ETV Bharat / city

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପ୍ଲାଜ‌ମା ଥେରାପି

author img

By

Published : Jul 28, 2020, 10:42 AM IST

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପ୍ଲାଜମା ଥେରାପି । ହସ୍ପିଟାଲରେ ଶୁଭାରମ୍ଭ ହେବ ପ୍ଲାଜ୍‌ମା ବ୍ୟାଙ୍କ । ସନ୍ଧ୍ୟା 5ଟାରେ VC ଯୋଗେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ।

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପ୍ଲାଜ୍‌ମା ଥେରାପି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଶୁଭାରମ୍ଭ ହେବ ପ୍ଲାଜ୍‌ମା ବ୍ୟାଙ୍କ । ସନ୍ଧ୍ୟା 5ଟାରେ VC ଯୋଗେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁମାନେ କୋରୋନାରୁ ସୁସ୍ଥ ହୋଇଥିବେ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଦାନ କରିପାରିବେ ।

ପୂର୍ବରୁ ପ୍ଲାଜମା ଦାନ ପାଇଁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ସମ ଓ କିମ୍ସ ହସ୍ପିଟାଲରେ ଏହି ଏହି ସେବା ଉପଲବ୍ଧ ରହିଛି। ସେହିପରି କଟକ ବଡମେଡିକାଲ ଓ ଅଶ୍ବିନୀ ହସ୍ପିଟାଲରେ ପୂର୍ବରୁ ପ୍ଲାଜମା ଥେରାପି ସେବା ଉପଲବ୍ଧ ରହିଛି । ଅନ୍ୟପଟେ ଗଞ୍ଜାମରେ ମଧ୍ୟ ଏହି ସେବା ଯୋଗାଇ ଦିଆଯାଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.