ETV Bharat / city

ଆଇଏଏସ ବିଷ୍ଣୁପଦଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍, ହାଇକୋର୍ଟ ଯିବେ ଅଭିଯୋଗକାରୀ - ias bishnupada sethi case

ଓମଫେଡ ପଲିଥିନ ଦୁର୍ନୀତି ମାମଲାରେ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍ ପରେ ହାଇକୋର୍ଟ ଯିବେ ଅଭିଯୋଗକାରୀ । ଅଧିକ ପଢନ୍ତୁ...

ଆଇଏଏସ ବିଷ୍ଣୁପଦଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍, ହାଇକୋର୍ଟ ଯିବେ ଅଭିଯୋଗକାରୀ

author img

By

Published : Feb 18, 2021, 10:35 PM IST

ଭୁବନେଶ୍ବର: ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କୁ କ୍ଲିନଚିଟ । ଦୁଗ୍ଧ ଜାତୀୟ ସାମଗ୍ରୀ କିଣାବିକାରେ ଦୁର୍ନୀତି ମାମଲାରେ ଲୋକାୟୁକ୍ତ ତାଙ୍କୁ କ୍ଲିନଚିଟ କରିଛନ୍ତି । ଏପଟେ ଅଭିଯୋଗକାରୀ ଲୋକାୟୁକ୍ତଙ୍କ ତଦନ୍ତକୁ ନାପସନ୍ଦ କରି ମାମଲାକୁ ହାଇକୋର୍ଟ ନେବାକୁ ଅଣ୍ଟା ଭିଡିଛନ୍ତି ।

ଆଇଏଏସ ବିଷ୍ଣୁପଦଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍, ହାଇକୋର୍ଟ ଯିବେ ଅଭିଯୋଗକାରୀ

ଅଭିଯୋଗକାରୀ ସୂଚନାଧିକାରୀ କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି, ଓମଫେଡ ପଲିଥିନ ଦୁର୍ନୀତି ସମ୍ପର୍କରେ ଓମଫେଡର ତତ୍କାଳୀନ ମୁଖ୍ୟ ନିର୍ଦ୍ଦେଶକ ମଧୁସୂଦନ ପାଢୀ ସାଢେ 6 କୋଟି ଟଙ୍କାର ହଡପ ନେଇ ଆଇଏଏସଙ୍କ ବିରୁଦ୍ଧରେ ନିଜେ ଅଭିଯୋଗ କରିଥିଲେ । ଅନ୍ୟପଟେ ଲୋକାୟୁକ୍ତରେ ବଡ ବଡ ଦୁର୍ନୀତି ଖୋର ଲୋକଙ୍କୁ ସରକାର ଘଣ୍ଟ ଘୋଡାଉଛନ୍ତି ଏବଂ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହାଫଳରେ ଲୋକାୟୁକ୍ତଙ୍କ କ୍ଲିନଚିଟ୍ ପରେ ହାଇକୋର୍ଟର ଦ୍ବାରସ୍ଥ ହେବାକୁ ସ୍ଥିର କରିଛନ୍ତି ପ୍ରଦୀପ । ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.