏସଆରସି । ଏନଡିଆରଏଫ ଓ ଓଡ୍ରାଫ ଗଛ କାଟି ରାସ୍ତା ସଫେଇ କାମରେ ନିୟୋଜିତ ହୋଇଛନ୍ତି । ଅଳ୍ପ କେତେକ ସ୍ଥାନରେ ଘର ଭାଙ୍ଗିଛି । ୨ହଜାର ୫୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

ଅନ୍ୟପଟେ, ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇନାହିଁ । ଭଦ୍ରକ ଜିଲ୍ଲାର ଗୋଟିଏ ଡଙ୍ଗା ବୁଡିଥିବା ଖବର ମିଳିଥିବାବେଳେ ସମସ୍ତ ୯ଜଣ ସୁରକ୍ଷିତ ରହିଛନ୍ତି । ପ୍ରବଳ ବର୍ଷା ଯୋଗୁଁ କୃଷି ଉପରେ ପ୍ରଭାବ ପଡିଥିବା ନେଇ କୃଷି ଅଧିକାରୀମାନେ କ୍ଷୟକ୍ଷତି ଆକଳନ କରୁଛନ୍ତି । ସେହିପରି ଅନ୍ୟ ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣଧୀନ ରହିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବାତ୍ୟା ବୁଲବୁଲ୍ ପ୍ରଭାବ ରେ ପାରାଦୀପ ର ୯୫ କିମି ଦୂରରେ ରହିଛି ।୧୩କିମି ବେଗରେ ମାଡି ଆସୁଛି ।ଏହାର ପ୍ରଭାବ ରେ ଆଜି ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ହେବ ।ଗତକାଲି ହୋଇଥିବା ବର୍ଷା ମୁଖ୍ୟତଃ ତିନୋଟି ବ୍ଲକ ରେ ୧୦୦ ମିଲିମିଟର ରୁ ଅଧିକ ବର୍ଷା ହୋଇଛି ।ରାଜନଗର ୧୮୦ ,ଚାନ୍ଦବାଲି ରେ ୧୫୦ ମିଲିମିଟର ,Body:କେନ୍ଦ୍ରାପଡା ରେ ୧୩୬ ମିଲିମିଟର, ତିର୍ତୋଲରେ ୧୦୦ ମିଲିମିଟର ବର୍ଷା ରେର୍କଡ ହୋଇଛି ।ସନ୍ଧ୍ୟା କିମ୍ବା ରାତି ୧୦ ସୁଦ୍ଧା ପଶ୍ଚିମ ବଙ୍ଗ ଓ ବାଙ୍ଗଲାଦେଶ୍ ଆଡକୁ ଗତି କରିବ । ଏହା ସହ ଭଦ୍ରକ ବାଲେଶ୍ବର ଓ କେନ୍ଦ୍ରାପଡା ରେ ଅନେକ ଗଛ ଉପୁଡିଥିବା ସୂଚନା ଦେଇଛନ୍ତି ଏସଆରସି ।ଏନଡିଆରଏଫ ଓ ଓଡ୍ରାଫ ଗଛ କାଟି ରାସ୍ତା ସଫେଇ କାମରେ ନିୟୋଜିତ ହୋଇଛନ୍ତି ।
ଅଲ୍ପ କେତକ ସ୍ତାନରେ ଘର ଭାଙ୍ଗିଛି।୨ହଜାର ୫୦୦ଲୋକଙ୍କୁ ସ୍ତାନାନ୍ତରଣ କରାଯାଇଛି ।ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।Conclusion:ଏହା ସହ କୈଣସି ମୃତ୍ୟୁ ହୋଇନାହିଁ ।ଭଦ୍ରକ ଜିଲ୍ଲାର ଗୋଟିଏ ଡଙ୍ଗା ବୁଡିଥିବା ଖବର ଆସୁଛି ।ସମସ୍ତ ୯ଜଣ ସୁରକ୍ଷିତ ରହିଛନ୍ତି ।କୃଷ ଉପରେ ପ୍ରଭାବ ପଡିଛି ଏନେଇ କୃଷି ଅଧିକାରୀ ମାନେ କ୍ଷୟକ୍ଷତି ଆକଳନ କରୁଛନ୍ତି ।ଅନ୍ୟ ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣ ଧିନ ରହିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.