ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ମହାନୁଭବତା ଆଗରେ ରାଜ୍ୟବାସୀ କୃତଜ୍ଞ: ସମୀର ଦାସ

author img

By

Published : Apr 26, 2021, 7:40 PM IST

Updated : Apr 26, 2021, 10:17 PM IST

ରାଜ୍ୟବାସୀଙ୍କ ମାଗଣା କୋରୋନା ଟିକା ମିଳିବା ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାନୁଭବତା ଆଗରେ ଓଡ଼ିଶାବାସୀ ଚିରକୃତଜ୍ଞ ରହିବେ କହିଲେ ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ....

people of the state are grateful for the greatness of the Chief Minister says Sameer Das
ମୁଖ୍ୟମନ୍ତ୍ରୀଙ୍କ ମହାନୁଭବତା ଆଗରେ ରାଜ୍ୟବାସୀ କୃତଜ୍ଞ :ସମୀର ଦାସ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାନୁଭବତା ଆଗରେ ଓଡ଼ିଶାବାସୀ ଚିରକୃତଜ୍ଞ ରହିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ରାଜ୍ୟରେ ପ୍ରାୟ ୨ କୋଟି ଯୁବବର୍ଗଙ୍କୁ ମାଗଣାରେ କୋଭିଡ ଟିକା ଘୋଷଣା ଓଡିଶାବାସୀଙ୍କ ମନରେ ଏକ ସଞ୍ଜିବନୀର ଆଶା ସୃଷ୍ଟି କରିଛି ।

ମୁଖ୍ୟମନ୍ତ୍ରୀଙ୍କ ମହାନୁଭବତା ଆଗରେ ରାଜ୍ୟବାସୀ କୃତଜ୍ଞ: ସମୀର ଦାସ

୧୮ରୁ ୪୪ ବର୍ଷ ବୟସର ଯୁବବର୍ଗଙ୍କୁ ମାଗଣାରେ ଏହି ଟିକାର ଦୁଇଟି ଡୋଜ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Apr 26, 2021, 10:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.