ETV Bharat / city

ଯୁକ୍ତ ଦୁଇ ପୁନଃମୂଲ୍ୟାୟନରେ ବିଳମ୍ବ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଭେଟିଲା ଏବିଭିପି - ଏବିଭିପି

ଯୁକ୍ତ ଦୁଇ ପରୀକ୍ଷା ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ  ଏପର୍ଯ୍ୟନ୍ତ ଫଳ ପ୍ରକାଶ ନହେବା କାରଣରୁ ଶୁକ୍ରବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)  ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଭେଟି ଯୁକ୍ତ ଦୁଇ ପୁନଃମୂଲ୍ୟାୟନର ଫଳ ତୁରନ୍ତ ପ୍ରକାଶ କରିବାକୁ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 7, 2019, 5:41 AM IST

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ଏବିଭିପି । ଯୁକ୍ତ ଦୁଇ ପରୀକ୍ଷାର ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ଏପର୍ଯ୍ୟନ୍ତ ଫଳ ପ୍ରକାଶ ନହେବା କାରଣରୁ ଶୁକ୍ରବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଭେଟି ଯୁକ୍ତ ଦୁଇ ପୁନଃମୂଲ୍ୟାୟନର ଫଳ ତୁରନ୍ତ ପ୍ରକାଶ କରିବାକୁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନା ଅନୁଯାୟୀ, ଯୁକ୍ତ ତିନି ନାମଲେଖା ପ୍ରକିୟା ସରିଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଯୁକ୍ତ ଦୁଇ ପରୀକ୍ଷାର ପୁନଃମୂଲ୍ୟାୟନ ପାଇଁ ଅବେଦନ କରିଥିବା ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ନ ହେବା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଅପାରଗତାକୁ ଦର୍ଶାଉଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯେଉଁ ପିଲା ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିଲେ ସେମାନେ ଏକ ବର୍ଷ ଯାଏଁ କରିବେ କଣ?

କାରଣ ଶୁକ୍ରବାର ଯୁକ୍ତ ଦୁଇ ପୁନଃ ମୂଲ୍ୟାୟନର ଫଳ ପ୍ରକାଶ ପାଇବ ବୋଲି ଅଧ୍ୟକ୍ଷ ପ୍ରତିନିଧି ମଣ୍ଡଳକୁ ସୂଚନା ଦେଇଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଏହା ଯେ, ପରୀକ୍ଷାଫଳ ଆସିବା ପରେ ଫେଲ ହୋଇଥିବା ଛାତ୍ରଛାତ୍ରୀ ଯଦି ପାସ କରୁଛନ୍ତି ତେବେ ଯୁକ୍ତ ତିନିକୁ ପ୍ରବେଶ କରିବାର ସମସ୍ତ ପ୍ରକିୟା ସରିଯାଇଛି । ଏବେ ସେମାନେ କରିବେ କଣ । କାରଣ ଏବେ ସେମାନଙ୍କୁ ଏ ବର୍ଷ ରହିବାକୁ ପଡିବ ।

ତେଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସରକାରଙ୍କ ନିକଟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିବା ସହ ଯେଉଁ ଅଧ୍ୟାପକମାନେ ମୂଲ୍ୟାୟନରେ ଯୋଗ ନଦେଇଛନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଚେତାବନୀ ଦେଇଛି ।

ଏହି ପ୍ରତିନିଧି ମଣ୍ଡଳରେ ମହାନଗର ସହ ସମ୍ପାଦକ ପିଣ୍ଟୁ ପ୍ରତୀକ ନାୟକ, ସମ୍ବିତ ରାଉତ, ସୋମୁ ଦେ, ବିଶ୍ବ ସ୍ବାଇଁ, ପ୍ରିୟରଞ୍ଜନ ରାଉତ, ସଞ୍ଜୟ ମଲ୍ଲିକ, ମିଲନ୍ ମହାପାତ୍ର ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଯୁକ୍ତଦୁଇ ପୁନଃମୂଲ୍ୟାୟନରେ ବିଳମ୍ବ ନେଇ ଉଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଭେଟିଲା: ଏବିଭିପି
ଯୁକ୍ତ ତିନି ନାମଲେଖା ପ୍ରକିୟା ସରିଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଯୁକ୍ତ ଦୁଇ ପରୀକ୍ଷାର ପୁନଃମୂଲ୍ୟାୟନ ପାଇଁ ଅବେଦନ କରିଥିବା ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ନ ହେବା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଅପାରଗତାକୁ ଦର୍ଶାଉଛି । ତେବେ ପ୍ରଶ୍ନ ଉଠୁଛି ଯେଉଁ ପିଲା ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିଲେ ସେ ୧ ବର୍ଷ ଯାଏଁ କରିବେ କଣ? ଏ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଭେଟି ଯୁକ୍ତଦୁଇ ପୁନଃମୂଲ୍ୟାୟନର ଫଳ ତୁରନ୍ତ ପ୍ରକାଶ କରିବାକୁ ଦାବି କରିଛନ୍ତି । ଆଜି ଯୁକ୍ତଦୁଇ ପୁନଃ ମୂଲ୍ୟାୟନର ଫଳ ପ୍ରକାଶ ପାଇବ ବୋଲି ଅଧ୍ୟକ୍ଷ ପ୍ରତିନିଧି ମଣ୍ଡଳକୁ ସୂଚନା ଦେଇଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଯେ, ପରୀକ୍ଷାଫଳ ଆସିବା ପରେ ଫେଲ ହୋଇଥିବା ଛାତ୍ରଛାତ୍ରୀ ଯଦି ପାସ କରୁଛନ୍ତି । ତେବେ ଯୁକ୍ତ ତିନିକୁ ପ୍ରବେଶ କରିବାର ସମସ୍ତ ପ୍ରକିୟା ସରିଯାଇଥିବା କାରଣରୁ ଏ ବର୍ଷ ସେମାନଙ୍କୁ ରହିବାକୁ ପଡିବ । ତେଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସରକାରଙ୍କ ନିକଟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିବା ସହ ଯେଉଁ ଅଧ୍ୟାପକମାନେ ମୂଲ୍ୟାୟନରେ ଯୋଗ ନ ଦେଇଛନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେତାବନୀ ଦେଇଛି । ଏହି ପ୍ରତିନିଧି ମଣ୍ଡଳରେ ମହାନଗର ସହ ସମ୍ପାଦକ ପିଂଟୁ ପ୍ରତୀକ ନାଏକ, ସମ୍ବିତ ରାଉତ, ସୋମୁ ଦେ,ବିଶ୍ୱ ସ୍ୱାଇଁ, ପ୍ରିୟରଞନ ରାଉତ, ସଞୟ ମଲ୍ଲିକ, ମିଲନ୍ ମହାପାତ୍ର ଉପସ୍ଥିତ ଥିଲେ । Body:ଯୁକ୍ତଦୁଇ ପୁନଃମୂଲ୍ୟାୟନରେ ବିଳମ୍ବ ନେଇ ଉଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଭେଟିଲା: ଏବିଭିପି
ଯୁକ୍ତ ତିନି ନାମଲେଖା ପ୍ରକିୟା ସରିଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଯୁକ୍ତ ଦୁଇ ପରୀକ୍ଷାର ପୁନଃମୂଲ୍ୟାୟନ ପାଇଁ ଅବେଦନ କରିଥିବା ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ନ ହେବା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଅପାରଗତାକୁ ଦର୍ଶାଉଛି । ତେବେ ପ୍ରଶ୍ନ ଉଠୁଛି ଯେଉଁ ପିଲା ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିଲେ ସେ ୧ ବର୍ଷ ଯାଏଁ କରିବେ କଣ? ଏ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଭେଟି ଯୁକ୍ତଦୁଇ ପୁନଃମୂଲ୍ୟାୟନର ଫଳ ତୁରନ୍ତ ପ୍ରକାଶ କରିବାକୁ ଦାବି କରିଛନ୍ତି । ଆଜି ଯୁକ୍ତଦୁଇ ପୁନଃ ମୂଲ୍ୟାୟନର ଫଳ ପ୍ରକାଶ ପାଇବ ବୋଲି ଅଧ୍ୟକ୍ଷ ପ୍ରତିନିଧି ମଣ୍ଡଳକୁ ସୂଚନା ଦେଇଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଯେ, ପରୀକ୍ଷାଫଳ ଆସିବା ପରେ ଫେଲ ହୋଇଥିବା ଛାତ୍ରଛାତ୍ରୀ ଯଦି ପାସ କରୁଛନ୍ତି । ତେବେ ଯୁକ୍ତ ତିନିକୁ ପ୍ରବେଶ କରିବାର ସମସ୍ତ ପ୍ରକିୟା ସରିଯାଇଥିବା କାରଣରୁ ଏ ବର୍ଷ ସେମାନଙ୍କୁ ରହିବାକୁ ପଡିବ । ତେଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସରକାରଙ୍କ ନିକଟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିବା ସହ ଯେଉଁ ଅଧ୍ୟାପକମାନେ ମୂଲ୍ୟାୟନରେ ଯୋଗ ନ ଦେଇଛନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେତାବନୀ ଦେଇଛି । ଏହି ପ୍ରତିନିଧି ମଣ୍ଡଳରେ ମହାନଗର ସହ ସମ୍ପାଦକ ପିଂଟୁ ପ୍ରତୀକ ନାଏକ, ସମ୍ବିତ ରାଉତ, ସୋମୁ ଦେ,ବିଶ୍ୱ ସ୍ୱାଇଁ, ପ୍ରିୟରଞନ ରାଉତ, ସଞୟ ମଲ୍ଲିକ, ମିଲନ୍ ମହାପାତ୍ର ଉପସ୍ଥିତ ଥିଲେ । Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.