ETV Bharat / city

ଥାନାକୁ ମିଳିବ ଅତିରିକ୍ତ ଅର୍ଥ: ଧନ୍ୟବାଦ ଜଣାଇଲେ ପୋଲିସ କମିଶନର - police commissioner

ରାଜ୍ୟର 587ଟି ଥାନା ପାଇଁ ବାର୍ଷିକ 17.5 କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନ୍‌ସି ଫଣ୍ଡ ଘୋଷଣା ହେବା ପରେ ଧନ୍ୟବାଦ ଜଣାଇଲେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଏହା ଥାନାର ବିଭିନ୍ନ କାମରେ ସାହାଯ୍ୟ କରିବ ବୋଲି କହିଛନ୍ତି କମିଶନର।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 28, 2019, 8:23 PM IST

ଭୁବନେଶ୍ବର: ରାଜ୍ୟର 587ଟି ଥାନା ପାଇଁ ବାର୍ଷିକ 17.5 କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନ୍‌ସି ଫଣ୍ଡ ଘୋଷଣା କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଏହି ଫଣ୍ଡ ଥାନାର ବିଭିନ୍ନ କାମରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ପୂର୍ବରୁ ଥାନାର ଅନେକ କାର୍ଯ୍ୟ ପାଇଁ ପଇସା ନଥିବାରୁ ଅନେକ ସମସ୍ୟାରେ ପୋଲିସ ପଡୁଥିଲେ । ଯାହାର ସମାଧାନ ଏହା ଦ୍ବାରା ହୋଇପାରିବ ବୋଲି ପୋଲିସ କମିଶନର କହିଛନ୍ତି। ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି।

ଥାନାକୁ ମିଳିବ ଅତିରିକ୍ତ ଅର୍ଥ: ଧନ୍ୟବାଦ ଜଣାଇଲେ ପୋଲିସ କମିଶନର

ଭୁବନେଶ୍ବର-କଟକ ମଧ୍ୟରେ 44ଟି ଥାନା ରହିଥିବାବେଳେ ପ୍ରତି ମାସରେ 40 ହଜାର ଟଙ୍କା ଲେଖାଏଁ ମିଳିବାକୁ ଥିବାରୁ ଏହା ବିଭିନ୍ନ କାମରେ ଲାଗିବ। ଥାନାରେ ଥିବା ବିଭିନ୍ନ ସମସ୍ୟା ଉପରେ ଏନେଇ ପୂର୍ବରୁ ସରକାରଙ୍କୁ ବାରମ୍ବାର ଅଭିଯୋଗ ହେଉଥିଲା । ଯାହାର ସମାଧାନ ଏହି ପଇସା ଦ୍ବାରା ହେବ ବୋଲି କୁହାଯାଉଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଥାନାକୁ ମିଳିବ ଅର୍ଥ, ବିଭିନ୍ନ ସମସ୍ୟାକୁ ଏଡେଇବାକୁ ପ୍ରୟାସ

ରାଜ୍ୟର ୫୮୭ ଥାନା ପାଇଁ ବାର୍ଷିକ ୧୭.୫ କୋଟି ଟଙ୍କା ର ଅତିତିକ୍ତ କଣ୍ଟି ଜେନାସି ପାଣ୍ଠି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ପୋଲିସ କମିଶନର ଧନ୍ୟବାଦ ଜଣାଇଛନ୍ତି ।

Body:
ମୁଖ୍ୟମନ୍ତ୍ରୀ ଥାନା ମାନଙ୍କୁ କଣ୍ଟି ଜେନାସି ପାଣ୍ଠି ଘୋଷଣା କରିବା ପରେ କଟକ ଭୁବନେଶ୍ୱର କମିଶନରେଟ ପୋଲିସ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଛନ୍ତି। ଯାହା ଥାନା ରେ ଥିବା ବିଭିନ୍ନ ସୁବିଧା ଅସୁବିଧାକୁ ୱାଡାଇଯାଇପାରିବ। ତାଛଡା ଅଭିଯୋଗ କରିବାକୁ ଆସୁଥିବା ଅଭିଯୋଗକାରୀମାନଙ୍କୁ କିଭଳି ଭାବରେ ଉତ୍ତମ ଭାବରେ ବ୍ୟବହାର କରାଯିବ ସେନେଇ ଧ୍ୟାନ ଦିଆଯିବ। ଥାନାରେ ଥିବା ବିଭିନ୍ନ ସମସ୍ୟା ଉପରେ ଏନେଇ ପୂର୍ବରୁ ସରକାରଙ୍କୁ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ମୋ ସରକାର କାର୍ଯ୍ୟକ୍ରମ ଦ୍ୱାରା ସଫଳ କରିବା ପାଇଁ ପ୍ରୟାସ କରାଯାଉଛି। ଭୁବନେଶ୍ୱର କଟକ ମଧ୍ୟରେ ୪୪ ଟି ଥାନା ରହିଥିବା ବେଳେ ପ୍ରତି ମାସରେ ୪୦ ହଜାର ଟଙ୍କା ଲେଖାଏଁ ମିଳିବ। ଯାହା ଥାନାର ଭିଭିନ୍ନ କାମ କରିବାରେ ସାହାଯ୍ୟ କରିବ ବୋଲି ପୋଲିସ କମିଶନର କହିଛନ୍ତି।

Byte- ପୋଲିସ କମିଶନର, ସୁଧାଂଶୁ ଷଡଙ୍ଗୀ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.