ETV Bharat / city

ଚଳଚଞ୍ଚଳ ସ୍ମାର୍ଟସିଟି, ଗଣପତିଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ - ଭିନ୍ନ ଭିନ୍ନ ଷ୍ଟାଇଲର ଗଣେଶ ମୂର୍ତ୍ତି

ଲୋକଙ୍କୁ ଆକୃଷ୍ଟ କରିବାକୁ ସମସ୍ତ ପ୍ରସ୍ତୁତି କରିସାରିଲେଣି ଆୟୋଜକ କମିଟି । ମୂର୍ତ୍ତି ସହ ମେଢ ନିର୍ମାଣରେ ମଧ୍ୟ ନୂଆ ଲୁକ ଦେବାରେ କରାଯାଇଛି ଚେଷ୍ଟା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 31, 2019, 6:33 AM IST

ଭୁବନେଶ୍ବର: ପାଖେଇ ଆସୁଛି ଗଣେଶ ପୂଜା । ପ୍ରସ୍ତୁତିରେ ଲାଗି ପଡିଛନ୍ତି ସମସ୍ତେ । ଏଥିପାଇଁ ଚଳଚଞ୍ଚଳ ରାଜଧାନୀ । ଗଣପତିଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ସ୍ମାର୍ଟସିଟିବାସୀ ।

ତେବେ ଏଥର ରାଜଧାନୀରେ ଦେଖିବାକୁ ମିଳିବ ଭିନ୍ନ ଭିନ୍ନ ଷ୍ଟାଇଲର ଗଣେଶ ମୂର୍ତ୍ତି । ପାରମ୍ପରିକ ଠାରୁ ଆଧୁନିକତାର ଛାପ । ନୂଆ ନୂଆ ଆକାରରେ ନଜର ଆସିବ ପାର୍ବତୀ ପୁତ୍ର ଗଜାନନ । କେଉଁଠି ଡଙ୍ଗା ଉପରେ ନିଜ ବାହନ ସହ ଆସିବେ ତ ଆଉ କେଉଁଠି ବହି ସହ ମୋବାଇଲ ଧରି । ସେହିପରି କେଉଁଠି ଗରୁଡ ଉପରେ ନିଜର ବାହନ ମୂଷିକକୁ ଧରି ଉଡୁଥିବାର ନଜର ଆସୁଛନ୍ତି ଗଜାନନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଲୋକଙ୍କୁ ଆକୃଷ୍ଟ କରିବାକୁ ସମସ୍ତ ପ୍ରସ୍ତୁତି କରିସାରିଲେଣି ଆୟୋଜକ କମିଟି । ମୂର୍ତ୍ତି ସହ ମେଢ ନିର୍ମାଣରେ ମଧ୍ୟ ନୂଆ ଲୁକ ଦେବାରେ କରାଯାଇଛି ଚେଷ୍ଟା । କେଉଁଠି ବାଉଁଶର ପେଣ୍ଡାଲ ତ ଆଉ କେଉଁଠି ହିମାଳୟ ପର୍ବତର ପେଣ୍ଡାଲ ଭିତରୁ ଦର୍ଶନ ଦେବେ ବିଘ୍ନହର୍ତ୍ତା ଗଣେଶ । ଛୋଟରୁ ବଡ ସବୁ ଗଣେଶ ମୂର୍ତ୍ତିରେ ରଙ୍ଗ ଦେବାର କାମ ପାଖାପାଖି ଶେଷ ହେବାକୁ ବସିଲାଣି ।

ଭିନ୍ନ ଭିନ୍ନ ମେଢରେ ନିଜ ପେଣ୍ଡାଲ ପ୍ରତି ଆକୃଷ୍ଟ କରିବାକୁ ଆୟୋଜକ କମିଟି ଉଦ୍ୟମ କରିଛନ୍ତି । କିଏ 35 ଫୁଟର ଗଜାନନ ମୂର୍ତ୍ତି ଅର୍ଡର ଦେଉଛି ତ ଆଉ କେଉଁଠି ସଗୁଦାନାର ମୂର୍ତ୍ତି ଅର୍ଡର ମିଳିଛି । ମୂର୍ତ୍ତି କାରିଗର ମଧ୍ୟ ସମସ୍ତ ମୂର୍ତ୍ତିକୁ ଚତ୍ମକାର କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଭିନ୍ନ ଭିନ୍ନ ଷ୍ଟାଇଲ ରେ ଆସିବେ ପର୍ବାତୀ ପୁତ୍ର ଗଜାନଜ, କେଉଁଠି ଡଙ୍ଗା ଉପରେ ନିଜ ବାହନ ସହ ଆସିବେ ତ ଆଉ କେଉଁଠି ବହି ସହ ମୋବାଇଲ ଧରି ତ ଆଉ କେଉଁଠି ଗରୁଡ଼ ଉପରେ ନିଜର ବାହନ ମୂଷିକ କୁ ଧରି ଉଡୁ ଥିବାର ନଜର ଆସୁଛନ୍ତି ଗଜାନନ ଗଣେଷ। ଆଉ ଏଥି ପାଇଁ ପାଖା ପାଖି ସବୁ ପ୍ରସ୍ତୁତି ଶେଷ ହେବାରେ ବସିଲାଣି। ଅନ୍ୟ ପଟେ ବାଉଁଶ ର ପେଣ୍ଡାଲ ସଜା ହେଉଛି ତ ଆଉ କେଉଁଠି ହିମାଳୟ ପର୍ବତ ର ପେଣ୍ଡାଲ ଭିତରୁ ଦର୍ଶନ ଦେବେ ବିଘ୍ନହର୍ତା ଗଣେଷ ଠାକୁର। ଆଉ ଏଥି ପାଇଁ ବେଶ ଚଳଚଂଚଳ ରାଜଧାନୀ ଭୁବନେଶ୍ବର। ଅନ୍ୟ ପଟେ ଛେଟ ରୁ ବଡ଼ ସବୁ ଗଣେଷ ମୂର୍ତି ରେ ରଙ୍ଗ ଦେବାର କାମ ପାଖାପାଖି ଶେଷ ହୋଇ ବସିବାରେ ଲାଗିଲାଣି। ଭୁବନେଶ୍ୱର ର ଭିନ୍ନ ଭିନ୍ନ ମେଢ଼ ରେ ଭକ୍ତ କୁ ନିଜ ପେଣ୍ଡାଲ ପ୍ରତି ଆକୃଷ୍ଟ କରିବାରେ କିଏ 35 ଫୁଟ ର ଗଜାନନ ମୂର୍ତ୍ତି ଅର୍ଡର ଦେଉଛି ତ ଆଉ କେଉଁଠି ସଗୁଦାନା ର ଗଣେଶ ମୂର୍ତି ର ଅଡର ମୂର୍ତି କାରିଗର ମାନଙ୍କୁ ଦିଆଯାଇଛି।

Body:ଭିନ୍ନ ଭିନ୍ନ ଷ୍ଟାଇଲ ରେ ଆସିବେ ପର୍ବାତୀ ପୁତ୍ର ଗଜାନଜ, କେଉଁଠି ଡଙ୍ଗା ଉପରେ ନିଜ ବାହନ ସହ ଆସିବେ ତ ଆଉ କେଉଁଠି ବହି ସହ ମୋବାଇଲ ଧରି ତ ଆଉ କେଉଁଠି ଗରୁଡ଼ ଉପରେ ନିଜର ବାହନ ମୂଷିକ କୁ ଧରି ଉଡୁ ଥିବାର ନଜର ଆସୁଛନ୍ତି ଗଜାନନ ଗଣେଷ। ଆଉ ଏଥି ପାଇଁ ପାଖା ପାଖି ସବୁ ପ୍ରସ୍ତୁତି ଶେଷ ହେବାରେ ବସିଲାଣି। ଅନ୍ୟ ପଟେ ବାଉଁଶ ର ପେଣ୍ଡାଲ ସଜା ହେଉଛି ତ ଆଉ କେଉଁଠି ହିମାଳୟ ପର୍ବତ ର ପେଣ୍ଡାଲ ଭିତରୁ ଦର୍ଶନ ଦେବେ ବିଘ୍ନହର୍ତା ଗଣେଷ ଠାକୁର। ଆଉ ଏଥି ପାଇଁ ବେଶ ଚଳଚଂଚଳ ରାଜଧାନୀ ଭୁବନେଶ୍ବର। ଅନ୍ୟ ପଟେ ଛେଟ ରୁ ବଡ଼ ସବୁ ଗଣେଷ ମୂର୍ତି ରେ ରଙ୍ଗ ଦେବାର କାମ ପାଖାପାଖି ଶେଷ ହୋଇ ବସିବାରେ ଲାଗିଲାଣି। ଭୁବନେଶ୍ୱର ର ଭିନ୍ନ ଭିନ୍ନ ମେଢ଼ ରେ ଭକ୍ତ କୁ ନିଜ ପେଣ୍ଡାଲ ପ୍ରତି ଆକୃଷ୍ଟ କରିବାରେ କିଏ 35 ଫୁଟ ର ଗଜାନନ ମୂର୍ତ୍ତି ଅର୍ଡର ଦେଉଛି ତ ଆଉ କେଉଁଠି ସଗୁଦାନା ର ଗଣେଶ ମୂର୍ତି ର ଅଡର ମୂର୍ତି କାରିଗର ମାନଙ୍କୁ ଦିଆଯାଇଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.