ETV Bharat / city

ପାଟକୁରା ପରାଜୟକୁ ଉଭୟ ବିଜେପି ଓ କଂଗ୍ରେସର ସ୍ବୀକାର

author img

By

Published : Jul 24, 2019, 4:54 PM IST

ପ୍ରକାଶ ପାଇଲା ପାଟକୁରା ନିର୍ବାଚନ ଫଳାଫଳ । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବିଜୟୀ । ପାଟକୁରା ପରାଜୟକୁ ଉଭୟ ବିଜେପି ଓ କଂଗ୍ରେସର ସ୍ବୀକାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପାଟକୁରାରେ ବିଜେଡିର ବିଜୟ । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ବିଜୟ ମହାପାତ୍ରଙ୍କ ଠାରୁ ପାଖାପାଖି 17,920 ଖଣ୍ଡ ଭୋଟରେ ବାଜିମାତ୍‌ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଫଳାଫଳ ପ୍ରକାଶ ପାଇବା ପରେ ଉଭୟ ବିଜେପି ଓ କଂଗ୍ରେସ ପରାଜୟକୁ ସ୍ବୀକାର କରିଛନ୍ତି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ପରାଜୟ ସ୍ବୀକାର କରିବା ସହ ଫଳାଫଳ ଉପରେ ତର୍ଜମା କରିବେ ବୋଲି କହିଛନ୍ତି । ଏହା ସହ ତାଙ୍କୁ ଫଳାଫଳ ଆଶ୍ଚର୍ଯ୍ୟ କରିଛି ବୋଲି ମଧ୍ୟ କହିଛନ୍ତି ।

ସେହିପରି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ମଧ୍ୟ ପରାଜୟ ସ୍ବୀକାର କରିବା ସହ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି । ଏହାସହ କଂଗ୍ରେସ କର୍ମୀମାନେ ବିଜେପି ଆଡକୁ ଢଳିଥିବା ମଧ୍ୟ ସେ ଦର୍ଶାଇଛନ୍ତି । ଯାହାକୁ ନେଇ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ ଓ କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

TESTING 123

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.