ETV Bharat / city

ଜମୁଛି ତୋଷାଳି ମେଳା: ମନ କିଣୁଛି ମହିଳା ପଟ୍ଟଚିତ୍ର ଶିଳ୍ପୀଙ୍କ କାରିଗରୀ

author img

By

Published : Dec 17, 2019, 4:36 PM IST

ମନ କିଣୁଛି 380ଟି ଷ୍ଟଲରେ ମହିଳାଙ୍କ ପଟ୍ଟଚିତ୍ର କାରିଗରୀ। ଦେଉଛି ଏହି ପଟ୍ଟଚିତ୍ର ମହିଳାଙ୍କୁ ଦେଇଛି ନୂଆ ରେଜଗାରର ପନ୍ଥା। ଅଧିକ ପଢନ୍ତୁ...

ଜମୁଛି ତୋଷାଳି ମେଳା: ମନ କିଣୁଛି ମହିଳା ପଟ୍ଟଚିତ୍ର ଶିଳ୍ପୀଙ୍କ କାରିଗରୀ
ଜମୁଛି ତୋଷାଳି ମେଳା: ମନ କିଣୁଛି ମହିଳା ପଟ୍ଟଚିତ୍ର ଶିଳ୍ପୀଙ୍କ କାରିଗରୀ

ଭୁବନେଶ୍ବର: ରାଜଧାନୀରେ ଚାଲିଛି ତୋଷାଳି ମେଳା। ମନ କିଣୁଛି 380ଟି ଷ୍ଟଲରେ ମହିଳାଙ୍କ ପଟ୍ଟଚିତ୍ର କାରିଗରୀ। ଦେଉଛି ଏହି ପଟ୍ଟଚିତ୍ର ମହିଳାଙ୍କୁ ଦେଇଛି ନୂଆ ରେଜଗାରର ବାଟ। ଯେଉଁ ମହିଳା ନିଜେ ନିଜ ଗୋଡରେ ଛିଡା ହୋଇ ସ୍ବାବଲମ୍ବୀ ହେବାକୁ ଚାହୁଁଛନ୍ତି ଏହି କଳାକୁ ଆପଣେଇ ନେଇ ପଟ୍ଟଚିତ୍ର ଶିଳ୍ପୀ ସଂଯୁକ୍ତା ମହାନ୍ତି ପ୍ରକାଶ କରିଛନ୍ତି। ଗତ 16 ତାରିଖରୁ ରାଜଧାନୀର ପ୍ରଦର୍ଶନୀ ପଡିଆରେ 14 ତମ ତୋଷାଳି ମେଳା ଆରମ୍ଭ ହୋଇ ଯାଇଛି। ଯେଉଁଥିରେ 380ଟି ହସ୍ତତନ୍ତ କାରିଗରୀ ଓ ହସ୍ତଶିଳ୍ପ କାରିଗରୀଙ୍କ ଷ୍ଟଲ ଲାଗିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଅନେକ କାରିଗର ନିଜର ହାତ ତିଆରି ଜିନିଷ ପତ୍ର ପ୍ରଦର୍ଶନ କରିବା ସହ ବିକ୍ରି କରୁଛନ୍ତି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ତୋଷାଳି ମେଳା ରେ ମହିଳା ପଟଚିତ୍ର ଶିଳ୍ପୀ ଙ୍କ କଳା କାରିଗରୀ କିଣୁଛି ମନ।

ରାଜ୍ୟ ର ରାଜଧାନୀ ରେ ଚାଲିଛି ତୋଷାଳି ମେଳା ହେଲେ, 380 ଟି ଷ୍ଟଲ ଭିତରେ ମନ କିଣୁଛି ମହିଳା ଙ୍କ ପଟଚିତ୍ର କାରିଗରୀ। ନୂଆ ରେଜଗାର ର ବାଟ ମହିଳା ଙ୍କୁ ଦେଉଛି ପଟଚିତ୍ର। ଘରେ ବସି ରହି ଥିବା ମହିଳା ଙ୍କ ପାଇଁ ଏହା ଏବେ ରୋଜଗାର ର ବାଟ ପାଲଟିଛି। ଯୋଉ ମହିଳା ମାନେ ନିଜେ ନିଜେ ଗୋଡ଼ ରେ ଛିଡା ହୋଇ ସ୍ବାଭଲମ୍ବୀ ହେବା କୁ ଚାହୁଁଛନ୍ତି ଏହି କଳା କୁ ଆପଣେଇ ବୋଲି ପଟଚିତ୍ର ଶିଳ୍ପୀ ସଂଯୁକ୍ତା ମହାନ୍ତି ପ୍ରକାଶ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଗତ 16 ତାରିଖ ଠାରୁ ରଜଧାନୀ ର ପ୍ରଦର୍ଶନୀ ପଡିଆ ରେ 14 ତମ ତୋଷାଳି ମେଳା ଆରମ୍ଭ ହୋଇ ଯାଇଛି। ଯୋଉଥିରେ 380 ଟି ହସ୍ତତନ୍ତ କାରିଗରୀ ଓ ହସ୍ତ ଶିଳ୍ପ କରିଗରୀ ଙ୍କ ଷ୍ଟଲ ଲାଗିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଅନେକ କାରିଗର ନିଜର ହାତ ତିଆରି ଜିନିଷ ପତ୍ର ପ୍ରଦର୍ଶନ କରିବା ସହ ବିକ୍ରି କରୁଛନ୍ତି।

ବାଇଟ ସଂଯୁକ୍ତା ପଟନାୟକ
ପଟଚିତ୍ର ଶିଳ୍ପୀ

Body:ତୋଷାଳି ମେଳା ରେ ମହିଳା ପଟଚିତ୍ର ଶିଳ୍ପୀ ଙ୍କ କଳା କାରିଗରୀ କିଣୁଛି ମନ।

ରାଜ୍ୟ ର ରାଜଧାନୀ ରେ ଚାଲିଛି ତୋଷାଳି ମେଳା ହେଲେ, 380 ଟି ଷ୍ଟଲ ଭିତରେ ମନ କିଣୁଛି ମହିଳା ଙ୍କ ପଟଚିତ୍ର କାରିଗରୀ। ନୂଆ ରେଜଗାର ର ବାଟ ମହିଳା ଙ୍କୁ ଦେଉଛି ପଟଚିତ୍ର। ଘରେ ବସି ରହି ଥିବା ମହିଳା ଙ୍କ ପାଇଁ ଏହା ଏବେ ରୋଜଗାର ର ବାଟ ପାଲଟିଛି। ଯୋଉ ମହିଳା ମାନେ ନିଜେ ନିଜେ ଗୋଡ଼ ରେ ଛିଡା ହୋଇ ସ୍ବାଭଲମ୍ବୀ ହେବା କୁ ଚାହୁଁଛନ୍ତି ଏହି କଳା କୁ ଆପଣେଇ ବୋଲି ପଟଚିତ୍ର ଶିଳ୍ପୀ ସଂଯୁକ୍ତା ମହାନ୍ତି ପ୍ରକାଶ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଗତ 16 ତାରିଖ ଠାରୁ ରଜଧାନୀ ର ପ୍ରଦର୍ଶନୀ ପଡିଆ ରେ 14 ତମ ତୋଷାଳି ମେଳା ଆରମ୍ଭ ହୋଇ ଯାଇଛି। ଯୋଉଥିରେ 380 ଟି ହସ୍ତତନ୍ତ କାରିଗରୀ ଓ ହସ୍ତ ଶିଳ୍ପ କରିଗରୀ ଙ୍କ ଷ୍ଟଲ ଲାଗିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଅନେକ କାରିଗର ନିଜର ହାତ ତିଆରି ଜିନିଷ ପତ୍ର ପ୍ରଦର୍ଶନ କରିବା ସହ ବିକ୍ରି କରୁଛନ୍ତି।

ବାଇଟ ସଂଯୁକ୍ତା ପଟନାୟକ
ପଟଚିତ୍ର ଶିଳ୍ପୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.