ETV Bharat / city

ଭାରତ ବନ୍ଦ ପ୍ରଭାବ: ରାଜଧାନୀରେ ଚଢା ଦରରେ ବିକ୍ରି ହେଲା ପେଟ୍ରୋଲ - Petrol price so high at road side vendor

ଭାରତ ବନ୍ଦର ଫାଇଦା । ଚଢା ଦରରେ ବିକ୍ରି ହେଲା ପେଟ୍ରୋଲ । ଲିଟର ପିଛା ୨୦ ରୁ ୩୦ ଟଙ୍କା ଅଧିକ ନେଲେ ଅସାଧୁ ବ୍ୟବସାୟୀ ।

#Bharat bandh
ଭାରତ ବନ୍ଦ ପ୍ରଭାବ: ରାଜଧାନୀରେ ଚଢା ଦରରେ ବିକ୍ରି ହେଲା ପେଟ୍ରୋଲ
author img

By

Published : Jan 8, 2020, 4:08 PM IST

ଭୁବନେଶ୍ବର: ଭାରତ ବନ୍ଦର ଫାଇଦା । ଚଢା ଦରରେ ବିକ୍ରି ହେଲା ପେଟ୍ରୋଲ । ଲିଟର ପିଛା ୨୦ ରୁ ୩୦ ଟଙ୍କା ଅଧିକ ନେଲେ ଅସାଧୁ ବ୍ୟବସାୟୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ । ଭୁବନେଶ୍ବରରେ ବିଭିନ୍ନ ପେଟ୍ରୋଲ ପମ୍ପ ନିକଟରେ ଅର୍ଥାତ ରାସ୍ତା କଡରେ ପେଟ୍ରୋଲ ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା।

ଭାରତ ବନ୍ଦ ପ୍ରଭାବ: ରାଜଧାନୀରେ ଚଢା ଦରରେ ବିକ୍ରି ହେଲା ପେଟ୍ରୋଲ

ପେଟ୍ରୋଲ ପମ୍ପ ବନ୍ଦ ଯୋଗୁଁ ପଟ୍ରୋଲ ଲିଟର ପିଛା ୮୦ ରୁ ୧୦୦ ଟଙ୍କା ପର୍ଯନ୍ତ ବିକ୍ରି କରିଥିଲେ ବ୍ୟବସାୟୀ । ଏପରିକି ଛୋଟ ପିଲା, ମହିଳା ଓ ଯୁବକ ବିକ୍ରି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏନେଇ କିଣିଥିବା ଲୋକେ କହିଥିଲେ ପେଟ୍ରୋଲ ପମ୍ପ ବନ୍ଦ ଯୋଗୁଁ ପେଟ୍ରୋଲ ପକାଇବାକୁ ବାଧ୍ୟ । ତେଣୁ ଆଉ କିଛି ଉପାୟ ନାହିଁ । ଅନ୍ୟପଟେ ଚଢାଦରରେ ବିକ୍ରି କରୁଥିବା ଲୋକେ କହିଥିଲେ ଦିନଟିଏ ସେମାନଙ୍କ ପାଇଁ, ତେବେ ଅଧିକ ଟଙ୍କା ନେବାରେ ଅସୁବିଧା ନାହିଁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଭାରତ ବନ୍ଦ,ଜବରଦସ୍ତ ଇନକମBody:

ଭାରତ ବନ୍ଦର ଫାଇଦା।ଚଢା ଦରରେ ବିକ୍ରି ହେଲା ପେଟ୍ରୋଲ।ଲିଟର ପିଛା ୨୦ରୁ ୩୦ ଟଙ୍କା ଅଧିକ ନେଲେ ଅସାଧୁ ବ୍ଯବସାୟି।ଏପରି ଦୃଷ୍ଯ ଦେଖିବାକୁ ମିଳିଛି ରାଜଧାନୀରେ।ରାଜଧାନୀର ବିଭିନ୍ନ ପେଟ୍ରେଲ ପମ୍ପ ନିକଟରେ ଅର୍ଥାତ ରାସ୍ତା କଡରେ ପଟ୍ରେଲ ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା।ପେଚ୍ରେଲ ପମ୍ପ ବନ୍ଦ ଯୋଗୁ ପଟ୍ରୋଲ ଲିଟର ପିଛା ୮୦ରୁ ୧୦୦ ଟଙ୍କା ପର୍ଯନ୍ତ ବିକ୍ରି କରିଥିଲେ ବ୍ଯବସାୟୀ।ଏପରିକି ଛୋଟ ପିଲା ଓ ମହିଳା ଓ ଯୁବକ ବିକ୍ରି କରୁଥିବାର ଦୃଷ୍ସ ଦେଖିବାକୁ ମିଳିଥିବା ଏନେଇ କିଣିଥିବା ଲୋକେ କହିଥିଲେ ପେଚ୍ରୋଲ ପମ୍ପ ବନ୍ଦ ଯୋଗୁଁ ପେଟ୍ରୋଲ ପକାଇବାକୁ ବାଧ୍ଯ ଆଉ କିଛି ଉରାୟ ନାହିଁ ।ଅନ୍ଯପଟେ ଚଢାଦରରେ ବିକ୍ରି କରୁଥିବା ଲୋକେ କହିଥିଲେ ଦିନଟିଏ ସେମାନଙ୍କ ପାଇଁ ତେବେ ଅଧିକ ଟଙ୍କା ନବାରେ ଅସୁବିଧା ନାହିଁ।
ବାଇଟ-ପଟ୍ରୋଲ କିଣିଥିବା ଲୋକ
ବାଇଟ-ପେଟ୍ରୋଲ କିଣିଥିବା ଲୋକ
ବାଇଟ-ଆମ୍ବିଏନସରେ ବେପାରି ଙ୍କ ବାଇଟConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.