ETV Bharat / city

ବିଦେଶରେ ମୁଖ୍ୟମନ୍ତ୍ରୀ, ଅପପୁଷ୍ଟି ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ସମାଲୋଚନା - ବିଦେଶରେ ମୁଖ୍ୟମନ୍ତ୍ରୀ

ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଟପ ବ୍ୟୁରାେକ୍ରାଟ । ହେଲେ ମନ୍ତ୍ରୀଙ୍କୁ ଅଣଦେଖା। ରୋମରେ ନବୀନ। ଓଡିଶାରେ ରାଜନୀତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲୀରେ ପହଞ୍ଚିଛନ୍ତି । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ବିଦେଶରେ ମୁଖ୍ୟମନ୍ତ୍ରୀ, ଅପପୁଷ୍ଟି ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ସମାଲୋଚନା

author img

By

Published : Jun 20, 2022, 10:58 PM IST

ଭୁବନେଶ୍ବର: ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଟପ ବ୍ୟୁରାକ୍ରୋଟ । ହେଲେ ମନ୍ତ୍ରୀଙ୍କୁ ଅଣଦେଖା। ରୋମରେ ନବୀନ। ଓଡିଶାରେ ରାଜନୀତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲୀରେ ପହଞ୍ଚିଛନ୍ତି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ।

ହେଲେ ଓଡ଼ିଶାରେ ଅପପୁଷ୍ଟିର କଥା ଉଠାଇ ବିଜେପି ଶାସକ ଦଳକୁ ସମାଲୋଚନା କରିଛି। ଇଟାଲୀରେ ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ ଫ୍ରାନ୍ସିଙ୍କୁ ଭେଟିବେ ନବୀନ। କଂଗ୍ରେସ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରି ନାହିଁ। ଏଭଳି ସ୍ଥିତିରେ ସଂଖ୍ୟାଲଘୁ ପ୍ରସଙ୍ଗ ଉଠାଇ ବିଜେଡିକୁ ସମାଲୋଚନା କରିଛି କଂଗ୍ରେସ ।

ବିଦେଶରେ ମୁଖ୍ୟମନ୍ତ୍ରୀ, ଅପପୁଷ୍ଟି ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ସମାଲୋଚନା

ନବୀନଙ୍କ ସହ ବିଦେଶ ଗସ୍ତରେ ଅଛନ୍ତି ଓଡ଼ିଶାର ଟପ ବ୍ୟୁରୋକ୍ରାଟ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। 5ଟି ସଚିବ ଭି କେ ପାଣ୍ଡିଆନ। ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ଭିଭି ଯାଦବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ନୂଆ ଦିଲ୍ଲୀର ରେସିଡେଣ୍ଟ କମିଶନର ରବି କାନ୍ତ। ହେଲେ ବିଭାଗୀୟ ମନ୍ତ୍ରୀ ବିଦେଶ ଗସ୍ତରେ ଯାଇ ନାହାଁନ୍ତି। ଯାହାକୁ ନେଇ ଶାସନତନ୍ତ୍ରରେ ମନ୍ତ୍ରୀଙ୍କ କ୍ଷମତା ଓ ଦବଦବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.