ETV Bharat / city

ଟ୍ବିଟରରେ ଚାଟ୍ କରିବେ ପୋଲିସ କମିଶନର: ପଚାରନ୍ତୁ ପ୍ରଶ୍ନ, ପାଇବେ ଉତ୍ତର - Police commissioner

ଟ୍ବିଟରରେ ପ୍ରଶ୍ନ ଓ ଟ୍ବିଟରରେ ଉତ୍ତର । ଲୋକଙ୍କ ସହିତ ଯୋଡି ହେବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

Police commissioner
ଲୋକଙ୍କ ସହ ଯୋଡିହେବାକୁ ପୋଲିସ କମିଶନରଙ୍କ ନୂଆ ଫଣ୍ଡା, ଟ୍ବିଟରରେ ପ୍ରଶ୍ନ କରିବାକୁ ଆୱାନ
author img

By

Published : Dec 9, 2019, 8:26 PM IST

Updated : Dec 9, 2019, 8:46 PM IST

ଭୁବନେଶ୍ବର: ଟ୍ବିଟରରେ ପ୍ରଶ୍ନ ଓ ଟ୍ବିଟରରେ ଉତ୍ତର । ଲୋକଙ୍କ ସହିତ ଯୋଡି ହେବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଲୋକଙ୍କୁ ଟ୍ବିଟର ଜରିଆରେ ତାଙ୍କୁ ପ୍ରଶ୍ନ କରିବାକୁ କହିବା ସହ ତାର ଉତ୍ତର ବି ସେ ଟ୍ବିଟର ମାଧ୍ୟମରେ ଦେବେ ବୋଲି କହିଛନ୍ତି ।

Police commissioner
ଲୋକଙ୍କ ସହ ଯୋଡିହେବାକୁ ପୋଲିସ କମିଶନରଙ୍କ ନୂଆ ଫଣ୍ଡା, ଟ୍ବିଟରରେ ପ୍ରଶ୍ନ କରିବାକୁ ଆୱାନ

ଏଥିନେଇ ଡିସେମ୍ବର 12 ତାରିଖ ସନ୍ଧ୍ୟା 8ଟା ପର୍ଯ୍ୟନ୍ତ ପ୍ରଶ୍ନ କରିପାରିବେ । ଏହାର ଉତ୍ତର ଡିସେମ୍ବର 14 ତାରିଖ ସନ୍ଧ୍ୟା 5ଟାରେ ସେ ଦେବେ ବୋଲି ଜଣାପଡିଛି । ତେବେ ଏଥିଲାଗି ଟ୍ବିଟରରେ #AskyourCP ଲେଖି ପ୍ରଶ୍ନ କରିବାକୁ ପୋଲିସ କମିଶନର କହିଛନ୍ତି ।

ସରକାର ‘ମୋ ସରକାର’ ଯୋଜନା ମାଧ୍ୟମରେ ପୋଲିସକୁ ଲୋକଙ୍କ ନିକଟତର କରିବାକୁ ଚେଷ୍ଟା ଚଳାଇଥିବାବେଳେ ପୋଲିସ କମିଶନରଙ୍କ ଏଭଳି ପ୍ରୟାସକୁ ସ୍ବାଗତ କରାଯାଇଛି ।

Intro:Body:

BLANK FOR LINK 

Conclusion:
Last Updated : Dec 9, 2019, 8:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.