ETV Bharat / city

ବାହାଘର ଓ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଅନୁମତି, ଜାଣନ୍ତୁ କେମିତି ପାଇବେ ଇ-ପାସ

author img

By

Published : May 17, 2021, 10:46 PM IST

କମିସନରେଟ ପୋଲିସ ପକ୍ଷରୁ ଇ-ପାସର ବ୍ଯବସ୍ଥା ।www.bhubaneswarcuttackpolice.gov.in ମାଧ୍ୟମରେ ନିଜର ତଥ୍ଯ ଦେଇ ରେଜିଷ୍ଟ୍ରେସନ କଲେ ମିଳିବ ଇ-ପାସ । ଅଧିକ ପଢନ୍ତୁ...

ବାହାଘର ଓ ଅନ୍ତେଷ୍ଟିକ୍ରିୟା ପାଇଁ ଅନୁମତି, ଜାଣନ୍ତୁ କେମିତି ପାଇବେ ଇ-ପାସ

ଭୁବନେଶ୍ବର: ଲକଡାଉନ ଓ ସଟଡାଉନବେଳେ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଏଣିକି ମିଳିବ ଅନୁମତି । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଇ-ପାସର ବ୍ଯବସ୍ଥା ହୋଇଛି । ଯାହାକୁ ନେବାକୁ ହେଲେ ପୋଲିସ ପାଖକୁ ଯିବାକୁ ପଡିବ ନାହିଁ । ଘରେ ଥାଇ ପାଇପାରିବେ ଅନୁମତି ପତ୍ର ।

ଏଥିପାଇଁ ଅନଲାଇନରେ କମିଶନରେଟ ପୋଲିସର ୱେବସାଇଟରେ ଯାଇ ୭୨ ଘଣ୍ଚା ପୂର୍ବରୁ
www.bhubaneswarcuttackpolice.gov.in ମାଧ୍ୟମରେ ନିଜର ତଥ୍ଯ ଦେଇ ରେଜିଷ୍ଟ୍ରେସନ ପରେ ମିଳିବ ଇ-ପାସ । ଯାହାକି ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରରେ ହ୍ବାଟସଆପ୍ କିମ୍ବା ମେସେଜ ଜରିଆରେ ପାଇପାରିବେ । ନଚେତ୍ 115.243.153.201:8088/Admin/Login ରେ ଲଗଇନ୍ କରି ମଧ୍ଯ ଅନୁମତି ପତ୍ର ପାଇଁ ଆବେଦନ କରିପାରିବେ ।

ତେବେ ବାହାଘର ପାଇଁ ୫୦ ଜଣ ଓ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୨୦ ଜଣକୁ ଅନୁମତି ରହିଛି । ବର୍ତମାନ ଏହି ସେବା କେବଳ ଭୁବନେଶ୍ବର ବାସୀଙ୍କ ପାଇଁ ଉପଲବ୍ଧ ରହିବ । ଖୁବଶୀଘ୍ର କଟକ ସହରାଞ୍ଚଳ ପୋଲିସରେ ଆରମ୍ଭ ହେବ ଏହି ବ୍ଯବସ୍ଥା।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.