ETV Bharat / city

ନୂଆ ଟ୍ରାଫିକ ନିୟମ କାର୍ଯ୍ୟକାରୀ ପାଇଁ ସବୁ ଥାନାକୁ ଦିଆଗଲା କ୍ଷମତା - ରାଜ୍ୟ ସରକାର

ନୂଆ ମୋଟରଯାନ ଆଇନ ଲାଗୁ କରିବାକୁ ସବୁ ଥାନାକୁ ଦିଆଗଲା କ୍ଷମତା । ରାଜ୍ୟ ସରକାର ପକ୍ଷରୁ ଏଥିଲାଗି ଗେଜେଟ ନୋଟିଫିକେସନ କରାଯାଇଛି। ପରିବହନ ବିଭାଗ ପ୍ରମୁଖ ସଚିବ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଫାଇଲ ଫଟୋ
author img

By

Published : Sep 13, 2019, 11:46 PM IST

ଭୁବନେଶ୍ବର: ନୂଆ ମୋଟରଯାନ ଆଇନ ଲାଗୁ କରିବାକୁ ସବୁ ଥାନାକୁ ଦିଆଗଲା କ୍ଷମତା । ରାଜ୍ୟ ସରକାର ପକ୍ଷରୁ ଏଥିଲାଗି ଗେଜେଟ ନୋଟିଫିକେସନ କରାଯାଇଛି। ପରିବହନ ବିଭାଗ ପ୍ରମୁଖ ସଚିବ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

new traffic rule
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗ୍ରାମାଞ୍ଚଳରେ ଏଏସଆଇ ଓ ସହରାଞ୍ଚଳରେ ଏସଆଇ ପାହ୍ୟାର ଅଧିକାରୀ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇପାରିବେ। କିପରି ଏହି ଆଇନ କଡାକଡି ଭାବେ ରାଜ୍ୟବ୍ୟାପୀ ଲାଗୁ କରାଯିବ ସେନେଇ ବିଭାଗ କ୍ଷମତା ଦେଇଛି। ସବୁ ଥାନାର ଅଧିକାରୀ ଏଣିକି ଧରପଗଡରେ ସାମିଲ ହୋଇପାରିବେ। ସେପ୍ଟେମ୍ବର ପହିଲାରୁ ଏହା ଲାଗୁ ହୋଇଛି। 3 ବର୍ଷ ପାଇଁ ଏହି କ୍ଷମତା ଥାନା ଗୁଡିକୁ ଦିଆଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ନୂଆ ମୋଟର ଯାନ ଆଇନ ଲାଗୁ କରିବାକୁ ସବୁ ଥାନାକୁ କ୍ଷମତା ଦିଆଯାଇଛି। ରାଜ୍ୟ ସରକାର ଏନେଇ ଗେଜେଟ ନୋଟିଫିକେସନ କରିଛନ୍ତି। ପରିବହନ ବିଭାଗ ପ୍ରମୁଖ ସଚିବ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଗ୍ରାମାଞ୍ଚଳରେ ASI ଓ ସହରାଞ୍ଚଳରେ SI ପାହ୍ୟାର ଅଧିକାରୀ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇପାରିବେ। କିପରି ଏହି ଆଇନ କଡ଼ାକଫି ରାଜ୍ୟବ୍ୟାପୀ କରାଯିବ ସେନେଇ ବିଭାଗ କ୍ଷମତା ଦେଇଛି। ସବୁ ଥାନାର ଅଧିକାରୀ ଏଣିକି ଧରପାଗଡ଼ରେ ସାମିଲ ହୋଇପାରିବେ। ସେପ୍ଟେମ୍ବର ପହିଲାରୁ ଏହା ଲାଗୁ ହୋଇଛି। 3 ବର୍ଷ ପାଇଁ ଏହି କ୍ଷମତା ଥାନା ଗୁଡିକୁ ଦିଆଯାଇଛି।

https://twitter.com/STAOdisha/status/1172554047062081536?s=19
Body:ହହConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.