ETV Bharat / city

ଗରିବଙ୍କୁ କନ୍ଦାଉଛି ପିଆଜ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି - ଭାରତୀୟ କମ୍ୟୁନିଷ୍ଟ ପାର୍ଟି

ଭୁବନେଶ୍ବରରେ ପିଆଜର ଦରବୃଦ୍ଧି ପ୍ରତିବାଦରେ ମହାତ୍ମାଗାନ୍ଧୀ ମାର୍ଗରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ସରକାରଙ୍କ ବିରୋଧରେ ରାଜରାସ୍ତାରେ ପ୍ରତିବାଦ କରିଛି।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
author img

By

Published : Nov 6, 2019, 11:03 PM IST

ଭୁବନେଶ୍ବର: ଗରିବଙ୍କୁ କନ୍ଦାଇବାରେ ଲାଗିଛି ପିଆଜ। ଦିନକୁ ଦିନ ଏହାର ଦର ହୁ ହୁ ହୋଇ ବଢି ଚାଲିଛି। ଯାହା ଏବେ ଖାଉଟି ମୁଣ୍ଡରେ ଚଡକ ପକାଇଛି। ବୁଧବାର ଏହାର ପ୍ରତିବାଦରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପ୍ରତିବାଦ କରାଯାଇଛି।

ରାଜଧାନୀରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଏକ ରାଲିରେ ନିଜ ଦଳୀୟ କାର୍ଯ୍ୟଳୟରୁ ବାହାରି ରାଜମହଲ ଦେଇ ମହାତ୍ମା ଗାନ୍ଧୀ ମାର୍ଗ ପର୍ଯ୍ୟନ୍ତ ଯାଇଥିଲା। ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ ହୋଇଛି। ଗରିବ ଲୋକ ପଖାଳ ସହିତ ପିଆଜ ଖାନ୍ତି, ହେଲେ ଏହାର ଦର ବୃଦ୍ଧି ଫଳରେ ଲୋକେ ଏହାକୁ ଖାଇ ପାରୁନାହାଁନ୍ତି। ସରକାରଙ୍କ ଯୋଜନା ଫେଲ ମାରିଛି। କଳା ବଜାରୀ ହେଉଛି, ଏହାର ଭରପୂର ଫାଇଦା ନେଉଛି ବୋଲି ଦଳ ନିଜର ମତ ରଖିଛି। ଯଦି ଆଗାମୀ ଦିନରେ ପିଆଜ ଦର ସହ ପରବା ଦର ଆଦି କମ ନ ହୁଏ, ଦଳ ପକ୍ଷରୁ ଆନ୍ଦେଳନକୁ ଆହୁରି ଜୋରଦାର କରାଯିବ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପିଆଜ ଆଖିରେ ଲୁହ , ଗରିବ ଛାତି ରେ କୋହ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି।
ଦିନ କୁ ଦିନ ପିଆଜ ଦର ହୁ ହୁ ହୋଇ ବଢି ଚାଲିଛି, ଯାହା ଏବେ ଖାଉଠି ର ମୁଣ୍ଡ ରେ ଚଡକ ପକାଇଛି।
ଆଜି ଏହାର ପ୍ରତିବାଦ ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ ରାସ୍ତାରେ ଜେରାଦାର ପ୍ରତିବାଦ କରିଛି। ଏକ ସହ ଏକ ରାଲି ରେ ନିଜ ଦଳୀୟ କାର୍ଯ୍ୟଳୟ ରୁ ବାହାରି ରାଜ ମହଲ ଦେଇ ମହାତ୍ମା ଗାନ୍ଧୀ ମାର୍ଗ ପର୍ଯ୍ୟନ୍ତ ଯାଇ ସରକାର ଙ୍କୁ ତୀଵ୍ର ନିନ୍ଦା କରିଛି। ଓଡିଶା ରେ ପିଆଜ ଦର ଆକାଶ ଛୁଆ ଗରିବ ଲୋକ ପଖାଳ ସହିତ ପିଆଜ ଖାଆନ୍ତି କିନ୍ତୁ ପିଆଜ ଦର ବୁଦ୍ଧି ଫଳ ରେ ଲୋକେ ପିଆଜ ଖାଇ ପାରୁନାହାନ୍ତି ଓଡିଶା ସରକାର ଙ୍କର ଯୋଜନା ବିଭାଗ ଫେଲ ମାରିଛି। କଳା ବଜାରୀ ହେଉଛି ଏ ସବୁ ର ଭରପୁର ଫାଇଦା ନେଉଛି ବୋଲି ଦଳ ନିଜର ମତ ରଖିଛି। ଯଦି ଆଗାମୀ ଦିନ ରେ ପିଆଜ ଦର ସହ ପରବା ଦର ଆଦି କମ ନ ହୁଏ ,ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଆହୁରି ଆନ୍ଦେଳକୁ ଜୋର ଦାର କରିବ ବୋଲି ପ୍ରକାଶ କରିଛି।Body:ପିଆଜ ଆଖିରେ ଲୁହ , ଗରିବ ଛାତି ରେ କୋହ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି।
ଦିନ କୁ ଦିନ ପିଆଜ ଦର ହୁ ହୁ ହୋଇ ବଢି ଚାଲିଛି, ଯାହା ଏବେ ଖାଉଠି ର ମୁଣ୍ଡ ରେ ଚଡକ ପକାଇଛି।
ଆଜି ଏହାର ପ୍ରତିବାଦ ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ ରାସ୍ତାରେ ଜେରାଦାର ପ୍ରତିବାଦ କରିଛି। ଏକ ସହ ଏକ ରାଲି ରେ ନିଜ ଦଳୀୟ କାର୍ଯ୍ୟଳୟ ରୁ ବାହାରି ରାଜ ମହଲ ଦେଇ ମହାତ୍ମା ଗାନ୍ଧୀ ମାର୍ଗ ପର୍ଯ୍ୟନ୍ତ ଯାଇ ସରକାର ଙ୍କୁ ତୀଵ୍ର ନିନ୍ଦା କରିଛି। ଓଡିଶା ରେ ପିଆଜ ଦର ଆକାଶ ଛୁଆ ଗରିବ ଲୋକ ପଖାଳ ସହିତ ପିଆଜ ଖାଆନ୍ତି କିନ୍ତୁ ପିଆଜ ଦର ବୁଦ୍ଧି ଫଳ ରେ ଲୋକେ ପିଆଜ ଖାଇ ପାରୁନାହାନ୍ତି ଓଡିଶା ସରକାର ଙ୍କର ଯୋଜନା ବିଭାଗ ଫେଲ ମାରିଛି। କଳା ବଜାରୀ ହେଉଛି ଏ ସବୁ ର ଭରପୁର ଫାଇଦା ନେଉଛି ବୋଲି ଦଳ ନିଜର ମତ ରଖିଛି। ଯଦି ଆଗାମୀ ଦିନ ରେ ପିଆଜ ଦର ସହ ପରବା ଦର ଆଦି କମ ନ ହୁଏ ,ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଆହୁରି ଆନ୍ଦେଳକୁ ଜୋର ଦାର କରିବ ବୋଲି ପ୍ରକାଶ କରିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.