ETV Bharat / city

ଆସନ୍ତା 5ରେ ଯୁକ୍ତ ଦୁଇ କଳା ରେଜଲ୍ଟ

author img

By

Published : Sep 3, 2020, 11:26 AM IST

Updated : Sep 3, 2020, 12:16 PM IST

ଆସନ୍ତା 5ରେ ଯୁକ୍ତ ଦୁଇ କଳା ରେଜଲ୍ଟ
ଆସନ୍ତା 5ରେ ଯୁକ୍ତ ଦୁଇ କଳା ରେଜଲ୍ଟ

11:18 September 03

ଆସନ୍ତା 5ରେ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ । ଶନିବାର ଅପରାହ୍ନ 4ଟାରେ ପ୍ରକାଶ ପାଇବ ରେଜଲ୍ଟ । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ଆସନ୍ତା 5ରେ ଯୁକ୍ତ ଦୁଇ କଳା ରେଜଲ୍ଟ

ଭୁବନେଶ୍ବର: ସମସ୍ତ ଅପେକ୍ଷାର ଅନ୍ତ। ଆସନ୍ତା 5 ତାରିଖରେ ପ୍ରକାଶ ପାଇବ ଯୁକ୍ତଦୁଇ କଳା ପରୀକ୍ଷା ଫଳ । ଶନିବାର ଅପରାହ୍ନ 4ଟା ସମୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହାସହ ଚଳିତ ଥର କୋଭିଡ ପାଇଁ ପରୀକ୍ଷା ଫଳ ବିଳମ୍ବ ହୋଇଥିବା ନେଇ ମଧ୍ୟ କହିଛନ୍ତି ମନ୍ତ୍ରୀ ।  

ଚଳିତ ବର୍ଷ କଳାରେ 2ଲକ୍ଷ 20 ହଜାର 437ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିପରି ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ୩୨ ଜଣ ପରୀକ୍ଷା ଦେଇଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ତପନ ଦାସ, ଇଟିଭି ଭାରତ 

Last Updated : Sep 3, 2020, 12:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.