ETV Bharat / city

ଏହା ଆମ ବିଫଳତା ନୁହେଁ ସଫଳତା ଅଟେ: ସାରନ୍ୟା ନନ୍ଦ

author img

By

Published : Sep 8, 2019, 3:51 AM IST

Updated : Sep 8, 2019, 12:35 PM IST

ଚନ୍ଦ୍ରଯାନ-2ର ଲାଇଭ ଲ୍ୟାଣ୍ଡିଙ୍ଗ ଦେଖାବାକୁ ଯାଇଥିବା 60 ଜଣ ଛାତ୍ରଛାତ୍ରୀଙ୍କ ଭିତରୁ ଓଡିଶା ଭୁବନେଶ୍ବରର  ସାରନ୍ୟା ନନ୍ଦ ଅନ୍ୟତମ । ତେବେ ଶନିବାର ସେ  ନିଜର ଅନୁଭୂତି ଇଟିଭି ଭାରତ ସହିତ ବାଣ୍ଟିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଚନ୍ଦ୍ରଯାନ-2ର ଲାଇଭ ଲ୍ୟାଣ୍ଡିଂ ଦେଖିବାକୁ ଯାଇଥିବା 60 ଜଣ ଛାତ୍ରଛାତ୍ରୀଙ୍କ ଭିତରୁ ଓଡିଶା ଭୁବନେଶ୍ବରର ସାରନ୍ୟା ନନ୍ଦ ଅନ୍ୟତମ । ଶନିବାର ନିଜର ଅନୁଭୂତି ସମ୍ପର୍କରେ ସେ ଇଟିଭି ଭାରତ ସହିତ ବାଣ୍ଟିଛନ୍ତି । ଫୋନ ମାଧ୍ୟମରେ ସାରନ୍ୟା ନିଜର ଅନୁଭୂତି ବଖାଣିଥିଲେ ।

ଅଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଦେଶବାସୀ ଆମ ବୈଜ୍ଞାନିକଙ୍କ ଉପରେ ବିଶ୍ଵାସ ରଖିବା ଦରକାର । କାରଣ ଆମେ 95% ସଫଳତା ପାଇଛୁ । ଚନ୍ଦ୍ରଯାନ-2 ସଫଳ ଭାବେ ଲ୍ୟାଣ୍ଡିଂ କରିନଥିବାରୁ କୌଣସି ବ୍ୟକ୍ତି ଏଥିପାଇଁ ନିରାଶ ହେବା ଅନୁଚିତ୍ ବୋଲି ସାରନ୍ୟା କହିଛନ୍ତି । ଏଥିସହିତ ସେ ଇସ୍ରୋର ବୈଜ୍ଞାନିକ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବସି ଚନ୍ଦ୍ରଯାନ-2ର ଲାଇଭ୍ ଲ୍ୟାଣ୍ଡିଙ୍ଗ୍ ଦେଖିବାକୁ ସୁଯୋଗ ପାଇଥିବାରୁ ନିଜର ସୌଭାଗ୍ୟ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଏହା ଆମ ବିଫଳତା ନୁହେଁ ସଫଳତା ଅଟେ: ସାରନ୍ୟା ନନ୍ଦ

ଚନ୍ଦ୍ରଜାନ 2 ର ଲାଇବ ଲ୍ୟାଣ୍ଡିଙ୍ଗ ଦେଖାବା କୁ ଯାଇ ଥିବା 60 ଜଣ ଛାତ୍ରୀ ଭିତରୁ ଓଡିଶା ଭୁବନେଶ୍ୱର ରୁ ଯାଇଥିବା ସାରନ୍ୟା ନନ୍ଦ ଆଜି ନିଜର ଅନୁଭୂତି ଇ ଟିଭି ଭାରତ ସହିତ ବାଂଟିଛନ୍ତି। ଏବେ ବି ସାରା ଦେଶ ବାସୀ ବିଶ୍ଵସ ରଖିବା ଦରକାର ଆମ ବୈଜ୍ଞାନିକ ମାନକ ଉପରେ କାରଣ ଆମେ 95% ସଫଳତା କୁ ସାଉଁଟି ଅଛୁ। କୌଣସି ବ୍ୟକ୍ତି ଆମେ ଚନ୍ଦ୍ରଜାନ ରେ ପହଞ୍ଚି ନାହୁଁ ବୋଲି ଭାବି ନିରାଶ ହେବା କଥା ନୁହେଁ। ଏହା ସହ ସାରନ୍ୟା ଏଭଳି ଏକ ବିଶେଷ ଦିନ କୁ ଇଶ୍ରୋ ର ବୈଜ୍ଞାନିକ ଓ ଭାରତ ର ପ୍ରଧାନମନ୍ତ୍ରୀ ସହ ଦେଖିବା କୁ ପାଇ ଥିବାରୁ ସୌଭାଗ୍ୟ ମନେ କରୁଛନ୍ତି ବୋଲି କହିଛନ୍ତି।Body:ଏହା ଆମ ବିଫଳତା ନୁହେଁ ସଫଳତା ଅଟେ: ସାରନ୍ୟା ନନ୍ଦ

ଚନ୍ଦ୍ରଜାନ 2 ର ଲାଇବ ଲ୍ୟାଣ୍ଡିଙ୍ଗ ଦେଖାବା କୁ ଯାଇ ଥିବା 60 ଜଣ ଛାତ୍ରୀ ଭିତରୁ ଓଡିଶା ଭୁବନେଶ୍ୱର ରୁ ଯାଇଥିବା ସାରନ୍ୟା ନନ୍ଦ ଆଜି ନିଜର ଅନୁଭୂତି ଇ ଟିଭି ଭାରତ ସହିତ ବାଂଟିଛନ୍ତି। ଏବେ ବି ସାରା ଦେଶ ବାସୀ ବିଶ୍ଵସ ରଖିବା ଦରକାର ଆମ ବୈଜ୍ଞାନିକ ମାନକ ଉପରେ କାରଣ ଆମେ 95% ସଫଳତା କୁ ସାଉଁଟି ଅଛୁ। କୌଣସି ବ୍ୟକ୍ତି ଆମେ ଚନ୍ଦ୍ରଜାନ ରେ ପହଞ୍ଚି ନାହୁଁ ବୋଲି ଭାବି ନିରାଶ ହେବା କଥା ନୁହେଁ। ଏହା ସହ ସାରନ୍ୟା ଏଭଳି ଏକ ବିଶେଷ ଦିନ କୁ ଇଶ୍ରୋ ର ବୈଜ୍ଞାନିକ ଓ ଭାରତ ର ପ୍ରଧାନମନ୍ତ୍ରୀ ସହ ଦେଖିବା କୁ ପାଇ ଥିବାରୁ ସୌଭାଗ୍ୟ ମନେ କରୁଛନ୍ତି ବୋଲି କହିଛନ୍ତି।Conclusion:
Last Updated : Sep 8, 2019, 12:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.