ETV Bharat / city

ମାତି ପାରନ୍ତି ଅପରାଧୀ, ସତର୍କ କରାଇଲେ ସିପି

author img

By

Published : Oct 6, 2019, 8:26 AM IST

ପୁଜା ସମୟରେ ବୁଲିବାକୁ ଯାଉଛନ୍ତି କି? ସତର୍କ ରୁହନ୍ତୁ ଅପରାଧୀଙ୍କ ଶୀକାର ହୋଇପାରନ୍ତି । ଏନେଇ ସତର୍କ କରାଇଛନ୍ତି ପୋଲିସ କମିସନର ।

ମାତି ପାରନ୍ତି ଅପରାଧୀ, ସତର୍କ କରାଇଲେ ସିପି

ଭୁବନେଶ୍ବର: ପୂଜା ସମୟରେ ବୁଲିବାକୁ ଯାଉଛନ୍ତି କି? ସତର୍କ ରୁହନ୍ତୁ ଅପରାଧୀଙ୍କ ଶୀକାର ହୋଇପାରନ୍ତି । ଏନେଇ ସତର୍କ କରାଇଛନ୍ତି ପୋଲିସ କମିସନର । ଆପଣଙ୍କ ଚାରିପାର୍ଶରେ ନଜର ରଖନ୍ତୁ ଏବଂ ନିଜ ଯାତ୍ର ସମୟରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିସନର ଡ.ସୁଧାଂଶୁ ଷଡଙ୍ଗୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ପୁଜା ସମୟରେ ଅନେକ ଅପରାଧୀ ଉତ୍ପାତ ମଚାଇଥାନ୍ତି । ଏପରିକି ଘରେ କେହି ନଥିବା ବେଳେ ଲୁଟ ଓ ଚୋରି କରିଥାନ୍ତି । ଏପରିକି ପୁଜା ପେଣ୍ଡାଲ ବା ରାସ୍ତାରେ ଯିବା ବେଳେ ଛିନତାଇ ବା ଅଟକାଇ ଲୁଟପାଟ କରନ୍ତି । ସେସବୁକୁ ଦୃଷ୍ଟିରେ ରଖି ଟ୍ବିନ୍‌ସିଟିରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ସହ ପୂଜା ମଣ୍ଡପରେ ସିସିଟିଭି ଓ ପୋଲିସ କର୍ମଚାରି ନିୟୋଜିତ ରହିଛନ୍ତି । ପାଟ୍ରୋଲିଂ କଡାକଡି ସହ ସ୍ବତନ୍ତ୍ର ସ୍କ୍ବାଡ ନିୟୋଜିତ ରହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.