ETV Bharat / city

ସାର୍ବଜନୀନ ହେଲା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା - ଭୁବନେଶ୍ବର ଖବର

ସମ୍ପତ୍ତି ତାଲିକା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାର୍ଚ୍ଚ 31 ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ ସମ୍ପତ୍ତି ରହିଛି 13.01 କୋଟି ଟଙ୍କା। ଅଧିକ ପଢନ୍ତୁ...

ସାର୍ବଜନୀନ ହେଲା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା

author img

By

Published : Jan 10, 2021, 10:32 AM IST

Updated : Jan 10, 2021, 10:55 AM IST

ଭୁବନେଶ୍ବର: ମାର୍ଚ୍ଚ 31,2020 ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ ସମ୍ପତ୍ତି ରହିଛି 13.01 କୋଟି ଟଙ୍କା। ଦେଶର 7ଟି ବ୍ୟାଙ୍କରେ ରହିଛି ଆକାଉଣ୍ଟ। 2.89 ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଛି। 1990 ମସିହାର ମଡେଲ ଆମ୍ବାସଦର କାର ରହିଛି ଯାହାର ମୂଲ୍ୟ ପାଖାପାଖି8905 ଟଙ୍କା ହେବ। ଏହାସହ ସ୍ଥାବର ସମ୍ପତ୍ତି ମୂଲ୍ୟ 63.05 କୋଟି ଟଙ୍କା ରହିଛି। ଏହି ତଥ୍ୟ ୱେବ ସାଇଟ୍ ଅପଲୋଡ଼ କରାଯାଇଛି।

ସାର୍ବଜନୀନ ହେଲା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା
ସାର୍ବଜନୀନ ହେଲା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା

ସମସ୍ତ ମନ୍ତ୍ରୀ, ନିର୍ବାଚିତ ପ୍ରତିନିଧି, ସରକାରୀ ଅଫିସର ସେମାନଙ୍କ ସମ୍ପତ୍ତି ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହି ତାଲିକା ଲୋକାୟୁକ୍ତଙ୍କ ନିକଟକୁ ଦିଆଯିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jan 10, 2021, 10:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.