ETV Bharat / city

ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ; ଚଳିତବର୍ଷ ୨୮ ପ୍ରତିଶତ ଅଧିକ ସଂଗ୍ରହ

author img

By

Published : Dec 9, 2019, 8:44 PM IST

ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଏବେ ସୁଦ୍ଧା ୫୮ ହଜାର ୨୯୪ ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ସରିଛି। ଅଧିକ ଖବର ପଢନ୍ତୁ...

peedy procurement
ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ;ଚଳିତବର୍ଷ ୨୮ ପ୍ରତିଶତ ଅଧିକ ଧାନ ସଂଗ୍ରହ

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଏବେ ସୁଦ୍ଧା ୫୮ ହଜାର ୨୯୪ ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ସରିଛି । ଏହାସହ କେନ୍ଦ୍ର ମାଧ୍ୟମରେ ମୋଟ ୩୯ ଲକ୍ଷ ୬୫ ହଜାର ୪୬୫ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି । ଗତବର୍ଷ ଡିସେମ୍ବର ୭ ତାରିଖ ସୁଦ୍ଧା ମୋଟ ୩୦ ଲକ୍ଷ ୮୯ ହଜାର ୯୦୮ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ବେଳେ ଚଳିତବର୍ଷ ଏହା ୨୮ ପ୍ରତିଶତ ଅଧିକ ରହିଛି।

ଧାନ ସଂଗ୍ରହକୁ ସ୍ବଚ୍ଛ ଓ ବ୍ୟବସ୍ଥିତ କରିବା ପାଇଁ ଅନଲାଇନରେ ପଞ୍ଜିକୃତ ଚାଷୀଙ୍କୁ ଆଗୁଆ ଟୋକନ ବ୍ୟବସ୍ଥାର ପି-ପାସ୍ ଜରିଆରେ ଧାନ ସଂଗ୍ରହ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୮ଟି ଜିଲ୍ଲାରେ ୧୧୧୮ଟି ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ ୨ ଲକ୍ଷ ୪୩ ହଜାର ୨ ଶହ ୧୯ ଜଣ ଚାଷୀଙ୍କୁ ଧାନ ବିକ୍ରି ପାଇଁ ୨ ଲକ୍ଷ ୪୯ ହଜାର ୯୩୨ଟି ଆଗୁଆ ଟୋକନ ଦିଆଯାଇଛି।

ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲ୍ଲା ମଧ୍ୟରେ ବରଗଡରେ ୨୬ହଜାର ୬୦୮ଜଣ ଚାଷୀ ପ୍ରାୟ ୧୮ଲକ୍ଷ ୩୪ହଜାର ୨୧୪ କ୍ବିଣ୍ଟାଲ ଧାନ ବିକ୍ରି କରିଥିବା ବେଳେ, ବଲାଙ୍ଗୀରରେ ୩୯୫୯ ଚାଷୀ ୨ ଲକ୍ଷ ୮୩ହଜାର ୩୫୯ କ୍ବିଣ୍ଟାଲ, ବୌଦ୍ଧରେ ୨୮୬ଜଣ ଚାଷୀ ୧୪ହଜାର ୭୮୨ କ୍ବିଣ୍ଟାଲ ଧାନ ରହିଛି।

ସେହିପରି କଳାହାଣ୍ଡିରେ ୭୨୭୫ ଚାଷୀ ୪ଲକ୍ଷ ୯୬ହଜାର ୭୧୮ କ୍ବିଣ୍ଟାଲ, କୋରାପୁଟରେ ୧୮୩୯ଜଣ ଚାଷୀ ୧ଲକ୍ଷ ୨୬ହଜାର ୫୪୧ କ୍ବିଣ୍ଟାଲ, ମାଲକାନଗିରିରେ ୪୭୧୨ ଜଣ ଚାଷୀ ୧ଲକ୍ଷ ୮୩ହଜାର ୨୩୩ କ୍ବିଣ୍ଟାଲ, ନବରଙ୍ଗପୁରରେ ୧୨୧୧ଜଣ ଚାଷୀ ୭୮ହଜାର ୪୦୨ କ୍ବିଣ୍ଟାଲ, ନୂଆପଡାରେ ୨୯୮୧ ଜଣ ଚାଷୀ ୧ଲକ୍ଷ ୨୮ ହଜାର ୯୮୬ କ୍ବିଣ୍ଟାଲ, ସମ୍ବଲପୁରରେ ୪୭୬୬ଜଣ ଚାଷୀ ୪ଲକ୍ଷ ୨୮ ହଜାର ୯୪୮ କ୍ବିଣ୍ଟାଲ ଓ ସୁବର୍ଣ୍ଣପୁରର ୪୩୧୮ ଜଣ ଚାଷୀ ୩ ଲକ୍ଷ ୪୬୭ ହଜାର ୭୫୫ କ୍ବିଣ୍ଟାଲ ଧାନ ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ବିକ୍ରି କରିଛନ୍ତି। ସେହିପରି ଆଜି ସୁଦ୍ଧା ୫୨,୯୨୬ ଜଣ ଚାଷୀଙ୍କୁ ସେମାନଙ୍କର ଧାନ ବିକ୍ରି ଅର୍ଥ ବାବଦକୁ ମୋଟ ୫୮୩ କୋଟି ୭ଲକ୍ଷ ୫୦ ହଜାର ୮୪୮ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି।

ଭୁବନେଶ୍ବର ତପନ ଦାସ, ଇଟିଭି ଭାରତ

Intro:ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ ରେ ରାଜ୍ୟ ସରକାର ଙ୍କ ଦ୍ଵାରା ଆଜି ସୁଦ୍ଧା ୫୮ ହଜାର ୨୯୪ ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ ମୋଟ ୩୯ଲକ୍ଷ ୬୫ହଜାର ୪୬୫କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି ।ଗତବର୍ଷ ବର୍ଷ ଆଜି ତାରିଖ ତୁଳନାରେ ଏହା ୨୮ ପ୍ରତିଶତ ଅଧିକ ।ଗତବର୍ଷ ତୁଳନାରେ ଡିସେମ୍ବର ୭ ତାରିଖ ସୁଦ୍ଧାମୋଟ ୩୦ଲକ୍ଷ ୮୯ହଜାର ୯୦୮ କୁଇଣ୍ଟଲ ଧାନ ସଂଗ୍ରହ ହୋଇଛି ।

Body:ଧାନ ସଂଗ୍ରହ କୁ ସ୍ଵଛ ଓ ବ୍ୟବସ୍ତିତ କରିବା ପାଇଁ ଅନଲାଇନ ରେ ପଞ୍ଜିକୃତ ଚାଷୀ ମାନଙ୍କୁ ଆଗୁଆ ଟୋକନ ବ୍ୟବସ୍ଥା ର ପି-ପାସ୍ ଜରିଆରେ ଧାନ ସଂଗ୍ରହ କରାଯାଇଛି ।ବର୍ତ୍ତମାନ ସୁଦ୍ଧା ରାଜ୍ୟ ର ୧୮ଟି ଜିଲ୍ଲାରେ ୧୧୧୮ଟି ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ ୨ଲକ୍ଷ ୪୩ହଜାର ୨ଶହ୧୯ ଜଣ ଚାଷୀ ଙ୍କୁ ଧାନ ବିକିବା ପାଇଁ ୨ଲକ୍ଷ ୪୯ହଜାର ୯୩୨ଟି ଆଗୁଆ ଟୋକନ ଦିଆଯାଇଛି ।
Conclusion:ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ ରେ ବର୍ତମାନ ସୁଦ୍ଧା ଅଧିକ ଧାନସଂଗ୍ରହ ହୋଇଥିବା ଜିଲ୍ଲା ମାନଙ୍କ ମଧ୍ୟରେ ବରଗଡ ରେ ୨୬ହଜାର ୬୦୮ଜଣ ଚାଷୀ ,୧୮ଲକ୍ଷ ୩୪ହଜାର ୨୧୪ କୁଇଣ୍ଟାଲ ଧାନ ବିକ୍ରି କରିଥିବା ବେଳେ ,ବଲାଙ୍ଗୀର ରେ ୩୯୫୯ ଚାଷୀ ୨ଲକ୍ଷ ୮୩ହଜାର ୩୫୯ କୁଇଣ୍ଟାଲ ,ବୈଦ୍ଧ ରେ ୨୮୬ଜଣ ଚାଷୀ ୧୪ହଜାର ୭୮୨ କୁଇଣ୍ଟାଲ ,କଳାହାଣ୍ଡି ରେ ୭୨୭୫ଚାଷୀ ୪ଲକ୍ଷ ୯୬ହଜାର ୭୧୮ କୁଇଣ୍ଟାଲ ,କୋରାପୁଟ ର ୧୮୩୯ଜଣ ଚାଷୀ ୧ଲକ୍ଷ ୨୬ହଜାର ୫୪୧ କୁଇଣ୍ଟାଲ ,ମାଲକାନଗିରି ରେ ୪୭୧୨ଜଣ ଚାଷୀ ୧ଲକ୍ଷ ୮୩ହଜାର ୨୩୩କୁଇଣ୍ଟାଲ ,ନବରଙ୍ଗପୁର ରେ ୧୨୧୧ଜଣ ଚାଷୀ ୭୮ହଜାର ୪୦୨କୁଇଣ୍ଟାଲ ,ନୂଆପଡା ରେ ୨୯୮୧ଜଣ ଚାଷୀ ,୧ଲକ୍ଷ ୨୮ ହଜାର୯୮୬କୁଇଣ୍ଟାଲ ,ସମ୍ବଲପୁର ରେ ୪୭୬୬ଜଣ ଚାଷୀ ୪ଲକ୍ଷ ୨୮ ହଜାର୯୪୮ କୁଇଣ୍ଟାଲ ଓ ସୁବର୍ଣ୍ଣପୁର ର ୪୩୧୮ଜଣ ଚାଷୀ ୩ଲକ୍ଷ ୪
୬୭ହଜାର ୭୫୫ କୁଇଣ୍ଟାଲଧାନ ବିଭିନ୍ନ ପ୍ରଥମିକ କୃଷି ସମବାୟ ସମିତି ଜରିଆରେ ବିକ୍ରି କରିଛନ୍ତି ସେହିପରି ଆଜି ସୁଦ୍ଧା ୫୨,୯୨୬ଜଣ ଚାଷୀଙ୍କୁ ସେମାନଙ୍କ ର ଧାନ ବିକ୍ରି ଅର୍ଥ ବାବଦକୁ ମୋଟ ୫୮୩ କୋଟି ୭ଲକ୍ଷ ୫୦ହଜାର ୮୪୮ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ପଠାଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.