ଭୁବନେଶ୍ବର: ଏଣିକି ରାଜକୋଶକୁ ଆସିବ ନିଶା ମାଫିଆ ଟଙ୍କା (seizure of property in NDPS case) । ବ୍ରାଉନସୁଗାର ମାଫିଆ ଟକୁଲ ରାଜା (brown sugar mafia Raja takul) ସମ୍ପlତ୍ତି ବ୍ୟାଜାପ୍ତ ପାଇଁ ଚିଠି । ଏନେଇ ଏନଡିପିଏସ ଆକ୍ଟ NDPS ଆଧାରରେ କମ୍ପିଟେଟ ଅଥରିଟି ସମ୍ପତି ବ୍ୟାଜାପ୍ତ କରିବାକୁ ଅନୁମତି ଦେଇଛି ।
![ରାଜକୋଶକୁ ଆସିବ ନିଶା ମାଫିଆ ଟଙ୍କା](https://etvbharatimages.akamaized.net/etvbharat/prod-images/od-bbs-01-brownsugar-proprty-attach-avo-7203832_03122021124259_0312f_1638515579_828.jpg)
ଏନେଇ ପୁର୍ବରୁ ଟକୁଲୁ ରାଜା ଗତ ମାର୍ଚ୍ଚ ୩୦ତାରିଖରେ ଆତ୍ମ ସମର୍ପଣ କରିଥିଲା । ଗତ ୨୩ ଫେବୃଆରିରେ ଟକୁଲୁ ରାଜାର ବାଲେଶ୍ବର ଘରୁ ୪୦୫ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଥିଲା। ଯାହାର ଆନୁମାନିକ ମୁଲ୍ୟ ଥିଲା ୪୦ଲକ୍ଷ ଥିଲା । ଟକୁଲ ରାଜାକୁ ଟ୍ରାକ କରୁଥିଲା ଏସଟିଏଫ୍ ଓ ବାଲେଶ୍ବର ପୋଲିସ । ରାଜ୍ୟ ବାହାରୁ ନିଶା ଆଣି ରାଜ୍ୟ ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲା ରାଜା । ଯେ କି ମୋଷ୍ଟ ଓ୍ବାଣ୍ଟେଡ ଥିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ