ETV Bharat / city

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଅଭିଭାବକ ସଂଘ - education minister residency

ଅଭିଭାବକ ସଂଘ ପକ୍ଷରୁ ଶିକ୍ଷା ମନ୍ତ୍ରୀଙ୍କ ବାସ ଭବନ ଘେରାଉ । ବେସରକାରୀ ସ୍କୁଲ ଫି ବୃଦ୍ଧି ମାମଲାରେ ସରକାରଙ୍କ ବେପରୁଆ ମନୋବୃତ୍ତି ଏବଂ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲକୁ ଅଭିଭାବକ ସଙ୍ଘ ପକ୍ଷରୁ ବିରୋଧ କରାଯାଇଛି । ଅଧିକ ପଢନ୍ତୁ...

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଅଭିଭାବକ ସଂଘ

author img

By

Published : Dec 13, 2020, 1:04 PM IST

Updated : Dec 16, 2020, 9:08 AM IST

ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ । ବାସଭବନ ଘେରାଉ କଲା ଅଭିଭାବକ ସଂଘ । ଘରୋଇ ସ୍କୁଲରେ ଫି’ ବିବାଦରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ହସ୍ତକ୍ଷେପ କରିବା ଦାବିରେ ଏହି ଘେରାଉ କରାଯାଇଛି ।

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଅଭିଭାବକ ସଂଘ

ବେସରକାରୀ ସ୍କୁଲ ଫି ବୃଦ୍ଧି ମାମଲାରେ ସରକାରଙ୍କ ବେପରୁଆ ମନୋବୃତ୍ତି ଏବଂ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲକୁ ଅଭିଭାବକ ସଙ୍ଘ ପକ୍ଷରୁ ବିରୋଧ କରାଯାଇଛି । ଘରୋଇ ସ୍କୁଲ ମନଇଚ୍ଛା ଫି ବଢାଇ ଚାଲିଛନ୍ତି । ଏହା ଉପରେ ଅଙ୍କୁଶ ଲଗାଇବାକୁ ଅଭିଭାବକ ସଂଘ ଦାବି କରି ଆସୁଛି । ଏନେଇ ମାମଲା ହାଇକୋର୍ଟରେ ଚାଲିଥିବା ବେଳେ ରାଜ୍ୟ ସରକାର ମିଥ୍ୟା ସତ୍ୟପାଠ ଦାଖଲ କରିଛି ବୋଲି କହି ଏହାକୁ ବିରୋଧ କରିଛି ସଂଘ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Dec 16, 2020, 9:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.