ETV Bharat / city

ପୁଣି ଜଣେ ବିଦେଶ ଫେରନ୍ତା କୋରୋନା ପଜିଟିଭ

author img

By

Published : Feb 27, 2021, 3:27 PM IST

ପୁଣି ରାଜ୍ୟରେ ଜଣେ ବିଦେଶ ଫେରନ୍ତା କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ନିକଟରେ ନ୍ୟୁ ଷ୍ଟ୍ରେନ ନଥିବା ସୂଚନା । ଅଧିକ ପଢନ୍ତୁ...

ପୁଣି ଜଣେ ବିଦେଶ ଫେରନ୍ତା କୋରନା ପଜିଟିଭ୍
ପୁଣି ଜଣେ ବିଦେଶ ଫେରନ୍ତା କୋରନା ପଜିଟିଭ୍

ଭୁବନେଶ୍ବର: ପୁଣି ଜଣେ ବିଦେଶ ଫେରନ୍ତା କୋରୋନା ପଜିଟିଭ ଚିହ୍ନଟ । ବ୍ୟକ୍ତି ଜଣକ ଆଫ୍ରିକାରୁ ଆସିଛନ୍ତି । ତେବେ ତାଙ୍କ ନିକଟରେ ନ୍ୟୁ ଷ୍ଟ୍ରେନର ଲକ୍ଷଣ ଦେଖାଯାଇନାହିଁ ।

ପୁଣି ଜଣେ ବିଦେଶ ଫେରନ୍ତା କୋରନା ପଜିଟିଭ୍
ସୂଚନା ଅନୁଯାୟୀ ଆଫ୍ରିକାରୁ ଆସିଥିବା ବ୍ୟକ୍ତିଙ୍କ ନିକଟରେ କୋରୋନା ଲକ୍ଷଣ ଜଣାପଡିବା ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ର କୋରୋନା ପରୀକ୍ଷା କରାଯାଇଛି । ଅନ୍ୟପଟେ ସୁରକ୍ଷା ପାଇଁ ଏୟାରପୋର୍ଟ ଓ ରେଳ ଷ୍ଟ୍ରେସନରେ କୋଭିଡ ନିୟମକୁ କଡାକାଡ଼ି କରାଯାଇଛି । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.