ETV Bharat / city

ପାରାଦ୍ବୀପରେ ରେକର୍ଡ ବର୍ଷା, ତାଳଚୁଆରେ ଉପୁଡ଼ିଲା ଗଛ

ବାତ୍ୟା 'ବୁଲବୁଲ' ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଆରମ୍ଭ ହୋଇଛି ବର୍ଷା ସାଙ୍ଗକୁ ପବନ । ଗତ 24 ଘଣ୍ଟାରେ ପାରାଦ୍ବୀପରେ ରେକର୍ଡ ବର୍ଷା ।

author img

By

Published : Nov 9, 2019, 9:15 AM IST

ପାରାଦ୍ବୀପରେ ରେକର୍ଡ ବର୍ଷା

ଭୁବନେଶ୍ବର: 'ବୁଲବୁଲ' ପ୍ରଭାବରେ ବର୍ଷା ଆରମ୍ଭ । ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ବଢୁଛି ପବନର ବେଗ । ପାରାଦ୍ବୀପରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଗତ 24 ଘଣ୍ଟାରେ 159 ମିଲିମିଟର ବର୍ଷା ହୋଇଛି ।

cyclone update
ବାତ୍ୟା 'ବୁଲବୁଲ' ପ୍ରଭାବ
cyclone update
ବାତ୍ୟା 'ବୁଲବୁଲ' ପ୍ରଭାବ
cyclone update
ବାତ୍ୟା 'ବୁଲବୁଲ' ପ୍ରଭାବ

ସେହିପରି ଚାନ୍ଦବାଲିରେ 143ମିମି, ବାଲେଶ୍ବର 32 ମିଲିମିଟର ବର୍ଷା ହୋଇଛି । 'ବୁଲବୁଲ' ଏବେ ପାରାଦ୍ବୀପ ଠାରୁ 130 କିମି ଦୂରରେ ରହିଛି । ଏବେ ଏହା ଘଣ୍ଟାପ୍ରତି 7 କିମି ବେଗରେ ମାଡି ଆସୁଛି । ତେବେ ଆଜି ପ୍ରାୟ 9ଟି ଜିଲ୍ଲାରେ ବର୍ଷା ସାଙ୍ଗକୁ ପବନ ବୋହିବ । ତେବେ ବର୍ଷା ଓ ପବନ ଯୋଗୁଁ କେନ୍ଦ୍ରାପଡା ତାଳଚୁଆ ରାସ୍ତା ଉପରେ ଗଛ ଉପୁଡି ଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପାରାଦ୍ୱୀପ ରେ ରେକର୍ଡ ବର୍ଷା। ଗତ 24 ଘଣ୍ଟାରେ ଏଠାରେ159 ମିଲିମିଟର ବର୍ଷା ହୋଇଛି। ସେହିପରି ଚାନ୍ଦବାଲି ରେ 143 ମିମି, ବାଲେଶ୍ଵର 32 ମିଲିମିଟର ବର୍ଷା ହୋଇଛି। ବୁଲବୁଲ ଏବେ 1ପାରାଦ୍ୱୀପ ଠାରୁ 130 କିମି ଦୂରରେ ରହିଛି। ଏବେ ଏହା ଘଣ୍ଟାପ୍ରତି 7କିଲୋମିଟର ବେଗରେ ଆସୁଛି। ଆଜି ପ୍ରାୟ 9ଟି ଜିଲ୍ଲାରେ ବର୍ଷ ସାଙ୍ଗକୁ ପବନ ବୋହିବ। ବର୍ଷା ଓ ପବନ ଯୋଗୁଁ କେନ୍ଦ୍ରାପଡା ତାଳଚୁଆ ଠାରେ ରାସ୍ତା ଉପରେ ଗଛ ଉପୁଡି ଯାଇଛି।
Body:କConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.