ETV Bharat / city

ଜଳନ୍ତା ଜୁଇରୁ ମୁଣ୍ଡ ଖୋଜୁଛି କମିଶନରେଟ ପୋଲିସ

author img

By

Published : Dec 24, 2019, 4:49 AM IST

Updated : Dec 24, 2019, 6:16 AM IST

ବାଲିପାଟଣା ଥାନା ବନମାଳିପୁର ଫାଣ୍ଡି ଗଡଚାରିପଦା ମଶାଣି ଭୂଇଁରୁ ପୋଲିସ ତଦନ୍ତ ଆରମ୍ଭ କରିଛି । ଗାଁ ମଶାଣିରେ ଜଳୁଥିବା ଜୁଇକୁ ଲିଭାଇ ମୁଣ୍ଡ ଓ ହାଡ ସଂଗ୍ରହରେ ବ୍ୟସ୍ତ ପୋଲିସ ଅଧିକାରୀ ।

murder mistry
ଜଳନ୍ତା ଜୁଇରୁ ମୁଣ୍ଡ ଖୋଜୁଛି କମିଶନରେଟ ପୋଲିସ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ । ଜଳନ୍ତା ଜୁଇରୁ ମୁଣ୍ଡ ଖୋଜୁଛି ପୋଲିସ। ଏମିତି ଘଟଣା ଦେଖିବାକୁ ମିଳିଛି ବାଲିପାଟଣା ଥାନା ବନମାଳିପୁର ଫାଣ୍ଡି ଗଡଚାରିପଦା ମଶାଣି ଭୂଇଁରେ । ଗାଁ ମଶାଣିରେ ଜଳୁଥିବା ଜୁଇକୁ ଲିଭାଇ ମୁଣ୍ଡ ଓ ହାଡ ସଂଗ୍ରହରେ ବ୍ୟସ୍ତ ପୋଲିସ ଅଧିକାରୀ ।

ଜଳନ୍ତା ଜୁଇରୁ ମୁଣ୍ଡ ଖୋଜୁଛି କମିଶନରେଟ ପୋଲିସ

ସୂଚନା ମୁତାବକ ଗାଁର ବାନାମ୍ବର ଭୋଇଙ୍କ ଏକ ମାତ୍ର ୨୨ ବର୍ଷିଆ ଝିଅ ମିଲୁର ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଝିଅକୁ ହତ୍ୟା କରାଯାଇ ପୋଡା ଯାଇଥିବା ସନ୍ଦେହରେ ଏପରି ତଦନ୍ତ କରିଛନ୍ତି କମିସନରେଟ ପୋଲିସ ଅଧିକାରୀ । ହେଲେ ଅନ୍ୟପଟେ ଝିଅକୁ ରୋଗ ଆକ୍ରାନ୍ତ ଯୋଗୁ ମୃତ୍ୟୁ ହୋଇଥିବା କହିଛନ୍ତି ପରିବାର ଲୋକେ ।

ଅଧରାତିରେ ମୃତ୍ୟୁ ଯୋଗୁଁ ଶିଘ୍ର ଅନ୍ତେକ୍ରିୟା ପାଇଁ ଦାହ କରାଯାଇଥିବା ପରିବାର ଲୋକେ କହିଛନ୍ତି । ତେବେ ଗୋଟିଏ ପଟେ ପରିବାର ଲୋକଙ୍କ ଏପରି ବୟାନ ଅନ୍ୟପଟେ ପୋଲିସର ସନ୍ଦେହ ଯାହା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ଏନେଇ ଫରେନସିକ ରିପୋର୍ଟ ପରେ ଘଟଣା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି । ତେବେ ଘଟଣା ସ୍ଥଳରୁ ହାଡ ଓ ଖପୁରୀ ଅଂଶ ବିଶେଷ ସଂଗ୍ରହ କରି ପୋଲିସ ତଦନ୍ତ ଜାରି ରଖିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଜଳନ୍ତା ଜୁଇରୁ ମୁଣ୍ଡ ଖୋଜୁଛି କମିସନରେଟ ପୋଲିସBody:

ରାଜଧାନୀ ଉପକଣ୍ଠରେ ଚାଂଚଲ୍ଯ।ଜଳନ୍ତା ଜୁଇରୁ ମୁଣ୍ଡ ଖୋଜୁଛି ପୋଲିସ। ଏମିତି ଘଟଣା ଦେଖିବାକୁ ମିଳିଛି ବାଲିପାଟଣା ଥାନା ବନମାଳିପୁର ଫାଣ୍ଡି ଗଡଚାରିପଦା ମଶାଣି ଭୁଇଁରେ ।ଗାଁରେ ମଶାଣି ରେ ଜଳୁଥିବା ଜୁଇକୁ ଲିଭାଇ ମୁଣ୍ଡ ଓ ହାଡ ସଂଗ୍ରହରେ ବ୍ଯସ୍ତ ପୋଲିସ ଅଧିକାରି।ସୁଚନା ମୁତାବକ ଗାଁର ବାନାମ୍ବର ଭୋଇଙ୍କ ଏକ ମାତ୍ର ୨୨ ବର୍ଷିଆ ଝିଅ ମିଲୁର ମୃତ୍ଯକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଝିଅକୁ ହତ୍ଯା କରାଯାଇ ପୋଡାଯାଇଥିବା ସଂଦେହରେ ଏପରି ତଦନ୍ତ କରିଛନ୍ତି କମିସନରେଟ ପୋଲିସ ଅଧିକାରୀ। ହେଲେ ଅନ୍ଯପଟେ ଝିଅକୁ ରୋଗ ଆକ୍ରାନ୍ତ ଯୋଗୁ ମୃତ୍ଯ ହୋଇଥିବା କହିଛନ୍ତି ପରିବାର ଲୋକେ।ଅଧ ରାତିରେ ମୃତ୍ଯ ଯୋଗୁଁ ଶିଘ୍ ଅନ୍ତେକ୍ରିୟା ପାଇଁ ଦାହ କରାଯାଇଥିବା ପରିବାର ଲୋକେ କହିଛନ୍ତି।ତେବେ ଗୋଟିଏ ପଟେ ପରିବାର ଲୋକଙ୍କ ଏପରି ବୟାନ ଅନ୍ଯପଟେ ପୋଲିସର ସଂଦେହ ଯାହା ସାରା ଅଂଚଳରେ ଚାଂଚଲ୍ଯ ଖେଳାଇଛି। ଏନେଇ ଫରେନସିକ ରିପୋର୍ଟ ପରେ ଘଟଣା ସ୍ପଷ୍ଟ ହେବ ବୋଲି ସୁଚନା ମିଳିଛି।ତେବେ ଘଟଣା ସ୍ଥଳରୁ ହାଡ ଓ ଖବୁରି ଅଂଶ ବିଶେଷ ସଂଗ୍ରହ କରିଛନ୍ତି ତଦନ୍ତକାରି ଅଧିକାରି ଏନେଇ କୌଣସି ରିପୋର୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।Conclusion:ବାଇଟ-ବାନାମ୍ବର ଭୋଇ,ମୃତକର ବାପା
ବାଇଟ-ମୃତକର ମା
Last Updated : Dec 24, 2019, 6:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.