ETV Bharat / city

ଏଆଇସିସିକୁ ମିଡିଆ ଓ ଯୋଗାଯୋଗ ଟିମ୍ ତାଲିକା ପଠାଇଲା କଂଗ୍ରେସ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିଜର ମିଡିଆ ଓ ଯୋଗାଯୋଗ କମିଟି ପାଇଁ ଏକ କମିଟି ତାଲିକା ପ୍ରସ୍ତୁତ କରି ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ନିକଟକୁ ଅନୁମୋଦନ ପାଇଁ ପଠାଇଛି। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jan 21, 2020, 10:33 AM IST

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିଜର ମିଡିଆ ଓ ଯୋଗାଯୋଗ କମିଟି ପାଇଁ ଏକ କମିଟି ତାଲିକା ପ୍ରସ୍ତୁତ କରି ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ନିକଟକୁ ଅନୁମୋଦନ ପାଇଁ ପଠାଇଛି। କମିଟିର ଦାୟିତ୍ବ ଭାର ଦଳର ବରିଷ୍ଠ ଓ ପୁରୁଖା ନେତାଙ୍କୁ ପ୍ରଦାନ କରାଯାଇଛି। ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ। ଏହାସହ କମିଟିର ଆବାହକ ରହିଛନ୍ତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର। ଦୀପକ ମହାପାତ୍ରଙ୍କୁ ସଂଯୋଜକ ଦାୟିତ୍ବ ଦିଆଯାଇଛି।

Opcc send media and communication team list to Aicc for approval
ଓଡିଶା ପିସିସିର ମିଡିଆ ଓ ଯୋଗୋଯୋଗ ଟିମ୍ ପ୍ରକାଶିତ

ଏହି ମିଡିଆ ଓ ଯୋଗାଯୋଗ ଟିମକୁ 3ଟି ଟିମରେ ଭାଗ କରାଯାଇଛି। ପ୍ରଥମ ବିଭାଗରେରେ ଅଛନ୍ତି ବରିଷ୍ଠ ନେତା ତଥା ପୂର୍ବତନମନ୍ତ୍ରୀ ଗଣେଶ୍ବର ବେହେରା, ସତ୍ୟପ୍ରକାଶ ନାୟକ, ବିଧାୟକ ତାର ବାହିନୀପତି ଏବଂ ଅଧିରାଜ ମୋହନ ପାଣିଗ୍ରାହୀ, ଯଜ୍ଞେଶ୍ବର ବାବୁ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଜ୍ଞାନେନ୍ଦ୍ର ବେଉରା ରହିଛନ୍ତି। ସେହିପରି 6 ଜଣ ମୁଖପାତ୍ର, 10 ଜଣିଆ ଟିଭି ପ୍ୟାନେଲିଷ୍ଟ ତାଲିକା ପ୍ରସ୍ତୁତ କରାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଓଡିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଏକ ମିଡ଼ିଆ କମିଟି ତାଲିକା ପ୍ରସ୍ତୁତ ହୋଇ ଏଆଇସିସି ନିକଟକୁ ପଠା ଯାଇଛି। କମିଟିର ଅଧ୍ୟକ୍ଷ ରହିଛନ୍ତି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ। ବରିଷ୍ଠଙ୍କୁ ଦାୟିତ୍ୱ ଦେଇଛି। କମିଟିର ଆବାହକ ରହିଛନ୍ତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର।
ପୂରା ଟିମକୁ3 ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ କ୍ୟାତେଗୋରୀରେ ରହିଛନ୍ତି ବରିଷ୍ଠ ନେତା। ଗଣେଶ୍ୱର ବେହେରା, ସତ୍ୟପ୍ରକାଶ ନାୟକ, ତାର ବାହିନୀପତି, ଅଧିରାଜ ପାଣିଗ୍ରାହୀ, ଜଗଞେଶ୍ୱର ବାବୁ , ଦେବାଶିଷ ପଟ୍ଟନାୟକ, ଜ୍ଞାନେନ୍ଦ୍ର ବେଉରା ରହିଛନ୍ତି। ସେହିପରି 6 ଜଣ ମୁଖପାତ୍ର, 10 ଜଣିଆ ଟିଭି ପ୍ୟାନେଲିଷ୍ଟ ତାଲିକା ପ୍ରସ୍ତୁତ ହୋଇଛି। ଦୀପକ ମହାପାତ୍ର ଙ୍କୁ ସଂଯୋଜକ ଦାୟିତ୍ୱ ଦିଆଯାଇଛି।Body:KConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.