ETV Bharat / city

ଭୁବନେଶ୍ବର ଏମ୍ସ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ

ଭୁବନେଶ୍ବର ଏମ୍ସ ହସ୍ପିଟାଲ ଛାତ ଉପରୁ ଡେଇଁ ପଡ଼ି ରୋଗୀ ମୃତ । କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ଭୁବନେଶ୍ବର ଏମ୍ସ ହସ୍ପିଟାଲ ଛାତରୁ ପଡି ରୋଗୀ ମୃତ

author img

By

Published : Aug 20, 2022, 3:52 PM IST

Updated : Aug 20, 2022, 4:50 PM IST

ଭୁବନେଶ୍ବର: ରାଜଧାନୀ ସ୍ଥିତ ଏମ୍ସ ହସ୍ପିଟାଲ (Bhubaneswar AIIMS Hospital) ଛାତରୁ ଡେଇଁ ପଡ଼ି ରୋଗୀ ମୃତ । ଏମ୍ସ ସର୍ଜରୀ ବିଭାଗର ୫ମ ମହଲା ଉପରୁ ଡେଇଁ ପଡ଼ି ମୃତ ହୋଇଥିବା ସୂଚନା । ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ ରୋଗୀ ।

ଭୁବନେଶ୍ବର ଏମ୍ସ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ
ଭୁବନେଶ୍ବର ଏମ୍ସ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ

ଛାତ ଉପରୁ ଡେଇଁଥିବା ରୋଗୀ ଜଣକ ହେଉଛନ୍ତି ପୁରୀ ବୀରପାତ୍ରପୁର ଅଞ୍ଚଳର ମହେନ୍ଦ୍ର ସ୍ବାଇଁ । ସେ ଗତ ଜୁଲାଇ ୧୧ ତାରିଖରୁ ଏମ୍ସରେ ଚିକିତ୍ସିତ ହେଉଥିଲେ । କେଉଁ କାରଣ ପାଇଁ ଛାତରୁ ଡେଇଁଲେ ରୋଗୀ ? ରୋଗୀ ଏକା ଥିଲେ ତାଙ୍କ ସହ ଆଉ କିଏ ଥିଲେ ? ତେବେ ଏ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 20, 2022, 4:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.