ETV Bharat / city

ନନ୍ଦନକାନନରେ ଜନ୍ମନେଲା ବଜ୍ରକାପ୍ତା - ନନ୍ଦନକାନନରେ ଜନ୍ମନେଲା ବଜ୍ରକାପ୍ତା

ନୂଆ ବର୍ଷ ଆରମ୍ଭ ନହେଉଣୁ ନନ୍ଦନକାନରେ ଜନ୍ମ ନେଇଛି ନୂଆ ଅତିଥି। ଜନ୍ମ ନେଇଛି ବଜ୍ରକାପ୍ତା।

pangolin birth at nandanakanan
ନନ୍ଦନକାନନରେ ଜନ୍ମନେଲା ବଜ୍ରକାପ୍ତା
author img

By

Published : Dec 24, 2019, 10:37 PM IST

ଭୁବନେଶ୍ବର: ନୂଆ ବର୍ଷ ଆରମ୍ଭ ନହେଉଣୁ ନନ୍ଦନକାନରେ ଜନ୍ମ ନେଇଛି ନୂଆ ଅତିଥି। ଜନ୍ମ ନେଇଛି ବଜ୍ରକାପ୍ତା। ନନ୍ଦନକାନନର ମୋଟ 22ଟି ବଜ୍ରକାପ୍ତା ମଧ୍ୟରୁ 5ଟି ପୁରୁଷ ଥିବା ବେଳେ 17ଟି ମହିଳା ବଜ୍ରକାପ୍ତା। ଅନ୍ୟପକ୍ଷେ ଶାଗୁଣା ମଧ୍ୟ ଅଣ୍ଡା ଦେବା ଆରମ୍ଭ କରିଛି। ବର୍ତ୍ତମାନ ସମୟରେ ନନ୍ଦନକାନନରେ ମୋଟ 6 ଯୋଡା ଶାଗୁଣା ରହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ନୂଆ ବର୍ଷ ରେ ନୂଆ ଅତିଥି, ନନ୍ଦନକାନନରେ ଜନ୍ମ ନେଲା ବଜରକାପ୍ତା ।

ମଙ୍ଗଳବାର ସକାଳ ସମୟରେ ନନ୍ଦନକାନନ କୁ ଆସିଛି ଏକ ନୂଆ ଅତିଥି। ଜନ୍ମ ନେଇଛି ବଜରକାପ୍ତା। ତେବେ ନନ୍ଦନକାନନରେ 22 ଟି ପାଙ୍ଗୋଲିନ ରହିଥିବା ବେଳେ 5 ଟି ମେଲ୍ ପାଙ୍ଗୋଳିନ ରହିଥିବା ବେଳେ 17 ଟି ଫିମେଲ ରହିଛନ୍ତି।ସେହି ପରି ଭାବରେ ଶାଗୁଣା ଅଣ୍ଡା ଦେବା ଆରମ୍ଭ କରିଛି।

Body:

ପର୍ଯ୍ୟଟକ ଙ୍କ ପାଇଁ ଖୁସି ଖବର। ନନ୍ଦନକାନନରେ ପାଙ୍ଗୋଳୀନ ର ବଂଶ ବୃଦ୍ଧି ପାଇବାରେ ଲାଗିଛି। ଯାହା ବର୍ତ୍ତମାନ 22ରେ ପହଞ୍ଚିଛି। ପାଂଗୋଲିନ ଛୁଆକୁ ଏକ ସୁରକ୍ଷିତ କକ୍ଷ ରେ ରଖାଯାଇଛି। ଯାହା ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର।
ସେହିପରି ଭାବରେ ନନ୍ଦନକାନନରେ ରହିଥିବା ଶାଗୁଣା ଅଣ୍ଡା ଦେବା ଆରମ୍ଭ କରିଛନ୍ତି। ଯାହା ନନ୍ଦନକାନନରେ ଅଣ୍ଡା ଦେଇଛି ଶାଗୁଣା। ବର୍ତ୍ତମାନ ସମୟରେ ନନ୍ଦନକାନନରେ 6 ଯୋଡ଼ା ଶାଗୁଣା ରହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.