ETV Bharat / city

ପ୍ୟାରିସ୍‌ ବେକରୀ ଫ୍ୟାକ୍ଟ୍ରିରେ ଚଢାଉ

ପ୍ୟାରିସ୍‌ ବେକରୀରେ ଚଢାଉ। ମଞ୍ଚେଶ୍ବରସ୍ଥିତ ପ୍ୟାରିସ୍‌ ବେକରୀ ବିଏଚଏସ ପ୍ରାଇଭେଟ ଲିମିଟେଡର ଫ୍ୟାକ୍ଟ୍ରିରେ ଚଢାଉ କରିଛି ଖାଦ୍ୟ ସୁରକ୍ଷା ବିଭାଗ। ଚଢାଉ ସମୟରେ ଅନେକ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି ।

author img

By

Published : Sep 11, 2019, 5:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପ୍ୟାରିସ୍‌ ବେକରୀରେ ଚଢାଉ। ମଞ୍ଚେଶ୍ବରସ୍ଥିତ ପ୍ୟାରିସ୍‌ ବେକରୀ ବିଏଚଏସ ପ୍ରାଇଭେଟ ଲିମିଟେଡର ଫ୍ୟାକ୍ଟ୍ରିରେ ଚଢାଉ କରିଛି ଖାଦ୍ୟ ସୁରକ୍ଷା ବିଭାଗ। ଚଢାଉ ସମୟରେ ଅନେକ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି ।

ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଏଭଳି ଅଚାନକ ଯାଞ୍ଚ ହେବା ଫଳରେ ଅନ୍ୟ ବେକରୀ ଫ୍ୟାକ୍ଟ୍ରି ମଧ୍ୟରେ ଛନକା ପଶିଛି । ତେବେ ଆଗକୁ ଅନେକ ସ୍ଥାନରେ ଏପରି ଅଚାନକ ଯାଞ୍ଚ କରାଯିବାକୁ ସ୍ଥିର କରାଯାଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ପ୍ଯାରିସ ବେକରି ଫ୍ଯକ୍ଟ୍ରିରେ ଚଢାଉ
Body:
ପାରିସ ବେକରି ରେ ଚଢାଉ। ମଂଚେଶ୍ବରସ୍ଥିତ ପ୍ଯାରିସ ବେକରି ବିଏଚଏସ ପ୍ରାଇଭେଟ ଲିମିଟେଡ ର ଫ୍ଯାକ୍ଟ୍ରିରେ ଚଢାଉ କରିଛି ଫୁଡ ସେଫଟି ବିଭାଗ। ଏନେଇ ପ୍ଯାରିସ ବେକରି ବିକ୍ରି ହେଉଥିବା ବିଭିନ୍ନ ଆଇଟମର ର ମାଟେରିଆଲ ଯାଂଚ କରାଯାଇଛି।ଏପରିକି ଅନେକ ର ମାଟେରିଆଲ ନମୁନା ସଂଗ୍ରହ କରାଯାଇ ଲାବ୍ରୋଟୋରିକୁ ପଠାଯାଇଛି। ତେବେ ଫୁଡ ସେଫଟି ବିଭାଗ ପକ୍ଷରୁ ଏଭଳି ଅଚାନକ ଯାଂଚ ପରେ ଏବେ ଅନ୍ଯ ବେକରି ଫ୍ଯାକ୍୍ଟ୍ରି ମଧ୍ଯରେ ମଧ୍ଯ ଛନକା ପଶିଛି। ତେବେ ଫୁଡ ସେଫଟି ଇନସ୍ପେକ୍ଚରଙ୍କ ଠାରୁ ମିଳିଥିବା ସୁଚନା ଅନୁସାରେ ଆଗକୁ ଅନେକ ସ୍ଥାନରେ ଏପରି ଯାଂଚ କରାଯିବାକୁ ସ୍ଥିର କରାଯାଇଛି। ଅଚାନକ ଯାଂଚ କରିବାର କାର୍ଯକ୍ରମ ରହିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.