ETV Bharat / city

ଏମ୍ସରେ ଚାଲିଛି ଶିଶୁ ଚିକିତ୍ସା ଟ୍ରେନିଂ - pediatric treatment training

ଆଗକୁ ଆସୁଛି ତୃତୀୟ ଲହର । ଶିଶୁଙ୍କ ପ୍ରତି ଅଧିକ ଘାତକ ହେବାକୁ ଥିବା ଏହି ଲହରକୁ ପ୍ରତିହତ କରିବା ପାଇଁ ଏମ୍ସରେ ଆରମ୍ଭ ହୋଇଛି ଶିଶୁ ଚିକିତ୍ସା ଟ୍ରେନିଂ । ଅଧିକ ପଢନ୍ତୁ...

ଏମ୍ସରେ ଚାଲିଛି ଶିଶୁ ଚିକିତ୍ସା ଟ୍ରେନିଂ
ଏମ୍ସରେ ଚାଲିଛି ଶିଶୁ ଚିକିତ୍ସା ଟ୍ରେନିଂ
author img

By

Published : Sep 2, 2021, 3:59 PM IST

ଭୁବନେଶ୍ବର: ଆଗକୁ ଆସୁଛି ତୃତୀୟ ଲହର ସଙ୍କଟ । ଯାହା ଶିଶୁଙ୍କ ପାଇଁ ଅଧିକ ବିପଦଜନକ ହେବ । ସାମ୍ଭାବ୍ୟ ତୃତୀୟ ଲହରକୁ ପ୍ରତିହତ କରିବା ଲାଗି ସବୁ ପ୍ରକାର ପ୍ରସ୍ତୁତି କରୁଛି ସ୍ବାସ୍ଥ୍ୟ ବିଭାଗ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରସ୍ଥିତ ଏମ୍ସରେ ଶିଶୁ ଚିକିତ୍ସା ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଶିଶୁ ବିଭାଗ, ନବଜାତ ଶିଶୁ ବିଭାଗ ଓ ନର୍ସିଂ ବିଭାଗର ମିଳିତ ସହଯୋଗରେ ଟ୍ରେନିଂ ଦିଆଯାଉଛି ।

ଏମ୍ସରେ ଚାଲିଛି ଶିଶୁ ଚିକିତ୍ସା ଟ୍ରେନିଂ
ଏମ୍ସରେ ଚାଲିଛି ଶିଶୁ ଚିକିତ୍ସା ଟ୍ରେନିଂ

ଟ୍ରେନିଂ କାର୍ଯ୍ୟକ୍ରମରେ ଶିଶୁଙ୍କ କ୍ରିଟିକାଲ କେୟାର, ଭେଣ୍ଟିଲେଟର କେୟାର ଓ ନବଜାତ ଶିଶୁଙ୍କ ଚିକିତ୍ସା କିଭଳି ଭାବେ କରାଯାଇପାରିବ ତାହା ଉପରେ ନର୍ସମାନଙ୍କୁ ଟ୍ରେନିଂ ଦିଆଯାଇଛି । ଏହାବ୍ୟତୀତ ଚିକିତ୍ସା କାର୍ଯ୍ୟରେ ବ୍ୟବହାର ହେଉଥିବା ରୋଗୀ ନିଦାନ ମେସିନର ପରିଚାଳନା ସମ୍ପର୍କରେ ମଧ୍ୟ ଟ୍ରେନିଂ ଦିଆଯାଉଛି ।

ଏହି ଟ୍ରେନିଂ କାର୍ଯ୍ୟକ୍ରମ ବୁଧବାର ଠାରୁ ଆରମ୍ଭ ହୋଇଛି । ଆସନ୍ତା 7 ଦିନ ପର୍ଯ୍ୟନ୍ତ ଟ୍ରେନିଂ ଚାଲିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.