ETV Bharat / city

ମୋହନ ମାଝୀଙ୍କ ଅଭିଯୋଗର ଜବାବ ଦେଲେ ପ୍ରଦୀପ୍ତ - ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର

କାଳିଆ ଟଙ୍କାକୁ ନେଇ ବିଧାନସଭାରେ ଝଡ ପରେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଲେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Pradiptpradipta-mahapatra-reaction-of-opposition-alligationa Mahapatra
Pradipମୋହନ ମାଝୀଙ୍କ ଅଭିଯୋଗର ଜବାବ ଦେଲେ ପ୍ରଦୀପ୍ତta Mahapatra
author img

By

Published : Mar 12, 2020, 8:03 PM IST

Updated : Mar 12, 2020, 10:00 PM IST

ଭୁବନେଶ୍ବର: ଗୁରୁବାର ବିଧାନସଭାରେ ବିରୋଧୀ ଶ୍ରୀମନ୍ଦିର ଟଙ୍କା ୟେସ ବ୍ୟାଙ୍କରେ ଜମା ରଖିବା ପ୍ରସଙ୍ଗରେ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ବିରୋଧୀ ସରକାରଙ୍କୁ ଜୋରଦାର ଆକ୍ରମଣ କରିଥଲେ ।

ମୋହନ ମାଝୀଙ୍କ ଅଭିଯୋଗର ଜବାବ ଦେଲେ ପ୍ରଦୀପ୍ତ

ଏପରିକି ବିରୋଧୀ ଦଳ ସଚେତକ ମୋହନ ମାଝୀ ଆଲୋଚନାରେ ଭାଗନେଇ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଓ ଚାର୍ଟାଡ ଆକାଉଣ୍ଟାଟ ବିଜୟ ସାହୁଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ଉଭୟ ୟେସ ବ୍ୟାଙ୍କରୁ ମିଳିଥିବା କମିଶନ ଟଙ୍କାରେ ବିଦେଶ ଭ୍ରମଣ କରିଛନ୍ତି ବୋଲି ଅଭିଯୋଗ କରିଥିଲେ ।

ଏହାକୁ ନେଇ ପ୍ରଦୀପ୍ତ ଓ ବିଜୟ ମୁହଁ ଖୋଲିଛନ୍ତି । ପ୍ରଦୀପ୍ତ କହିଛନ୍ତି ଜଗନ୍ନାଥଙ୍କ ଟଙ୍କାରେ ୟୁରୋପ ଗସ୍ତ ଯିବା କଥା ମିଥ୍ୟା । ବିରୋଧୀ ଦଳ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ । ଏଥିରେ କୌଣସି ସତ୍ୟତା ନାହିଁ । ସେହିପରି ବିଜୟ ସାହୁ ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଅଭିଯୋଗ ଭିତ୍ତିହୀନ ଓ ପରିକଳ୍ପିତ । ମୁଁ 2019ରେ ୟୁରୋପ ଯାଇନାହିଁ ବୋଲି ବିଜୟ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 12, 2020, 10:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.