ETV Bharat / city

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି AIIMSରେ ଅନଲାଇନ କ୍ଳାସ

author img

By

Published : Jan 7, 2022, 10:38 PM IST

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏମ୍ସରେ ଅନଲାଇନ କ୍ଳାସ । ସଂକ୍ରମଣ ହଠାତ ବୃଦ୍ଧି କାରଣରୁ ଏମ୍ସ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି AIIMSରେ ଅନଲାଇନ କ୍ଳାସ
କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି AIIMSରେ ଅନଲାଇନ କ୍ଳାସ

ଭୁବନେଶ୍ବର: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏମ୍ସରେ ଅନଲାଇନ କ୍ଳାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ସଂକ୍ରମଣ ହଠାତ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଛାତ୍ରଛାତ୍ରୀଙ୍କ ସପରକ୍ଷାଦୁ ଦୃଷ୍ଟିରେ ରଖି ଏମ୍ସ କର୍ତ୍ତୃପକ୍ଷ ଏନେଇ ନିସ୍ପତ୍ତି ନେଇଥିବା ସୂଚନା ଦେଇଛିନ୍ତି ।

ଆସନ୍ତା 10 ତାରିଖରୁ ରାଜ୍ୟରେ ସମସ୍ତ କଲେଜ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ । ତେବେ ଏମ୍ସରେ ଅଫାଲଇନ ବଦଳରେ ଅନଲାଇନ ମାଧ୍ୟମରେ କ୍ଳାସ କରାଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.