ETV Bharat / city

ହୋଲି ପାଇଁ ଆକ୍ଟିଭ କମିଶନରେଟ ପୋଲିସ, ନଜରରେ ମଦ୍ୟପ-ଟ୍ରିପଲ ରାଇଡର

ଶୃଙ୍ଖଳିତ ହୋଲି ପାଳନ ପାଇଁ  ରାଜଧାନୀ ଭୁବନେଶ୍ବରରେ  ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସହରର ବିଭିନ୍ନ ଛକ ଓ ଟ୍ରାଫିକ ପୋଷ୍ଟରେ ବ୍ଯାପକ ପୋଲିସ ମୁତୟନ ସହ ବିଶୃଙ୍ଖଳାକାରୀଙ୍କ ଉପରେ ନଜର ରଖିଛନ୍ତି କମିଶନରେଟ ଅଫ ପୋଲିସ ।

author img

By

Published : Mar 22, 2019, 7:11 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆଜି ସମଗ୍ର ରାଜ୍ୟରେ ପାଳନ ହେଉଛି ରଙ୍ଗର ପର୍ବ ହୋଲି । ନାଲି, ନେଳି, ହଳଦୀ ଏବଂ ସବୁଜ ଭଳି ବିଭିନ୍ନ ରଙ୍ଗରେ ରଙ୍ଗ ବିରଙ୍ଗିତ ହୋଇଛନ୍ତି ସମସ୍ତେ । କଳି ଝଗଡା ଭେଦଭାବ ସବୁ ଭୁଲି ହୋଲି ପାଳନରେ ମଜିଛନ୍ତି ରାଜ୍ୟବାସୀ । ତେବେ ଶୃଙ୍ଖଳିତ ହୋଲି ପାଳନ ପାଇଁ ରାଜଧାନୀ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସହରର ବିଭିନ୍ନ ଛକ ଓ ଟ୍ରାଫିକ ପୋଷ୍ଟରେ ବ୍ଯାପକ ପୋଲିସ ମୁତୟନ ସହ ବିଶୃଙ୍ଖଳାକାରୀଙ୍କ ଉପରେ ନଜର ରଖିଛି କମିସନରେଟ ଅଫ ପୋଲିସ । ଟ୍ରିପଲ ରାଇଡ ବା ଗୋଟିଏ ବାଇକରେ ତିନିଜଣ ଯିବା ଆସିବା କରୁଥିବା ତଥା ମଦ୍ଯପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ରହିଛି ବିଶେଷ ନଜର । ସେମାନଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ନେବା ସହ ଫାଇନ ଆଦାୟ କରାଯାଉଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ନିୟୋଜିତ ଅଛନ୍ତି ଟ୍ରାଫିକ କର୍ମଚାରୀ।

ସେପଟେ ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୋସିସ କମିସନରଙ୍କ ସହ ଏକ ଟିମ ସହରର ବିଭିନ୍ନ ସ୍ଥାନରେ ପରିକ୍ରମା କରୁଛନ୍ତି । ଦୃତ ଗାଡି ଚଳାଇ ଯେପରି କୌଣସି ଦୁର୍ଘଟଣା ନଘଟେ ସେ ନେଇ ବିଶେଷ ଧ୍ଯାନ ଦିଆଯାଇଛି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:

ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ପୁରୀ: ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ।  ପୁରୀ ଷ୍ଟେସନରେ 4 ନମ୍ବର ପ୍ଲାଣ୍ଟଫର୍ମରେ ଥିବା ବେଳେ ହଠାତ ନିଆଁ ଲାଗିଥିବା ସୂଚନା । ସେପଟେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ପୁରୀରୁ ସମ୍ବଲପୁରକୁ ଯାଉଥିବା ଟ୍ରେନରେ ନିଆଁ ଲାଗିଥିବାର କାରଣ ଜଣାପଡିଛି । ତେବେ ପ୍ରବଳ ଗରମ ଯୋଗୁ ଟ୍ରେନରେ ନିଆଁ ଲାଗିଥିବାର ଜଣାପଡିଛି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.