ETV Bharat / city

ଆସିଲା ପଦକ, ମିଳିଲା ନାହିଁ; କଣ୍ଟା ସାଜିଲା ଏସଟିଏଫ - ବେଆଇନ ଖଣି

ସେବା କାର୍ଯ୍ୟରେ ଉଲ୍ଲେଖନୀୟ ସେବା ପାଇଁ ମିଳିଥାଏ ରାଷ୍ଟ୍ରପତି ପଦକ । ହେଲେ ବାବୁଙ୍କ ପାଇଁ ପଦକ ଆସିଲା ଅଟକି ଗଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 15, 2019, 5:45 PM IST

ଭୁବନେଶ୍ବର: ଦୀର୍ଘଦିନ ଧରି ଖୋର୍ଦ୍ଧାରେ ଚାଲିଥିବା ବେଆଇନ ଖଣି କାରବାରକୁ ରୋକ ଲଗାଇବା ପାଇଁ ଏବେ ଅଣ୍ଟା ଭିଡିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ବାରମ୍ବାର ଚଢାଉ ଗିରଫ ପରେ ଏବେ ଏହି ଖଣି ମାଫିଆଙ୍କ ବିଷୟରେ ଅଧିକ ତଥ୍ୟ ହାସଲ ପାଇଁ ଥାନା ବାବୁଙ୍କୁ ହୋଇଛି ଡାକରା ।

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଉ ଫଳ ସ୍ବରୁପ ଥାନା ବାବୁଙ୍କୁ ଚଳିତ ଥର ମିଳିବାକୁ ଥିବା ରାଷ୍ଟ୍ରପତି ପୋଲିସ ପଦକ ଅଟକି ଗଲା । ଏମିତି ଏକ ଘଟଣା ହୋଇଛି ଖୋର୍ଦ୍ଧାରେ । ଏସଟିଏଫ ଖଣି ମାଫିଆଙ୍କୁ ଧରିବା ପାଇଁ ଜାଲ ବିଛାଇଛି । କିନ୍ତୁ ଖୋର୍ଦ୍ଧା ଥାନା ଅଧିକାରୀ ବିକ୍ରମ କେଶରୀ ଜେନା ଆସିଯାଇଛନ୍ତି ଏସଟିଏଫ ସ୍କାନରକୁ । ଆସନ୍ତା 19 ତାରିଖରେ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ହୋଇଛି ନୋଟିସ ।

ଯାହା ଦ୍ବାରା ଖୋର୍ଦ୍ଧା ଥାନା ଅଧିକାରୀ ବିକ୍ରମ କେଶରୀ ଜେନାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପାଇଁ ନା ଘୋଷଣା ହୋଇଥିଲେ ମଧ୍ୟ ଆଜି ତାଙ୍କୁ ଦିଆଯାଇ ନାହିଁ । ପଦକ ମିଳିବା ନିଶ୍ଚିତ ଥିବା ଜାଣି ଆଜି ପୁରସ୍କାର ବିତରଣ ଉତ୍ସବରେ ଉପସ୍ଥିତ ମଧ୍ୟ ଥିଲେ ବିକ୍ରମ । କିନ୍ତୁ ତାଙ୍କ ନାଁ କୁ ଡକାଯାଇନଥିଲା । ଏହି ଘଟଣା ପରେ ବିକ୍ରମ କେଶରୀ ଜେନାଙ୍କ କାର୍ଯ୍ୟ କଳାପକୁ ନେଇ ପ୍ରଶ୍ନ ଉଠିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଅଡୁଆ କଲା ଖଣି ମାମଲା,
ଆଇଆଇସିଙ୍କୁ ମିଳିଲାନି ପୋଲିସ ପଦକBody:ଅଡୁଆ କଲା ଖଣି ମାମଲା,
ଆଇଆଇସିଙ୍କୁ ମିଳିଲାନି ପୋଲିସ ପଦକ

ଖୋର୍ଦା ସଦର ଥାନା ଆଇଆଇସି ବିକ୍ରମ ଜେନା ରାଷ୍ଟ୍ରପତି ପୋଲିସ ପଦକରୁ ହୋଇଛନ୍ତି ବଂଚିତ।ନାମ ଘୋଷଣା ସତ୍ବେ ବି ଆଜି ସ୍ବାଧିନତା ଦିବସ ଅବସରରେ ମୁଖ୍ଯମନ୍ତ୍ରୀଙ୍କ ହାତରୁ ପଦକ ପାଇବାରେ ବାଦ ପଡିଛନ୍ତି। ଏପରିକି ତାଲିକା ଘୋଷଣା ବେଳେ ତାଙ୍କ ନାମ ଡକାଯାଇନଥିବା ବେଳେ ଖଣି ମମଲା ତାଙ୍କ ପାଇଁ ମହଙ୍ଗା ପଡିଛି। ଖୋର୍ଦାରେ ଖଣି ଚୋରି ଅଭିଯୋଗରେ ଏସଟିଏଫ ତଦନ୍ତ କରୁଥିବା ବେଳେ ଏସମ୍ପର୍କିତ କିଛି ତଥ୍ଯ ନେଇ ସଦର ଥାନା ଆଇଆଇସି ଙ୍କୁ ନୋଟିସ କରିଛି ଏସଟିଏଫ । ଆସନ୍ତା ୧୯ ତାରିଖ ସୁଦ୍ଧା ହାଜର ହୋଇ ନିଜର ପକ୍ଷ ଓ ତଥ୍ଯ ରଖିବାକୁ ନୋଟିସରେ ଉଲେଖ କରାଯାଇଛି। ହେଲେ ଜଣେ ପୋଲିସ ଅଧିକାରିଙ୍କ ନା ରାଷ୍ଟ୍ରପତି ଉଲେଖନିୟ ସେବା ନିମନ୍ତେ ବିକ୍ରମ ଜେନାଙ୍କ ନାମ ଘୋଷଣା ସତ୍ବ ନପାଇବା ତାଙ୍କର କାରିୟରକୁ ଏକ ବିବାଦ ଘେରକୁ ଟାଣିଛି । ଏନେଇ କୌଣସି ପ୍ରତିକ୍ରୁୟା ରଖିନାହାନ୍ତି ଗୃହ ସଚିବ କି ପୋଲିସ ଡିଜି।ଏପରିକି ପୋଲିସ ପଦକ ଉତ୍ସବରେ ଯୋଗ ଦେଇନଥିଲେ ଖୋର୍ଦ୍ଧା ଥାନା ଇନ୍ସପେକ୍ଟର ବିକ୍ରମ କେଶରି ଜେନା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.