ETV Bharat / city

‘ପ୍ରବାସୀ ଶ୍ରମିକଙ୍କ ପ୍ରାପ୍ୟ ଦେବାକୁ ପ୍ରଦେଶ କଂଗ୍ରେସ ପ୍ରସ୍ତୁତ’ - pcc president niranjan patnaik reaction on migrant workers

ପ୍ରବାସୀ ଶ୍ରମିକ ମାନଙ୍କ ଫେରିବା ଲାଗି ଅର୍ଥ ଭରଣା କରିବ ପିସିସି। ପ୍ରବାସୀ ଓଡିଆଙ୍କୁ ନିଜ ଖର୍ଚ୍ଚରେ ରାଜ୍ୟକୁ ଆଣିବ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିଠି ଲେଖିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି ।

Niranjan Pattnaik
‘ପ୍ରବାସୀ ଶ୍ରମିକଙ୍କ ପ୍ରାପ୍ୟ ଦେବାକୁ ପ୍ରଦେଶ କଂଗ୍ରେସ ପ୍ରସ୍ତୁତ’
author img

By

Published : May 4, 2020, 12:47 PM IST

ଭୁବନେଶ୍ବର: ପ୍ରବାସୀ ଶ୍ରମିକ ମାନଙ୍କ ଫେରିବା ଲାଗି ଅର୍ଥ ଭରଣା କରିବ ପିସିସି। ପ୍ରବାସୀ ଓଡିଆଙ୍କୁ ନିଜ ଖର୍ଚ୍ଚରେ ରାଜ୍ୟକୁ ଆଣିବ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିଠି ଲେଖିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି ।

‘ପ୍ରବାସୀ ଶ୍ରମିକଙ୍କ ପ୍ରାପ୍ୟ ଦେବାକୁ ପ୍ରଦେଶ କଂଗ୍ରେସ ପ୍ରସ୍ତୁତ’

ସେ କହିଛନ୍ତି,‘କେନ୍ଦ୍ର ସରକାର ଓ ରାଜ୍ୟ ସରକାର ନିଜ ଅର୍ଥରେ ଶ୍ରମିକମାନଙ୍କୁ ରାଜ୍ୟକୁ ଆଣୁନାହାନ୍ତି । ଶ୍ରମିକ ମାନଙ୍କ ଠାରୁ ପଇସା ନେଉଛନ୍ତି । ତେଣୁ କଂଗ୍ରେସ ନିଷ୍ପତି କରିଛି ପ୍ରବାସୀ ଶ୍ରମିକ ମାନଙ୍କୁ ଅର୍ଥ ଖର୍ଚ୍ଚ କରି ରାଜ୍ୟକୁ ଫେରେଇ ଆଣିବ । ଆମେ ଅନୁରୋଧ କରୁଛୁ ସରକାର ଆମକୁ ଶ୍ରମିକ ମାନଙ୍କ ତଥ୍ୟ ଦେଲେ ଆମେ କାମ ଆରମ୍ଭ କରିବୁ ।’

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.