ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ଓଏସଆରଟିସି ସମ୍ପତ୍ତି । ସରକାର ଓ ପ୍ରଶାସନର ଅବହେଳାରୁ ଏହା ଅବହେଳିତ ଭାବେ ପଡିରହିଛି । ଅନେକ ସ୍ଥାନରେ ଏହି ସମ୍ପତ୍ତି ଜବରଦଖଲ ହୋଇ ରହିଛି । ତୁରନ୍ତ ଏହି ସମ୍ପତ୍ତିକୁ ଉଦ୍ଧାର କରାଯିବ । ଏହି ସମ୍ପତ୍ତିକୁ ଉନ୍ନୟନମୂଳକ କାର୍ଯ୍ୟରେ ଲଗାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ।
ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ଓଏସଆରଟିସି ସମ୍ପତ୍ତି । ସରକାର ଓ ପ୍ରଶାସନର ଅବହେଳାରୁ ଏହା ଅବହେଳିତ ଭାବେ ପଡିରହିଛି । ଅନେକ ସ୍ଥାନରେ ଏହି ସମ୍ପତ୍ତି ଜବରଦଖଲ ହୋଇ ରହିଛି । ତୁରନ୍ତ ଏହି ସମ୍ପତ୍ତିକୁ ଉଦ୍ଧାର କରାଯିବ । ଏହି ସମ୍ପତ୍ତିକୁ ଉନ୍ନୟନମୂଳକ କାର୍ଯ୍ୟରେ ଲଗାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି ବିଧାନସଭା ଷ୍ଟାଣ୍ଡିଂ କମିଟି ।
ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ପରିବହନର ବ୍ୟବସ୍ଥା ସହ ଯୋଡାଯିବ । ରାଜ୍ୟର ବିଭିନ୍ନ ସ୍ଥାନରେ ଓଏସଆରଟିସି ସମ୍ପତ୍ତି ରହିଛି । ବିଭିନ୍ନ ସ୍ଥାନରେ ଏହା ଜବରଦଖଲ ହୋଇଅଛି । ଏହି ସମ୍ପତ୍ତିକୁ ଉଦ୍ଧାର କରାଯିବ । ସେହି ସ୍ଥାନରେ ବସଷ୍ଟାଣ୍ଡ ନିର୍ମାଣ କରାଯିବ । ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ନିର୍ମାଣ ହେବ । ଅନ୍ୟପଟେ ଟ୍ରମା କେୟାର ସେଣ୍ଟର ନିର୍ମାଣ କରାଯିବାକୁ ନିଷ୍ପତ୍ତି ମଧ୍ୟ ରହିଛି ବୋଲି ଧ୍ରୁବ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ