ETV Bharat / city

ପୂଜା ପାଇଁ ସ୍ବତନ୍ତ୍ର ଆଡଭାଇଜାରି, ରାତି ୧୨ଟା ଡେଡଲାଇନ୍ - ପୂଜା ପୁରା ସଜାଗ ପ୍ରଶାସନ

ପୂଜା ପାଇଁ ସଜାଗ ପୋଲିସ ଓ ପ୍ରଶାସନ । ରାତି 12 ଟା ପର୍ଯ୍ୟନ୍ତ ଚାଲିପାରିବ ମନୋରଞ୍ଜନ କାର୍ଯ୍ୟକ୍ରମ । ଅଧିକ ଖବର ପଢନ୍ତୁ...

ପୂଜା ପାଇଁ ସ୍ବତନ୍ତ୍ର ଆଡଭାଇଜାରି , ରାତି ୧୨ ଟା ଡେଡଲାଇନ
author img

By

Published : Oct 5, 2019, 10:15 PM IST

ଭୁବନେଶ୍ବର: ପୂଜା ପାଇଁ କମିଶନରେଟ ପୋଲିସର କଟକଣା । ରାତି ୧୨ ଟା ଯାଏ ବାଜି ପାରିବ ମାଇକ ଓ ସ୍ପିକର । ୧୨ଟା ପର୍ଯ୍ୟନ୍ତ ଚାଲିପାରିବ ମନୋରଞ୍ଜନ କାର୍ଯକ୍ରମ । ମେଲୋଡି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ୧୨ଟା ପୂର୍ବରୁ ସାରିବାକୁ ୧୦ ତାରିଖ ଯାଏ ନିର୍ଦେଶ ରହିଛି ।

ପୂଜା ପାଇଁ ସ୍ବତନ୍ତ୍ର ଆଡଭାଇଜାରି , ରାତି ୧୨ ଟା ଡେଡଲାଇନ

ଏନେଇ ଟ୍ବିନିସିଟର ପୋଲିସ କମିଶନର ଦେଇଛନ୍ତି କଡା ଚେତାବନୀ । ତେବେ ପୂଜା ପେଣ୍ଡାଲରେ ମାଇକ ଓ ସ୍ପିକର ବଜାଇବା ପାଇଁ ୭୫ ଡେସିମଲ ଯାଏ ଅନୁମତି ଦିଆଯାଇଛି । ତା ସହିତ ଭାଇବ୍ରେଟର ବଜାଇବାକୁ ଅନୁମତି ନାହିଁ ।

ତେବେ ସୁରକ୍ଷା ଦୃଷ୍ଟିରୁ ଏଥର ପୋଲିସ ସହିତ ୨୦୦୦ ସ୍ପେଶାଲ ପୋଲିସ ଅଫିସର ପ୍ରଥମ ଥରପାଇଁ ନିୟୋଜିତ ଅଛନ୍ତି । ଭୁବନେଶ୍ବରରେ ୧୭୪ଟି ପୂଜାମଣ୍ଡପ ସ୍ଥାନରେ ୩୦ ପ୍ଲାଟୁନ ଓ କଟକରେ ୨୩୬ଟି ପୂଜାମଣ୍ଡପ ସହ ୬୩ ପ୍ଲାଟୁନ ଫୋର୍ସ ନିୟୋଜିତ ରହିଛନ୍ତି ।

ବିଶେଷ କରି ସ୍ପେଶାଲ ପୋଲିସ ଅଫିସର ଟ୍ରାଫିକ ନିୟନ୍ତ୍ରଣ, ଭିଡ ନିୟନ୍ତ୍ରଣ, ପୂଜା ମଣ୍ଡପ ନିକଟରେ ହେବାକୁ ଥିବା ପାର୍କିଂ ଉପରେ ଫୋକସ ଦେବେ । ତେବେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଆଡଭାଇଜାରି ଦିଆଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ପୁଜା ପାଇଁ ରାତି ୧୨ ଟା ଡେଡଲାଇନBody:

ପୁଜା ପାଇଁ କମିସନରେଟ ପୋଲିସର କଟକଣା।ରାତି ୧୨ ଟା ଯାଏ ବାଜି ପାରିବ ମାଇକ ଓ ସ୍ପିକର।୧୨ଟା ପର୍ଯନ୍ତ ଚାଲିପାରିବ ମନୋରଂଜନ କାର୍ଯକ୍ରମ।ମେଲୋଡି ଓ ଅନ୍ଯାନ୍ଯ କାର୍ଯକ୍ରମ ୧୨ଟା ପୁର୍ବରୁ ସାରିବାକୁ ୧୦ ତାରିଖ ଯାଏନିର୍ଦେଶ ରହିଛି ।ଏନେଇ ଟ୍ବିନିସିଟର ପୋଲିସ କମିସନର ଦେଇଛନ୍ତି କଡା ଚେତାବନି।ତେବେ ପୁଜା ପେଣ୍ଡାଲରେ ମାଇକ ଓ ସ୍ପିକର ବଜାଇବା ପାଇଁ ୭୫ ଡେସିମଲ ଯାଏ ଅନୁମତି ଦିଆଯାଇଛି।ତା ସହିତ ଭାଇବ୍ରେଟର ବଜାଇବାକୁ ଅନୁମତି ନାହିଁ।ତେବେ ସୁରକ୍ଷା ଦୃଷ୍ଟିରୁ ଏଥର ପୋଲିସ ସହିତ ୨୦୦୦ ସ୍ପେଶାଲ ପୋଲିସ ଅଫିସର ପ୍ରଥମ ଥରପାଇଁ ନିୟୋଜିତ ଅଛନ୍ତି ଭୁବନେଶ୍ବରରେ ୧୭୪ଟି ପୁଜାମଣ୍ଡପ ସ୍ଥାନରେ ୩୦ ପ୍ଲାଟୁନ ଓ କଟକରେ୨୩୬ଟି ପୁଜାମଣ୍ଡପ ସହ ୬୩ ପ୍ଲାଟୁନ ଫୋର୍ସ ନିୟୋଜିତ ରହିଛନ୍ତି।ବିଶେଷ କରି ସ୍ପେଶାଲ ପୋଲିସ ଅଫିସର ଟ୍ରାଫିକ ନିୟନ୍ତ୍ରଣ,କ୍ରାଉଡ କଣ୍ଟ୍ରୋଲ,ପୁଜା ମଣ୍ଡପ ନିକଟରେ ହେବାକୁ ଥିବା ପାର୍କି ଉପରେ ଫୋକସ ଦେବେ।ତେବେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଆଡଭାଇଜାରି ଦିଆଯାଇଛି।Conclusion:ବାଇଟ-ଡଃ ସୁଧାଶୁଂ ଷରଙ୍ଗି,ପୋଲିସ କମିସନର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.