ETV Bharat / city

ଆସନ୍ତା 1 ରୁ ଅନଲାଇନରେ ଯୁକ୍ତ ତିନି ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ - Plus 3 First Year student

ଆସନ୍ତା ମାର୍ଚ୍ଚ 1 ତାରିଖ ଠାରୁ ଯୁକ୍ତ 3 ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହେବ। ଅଧିକ ପଢନ୍ତୁ..

ଆସନ୍ତା 1 ରୁ ଅନଲାଇନରେ ଯୁକ୍ତ ତିନି ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ

author img

By

Published : Feb 24, 2021, 10:02 PM IST

ଭୁବନେଶ୍ବର: ମାର୍ଚ୍ଚ 1 ରୁ ଅନଲାଇନ ରେ ଯୁକ୍ତ ତିନି ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗର ମୁଖ୍ୟ ସଚିବ ସାସ୍ବତ ମିଶ୍ର ଏକ ଚିଠି ଏ ନେଇ ଉଲ୍ଲେଖ କରି କୁଳପତି ତଥା ପ୍ରିନ୍ସିପାଲମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମାର୍ଚ୍ଚ 1 ରୁ ଅନଲାଇନ୍ ମୋଡରେ ସ୍ନାତକୋତ୍ତର ପ୍ରଥମ ବର୍ଷ କ୍ଲାସ୍ କରିବାକୁ ଚିଠିରେ ଦର୍ଶାଯାଇଛି । ଆସନ୍ତା ମାର୍ଚ୍ଚ 1 ତାରିଖଠାରୁ ଯୁକ୍ତ 3 ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହେବ। ଏନେଇ ବୁଧବାର ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ବିଶ୍ବବିଦ୍ୟାଳୟ କୁଳପତି ଓ ସରକାରୀ ଏବଂ ଘରୋଇ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ଜାନୁଆରୀ11 ତାରିଖରେ ଯୁକ୍ତ ତିନି ଶେଷ ବର୍ଷର ପିଲାମାନେ ଅଫଲାଇନ ରେ ପଠାପଢ଼ା ଆରମ୍ଭ ହୋଇଥିବା ବେଳେ କୋଭିଡ ମହାମାରୀ କଟକଣା କୁ ଦୃଷ୍ଟିରେ ରଖି ଅନଲାଇନ ରେ ଯୁକ୍ତ ତିନି କ୍ଳାସ କରାଯିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.