ETV Bharat / city

ରୋଗୀ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଡାକ୍ତରଙ୍କ ଅବହେଳାରୁ ଜଣେ ସାପ କାମୁଡା ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ଉତ୍ତେଜନା ଦେଖାଯାଇଛି ।

author img

By

Published : Sep 9, 2019, 4:46 PM IST

ଫଠୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ପୁଣି ଉତ୍ତେଜନା । ଡାକ୍ତରଙ୍କ ଅବହେଳାରୁ ଜଣେ ସାପ କାମୁଡା ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ଉତ୍ତେଜନା ଦେଖାଯାଇଛି । ଏହାସହ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଭଳି ମଧ୍ୟ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କ୍ୟାପିଟାଲ ହସ୍ପିଟାଲରେ ଏହା ପ୍ରଥମ ଘଟଣା ନୁହେଁ ଏପରି ବାରମ୍ବାର ଘଟୁଥିବା ବେଳେ କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ ଏହା ଉପରେ ଅଣଦେଖା କରୁଛନ୍ତି। ରୋଗୀଙ୍କ ପରିବାର ଲୋକ ବାରମ୍ବାର ରୋଗୀଙ୍କୁ ଦେଖିବା ପାଇଁ ଡାକ୍ତରଙ୍କୁ ଗୁହାରି କରିଥିଲେ ମଧ୍ୟ ଡାକ୍ତର ବାବୁ ଖରାପ ବ୍ୟବହାର କରିବା ସହ ଚିକିତ୍ସାରେ ଅବହେଳା କରିଥିଲେ । ଯେଉଁଥିପାଇଁ ରୋଗୀର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ପରିବାର ଲୋକଙ୍କ ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଛି ।

ସୂଚନା ଅନୁଯାୟୀ, ମୃତ ରୋଗୀ ଜଣକ ହେଲେ ବାଲିଅନ୍ତା ଥାନା ଅଧୀନରେ ଥିବା ବାଲକାଟି ନିକଟସ୍ଥ ଗଣ୍ଡିଲୋ ଗ୍ରାମର ମଙ୍ଗୁଳି ଭୋଇ। ସେ ବିଲରେ କାମ କରୁଥିବା ସମୟରେ ତାଙ୍କୁ ସାପ କାମୁଡିଥିଲା। ଯାହାଫଳରେ ପରିବାରଲୋକେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ଏଠାରେ ତାଙ୍କର ମୃତ୍ୟୁ ଘଟିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ରୋଗୀ ମୃତ୍ୟୁ କୁ ନେଇ କ୍ୟାପିଟାଲ ହସ୍ପିଟାଲ ରେ ଉତେଜନା।

ରୋଗୀ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲ ରେ ଉତ୍ତେଜନା ଦେଖିବାକୁ ମିଳିଛି। ରୋଗୀକୁ ଡାକ୍ତର ଙ୍କର ଖରାପ ବ୍ୟବହାର ସହ ରୋଗୀ ଦେଖିବାରେ ବିଳମ୍ବ କରିଥିଲେ। ଯାହା ଫଳରେ ରୋଗୀଙ୍କର ମୃତ୍ୟୁ ଘଟିଥିଲା।

Body:

କ୍ୟାପିଟାଲ ହସ୍ପିଟାଲ ରେ ପୁଣି ଥରେ ଦେଖାଯାଇଛି ରୋଗୀ ମୃତ୍ୟୁ କୁ ନେଇ ଉତ୍ତେଜନା। ଡାକ୍ତରଙ୍କ ଖରାପ ବ୍ୟବହାର ସହ ଦୀର୍ଘ ସମୟ ଧରି ରୋଗୀଙ୍କ ପାଖ କୁ ନ ଆସିବା ଫଳରେ ରୋଗୀଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି। କ୍ୟାପିଟାଲ ହସ୍ପିଟାଲ ରେ ଏହା ପ୍ରଥମ ଘଟଣା ନୁହେଁ ଏପରି ବାରମ୍ବାର ଘଟୁଥିବା ବେଳେ କ୍ୟାପିଟାଲ ହସ୍ପିଟାଲ ର କର୍ତ୍ତୃପକ୍ଷ ଏହା ଉପରେ ଅଣଦେଖା କରୁଛନ୍ତି। ଡାକ୍ତରଙ୍କ ପାଖ ରେ ରୋଗୀଙ୍କ ପରିବାର ଲୋକ ବାରମ୍ବାର ରୋଗୀଙ୍କୁ ଦେଖିବା ପାଇଁ କହିଥିଲେ ହେଲେ ଡାକ୍ତର ବାବୁ ଖରାପ ବ୍ୟବହାର କରିବା ସହ ଦୀର୍ଘ ସମୟ ନେଇଯାଇଥିଲେ । ଯାହା ଫଳରେ କି ରୋଗୀର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକ ଙ୍କର ଦାବି ଯେ କ୍ଷତିପୂରଣ ବହନ କରାଯାଉ।

ଏନେଇ ହସ୍ପିଟାଲ ର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ରୋଗି କୁ ସାପ କାମୁଡିଥିବାରୁ ମୃତ ହୋଇଛି। ମେଡିକାଲ କୁ ଆଣିବାକୁ ଡେରି କରାଯିବା ସହ ବ୍ଲଡ଼ ପ୍ରେସର କମ ରହିଥିଲା । ଏହା ଛଡା କଜୁଆଲଟି ରୁ ଆଇସିୟୁ କୁ ନେଲା ବେଲେ ରୋଗୀର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ବାଲିଅନ୍ତା ଥାନା ଅଧୀନରେ ଥିବା ବଲକାଟି ନିକଟସ୍ଥ ଗଣ୍ଡିଲୋ ଗ୍ରାମର ମୃତକ ମଙ୍ଗୁଳି ଭୋଇ। ବିଲରେ କାମ କରୁଥିବା ସମୟରେ ଏକ ସାପ କାମୁଡି ଥିଲା। ଯାହା ଫଳରେ କ୍ୟାପିଟାଲ ହସ୍ପିଟାଲ କୁ ଆଣିଥିଲେ। ଏଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

Byte- ମୁନା ସାମଲ, ପରିବାର ସଦସ୍ୟ
Byte- ଧନଞ୍ଜୟ ଦାସ, ଅଧିକ୍ଷକ, କ୍ୟାପିଟାଲ ହସ୍ପିଟାଲ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.