ETV Bharat / city

ଜୁଲାଇରୁ ଆରମ୍ଭ ହେବ ଅପରେସନ ପରୀ ପାର୍ଟ 3

ଆସନ୍ତା ଜୁଲାଇ ୩୦ରୁ ଆରମ୍ଭ ହେବ ଅପରେସନ ପରୀର ପାର୍ଟ 3 । ରାଜ୍ୟ ତଥା ରାଜ୍ୟ ବାହାରର ନିଖୋଜ ଶିଶୁଙ୍କୁ ଖୋଜି ଆଣିବାର ଏପ୍ରୟାସ ତୃତୀୟ ଥର ପାଇଁ ଜୁଲାଇ ୩୦ ରୁ ଅଗଷ୍ଟ ୧୩ ଯାଏଁ ଆରମ୍ଭ ହେବାକୁ ଯାଉଛି ।

author img

By

Published : Jul 27, 2019, 3:43 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତା ଜୁଲାଇ ୩୦ରୁ ଆରମ୍ଭ ହେବ ଅପରେସନ ପରୀ । ରାଜ୍ୟ ତଥା ରାଜ୍ୟ ବାହାରର ନିଖୋଜ ଶିଶୁଙ୍କୁ ଖୋଜି ଆଣିବାର ଏପ୍ରୟାସ ତୃତୀୟ ଥର ପାଇଁ ଜୁଲାଇ ୩୦ ରୁ ଅଗଷ୍ଟ ୧୩ ଯାଏଁ ଆରମ୍ଭ ହେବାକୁ ଯାଉଛି । ଏନେଇ ପୂର୍ବରୁ ମଧ୍ୟ ଅନେକ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସେଥି ମଧ୍ୟରୁ ଅପରେସନ ମୁସ୍କାନ, ସ୍ମାଇଲ ଫେଲ ମାରିଛି । ୨୦୧୬ ରିପୋର୍ଟ ଅନୁସାରେ ମୋଟ ୫୦୧ ନିଖୋଜ ପୁଅଙ୍କ ମଧ୍ୟରୁ ୩୦୮ ଜଣ ଓ ୧୨୯୧ଜଣ ଝିଅଙ୍କ ମଧ୍ୟରୁ ୭୦୦ଜଣ ଉଦ୍ଧାର ହୋଇଛନ୍ତି । ସେହିପରି ୨୦୧୭ରେ ୪୯୧ଜଣ ପୁଅଙ୍କ ମଧ୍ୟରୁ ୩୦୯ ଜଣ ଓ ୧୩୬୦ଜଣ ଝିଅଙ୍କ ମଧ୍ୟରୁ୭୩୭ଜଣ ସେହିପରି ୨୦୧୮ରେ ୪୫୯ଜଣ ପୁଅଙ୍କ ମଧ୍ୟରୁ ୨୮୫ ଜଣ ୧୮୭୫ ଜଣ ଝିଅଙ୍କ ମଧ୍ୟରୁ ୮୫୪ ଜଣ ଉଦ୍ଧାର ହୋଇଛନ୍ତି ।

ସେହିପରି ୨୦୧୯ ମାର୍ଚ୍ଚ ସୁଦ୍ଧା ୧୦୦ଜଣ ପୁଅଙ୍କ ମଧ୍ୟରୁ ୩୧ଜଣ ୫୦୨ ଜଣ ଝିଅଙ୍କ ମଧ୍ୟରୁ ୭୯ ଜଣ ଝିଅ ଉଦ୍ଧାର ହୋଇଛନ୍ତି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.