ETV Bharat / city

ଓଡିଶା ବଜେଟ 2021: ଅର୍ଥନୈତିକ ଅଭିବୃଦ୍ଧି ହାରକୁ ନୈରାଶ୍ୟ ଜନକ କହିଲେ ବିରୋଧୀ - ଓଡିଶା ବଜେଟ 2021

କୃଷି, ଶିକ୍ଷା, ଶିଳ୍ପ କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ କଣ ରହିବ। ରାଜ୍ୟର ଜିଡିପି କଣ ରହିଛି, ଆଗକୁ ସ୍ଥିତି କଣ ହେବ ଆସନ୍ତୁ ଶୁଣିବା ବିଭିନ୍ନ ଦଳର ପ୍ରତିକ୍ରିୟା । ଅଧିକ ପଢନ୍ତୁ...

ଓଡିଶା ବଜେଟ 2021: ଅର୍ଥନୈତିକ ଅଭିବୃଦ୍ଧିକୁ ହାରକୁ ନୈରାଶ୍ୟ ଜନକ କହିଲେ ବିରୋଧୀ

author img

By

Published : Feb 21, 2021, 9:17 PM IST

ଭୁବନେଶ୍ୱର: ବଜେଟ ଆଗତ ପୂର୍ବରୁ ବିଧାନସଭାରେ ଉପସ୍ଥାପିତ ହୋଇସାରିଛି 2020-21 ଅର୍ଥନୈତିକ ସର୍ଭେ ରିପୋର୍ଟ । ମହାମାରୀ କୋରୋନା ପ୍ରଭାବରେ ପ୍ରଭାବରେ ପ୍ରଭାବିତ ହୋଇଛି ରାଜ୍ୟ ଅର୍ଥନୀତି । ମହାମାରୀ ଯୋଗୁଁ ରାଜ୍ୟ ଅର୍ଥନୀତି ଅଭିବୃଦ୍ଧି ହାର ୪.୯ ପ୍ରତିଶତ ତଳକୁ ଖସିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି । ସେପଟେ ମୁଣ୍ଡ ପିଛା ଆୟ କମିଛି । ଗତବର୍ଷ ତୁଳନାରେ ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ୨୪୧୦ ଟଙ୍କାକୁ କମିବ । କୃଷି କ୍ଷେତ୍ରରେ ରାଜ୍ୟର ପଦର୍ଶନ ଖରାପ ରହିବ । ତେବେ ଏହି ଆର୍ଥିକ ଅଭିବୃଦ୍ଧି ହାରକୁ ନୈରାଶ୍ୟ ଜନକ ବୋଲି କହିଛନ୍ତି ବିରୋଧୀ ।

ଓଡିଶା ବଜେଟ 2021: ଅର୍ଥନୈତିକ ଅଭିବୃଦ୍ଧିକୁ ହାରକୁ ନୈରାଶ୍ୟ ଜନକ କହିଲେ ବିରୋଧୀ

ମହାମାରୀ କୋରୋନା କାଳରେ ବାଧାପ୍ରାପ୍ତ ରାଜ୍ୟର ଅର୍ଥନୀତି । ସବୁ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଯାଇଛି । ତେଣୁ ଚଳିତ ବର୍ଷ ଆର୍ଥିକ ଦୂରାବସ୍ଥା ଲାଗିରହିଛି । ନବୀନ ବାବୁ କେମିତି ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।

ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ସରକାର ବାହାସ୍ପୋଟ ମାରୁଥିବା କହିଛନ୍ତି । ମୁଣ୍ଡ ପିଛା ଆୟ କମିବା ଏକ ଚିନ୍ତାର ବିଷୟ ବୋଲି ସେ କହିଥିବା ବେଳେ ବିଜେଡି ସରକାର ଖାଲି ଧୂଆଁବାଣ କରୁଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

ଭୁବନେଶ୍ୱରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.