ETV Bharat / city

ପ୍ରବାସୀ ପ୍ରସଙ୍ଗ: ସରକାରଙ୍କ ଉପରେ ଖପ୍ପା ପ୍ରଦୀପ୍ତ - migrants issue

ରାଜ୍ୟ ସରକାରଙ୍କ ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଆମ ରାଜ୍ୟର 16 ଲକ୍ଷ 50 ହଜାର ଲୋକ 14ଟି ରାଜ୍ୟରେ ଫସିଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା । ଅଧିକ ପଢନ୍ତୁ..

pradipta Naik on migrants issue
pradipta Naik on migrants issue
author img

By

Published : May 18, 2020, 5:31 PM IST

ଭୁବନେଶ୍ବର: ପ୍ରବାସୀଙ୍କ ଫେରିବା ପ୍ରସଙ୍ଗରେ ସରକାରଙ୍କୁ ପୁଣି ନିଶାନା କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଆମ ରାଜ୍ୟର 16 ଲକ୍ଷ 50 ହଜାର ଲୋକ 14ଟି ରାଜ୍ୟରେ ଫସିଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ।

ପ୍ରବାସୀ ପ୍ରସଙ୍ଗ, ସରକାରଙ୍କ ଉପରେ ଖପ୍ପା ପ୍ରଦୀପ୍ତ

କେନ୍ଦ୍ର ଟ୍ରେନ ଦେବାକୁ ପ୍ରସ୍ତୁତ ହେଲେ ରାଜ୍ୟ ସରକାର ଆଲୋଚନା କରି ଟ୍ରେନରେ ଆଣିବାର ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି । 2018-19ରେ ବିଧାନସଭା କହିଥିଲେ ଦେଢ଼ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି।

ଏଥିରୁ ମାତ୍ର 26 ହଜାର ପଞ୍ଜିକରଣ କରିଛନ୍ତି। ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର କେତେ ଉଦାସୀନ ଏହା ପ୍ରମାଣିତ କରୁଛି। ପ୍ରଥମେ ଗଦଗଦ ହୋଇ କହିଥିଲେ ଫସିଥିବା ସବୁ ପ୍ରବାସୀଙ୍କୁ ଆଣିବେ ବୋଲି ଏବେ କାହିଁକି କଷ୍ଟ ହେଉଛି ବୋଲି କହିଛନ୍ତି ପ୍ରଦୀପ୍ତ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.