ETV Bharat / city

ରାଜଧାନୀର ମୁକୁଳା ଡ୍ରେନ ନେଲା ବୃଦ୍ଧାଙ୍କ ଜୀବନ - ବୃଦ୍ଧା ମୃତ

ଘର ଆଗରେ ଥିବା ମୁକୁଳା ଡ୍ରେନ ସାଜିଲା କାଳ । ରାଜଧାନୀରେ ପ୍ରବଳ ବର୍ଷା ଯୋଗୁଁ ଡ୍ରେନରେ ଜମିଥିଲା ପାଣି । ବୃଦ୍ଧା ଜଣକ ଘରୁ ବାହାରକୁ ଆସୁଥିବା ବେଳେ ଡ୍ରେନରେ ଖସିପଡିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର
author img

By

Published : Jul 25, 2019, 10:10 PM IST

ଭୁବନେଶ୍ବର: ରାଜଧାନୀରେ ବର୍ଷା ଜଳ ସାଜିଲା କାଳ । ମୁକୁଳା ଡ୍ରେନ ଯୋଗୁଁ ଚାଲିଗଲା ଜୀବନ। ଭୁବନେଶ୍ବର ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ଆଦିବାସୀ ଗାଁରେ ଘଟିଛି ଅଘଟଣ। ମୁକୁଳା ଡ୍ରେନରେ ବର୍ଷା ଜଳରେ ଭାସି ଯାଇ ଜଣେ ବୃଦ୍ଧା ପ୍ରାଣ ହରାଇଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର

ଆଜି ଅପରାହ୍ନରେ ଲଗାଣ ବର୍ଷାର ଏଭଳି ପରିସ୍ଥିତି ଉପୁଜିଥିଲା। ବୃଦ୍ଧା ଜଣକ ନିଜ ଘର ବାହାର ମୁକୁଳା ଡ୍ରେନରେ ପଡିଯିବାରୁ ଅଣନିଶ୍ବାସୀ ହୋଇଯାଇଥିଲେ । ବୃଦ୍ଧାଙ୍କ ନାମ ଟି ଆପଲମା ବୋଲି ଜଣାପଡିଛି। ସେ ବର୍ଷେ ହେବ ସାଲିଆ ସାହି ଆଦିବାସି ଗାଁରେ ରହୁଛନ୍ତି। ତାଙ୍କ ଘର ଆନ୍ଧ୍ରପ୍ରଦେଶରେ ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁକୁଳା ଡ୍ରେନ ପାଇଁ ଉତ୍ତେଜନା ପ୍ରକାଶ ପାଇଛି।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Intro:କାଳ ହେଲା ବର୍ଷା ଜଳ,ରାଜଧାନୀରେ ମୁକୁଳା ଡ୍ରେନ ନେଲା ଜୀବନBody:ରାଜଧାନୀରେ ବର୍ଷା ଜଳ ନେଇ ଅଘଟଣ। ମୁକୁଳା ଡ୍ରେନ ଯୋଗୁ ଚାଲିଗଲା ଜିବନ। ନୟାପଲ୍ଲି ଥାନା ଅନ୍ତର୍ଗତ ସାଲିଆସାହି ଆଦିବାସି ଗାଁରେ ଘଟିଛି ଅଘଟଣ। ମୁକୁଳା ଡ୍ରେନରେ ବର୍ଷା ଜଳରେ ଭାସି ଯାଇ ଜଣେ ବୃଦ୍ଧା ଜାଇଛି ଜିବନ। ଆଜି ଅପରାହ୍ନରେ ଲଗାଣ ବର୍ଷାର ଏଭଳି ପରିସ୍ଥିତି ଉପୁଜିଥିଲା। ଘରେ ଥିବା ବୃଦ୍ଧା ଜଣକ ନିଜ ଘର ବାହାର ମୁକୁଳା ଡ୍ରେନରେ ପଡିଯିବାରୁ ଅଣନିଶ୍ବାସି ହୋଇ ପ୍ରାଣ ହାନି ହୋଇଛି।ତାଙ୍କ ନା ଟି ଆପଲମା। ସେ ଦିର୍ଘ ଏକ ବର୍ଷ ଧରି ସାଲିଆ ସାହି ଆଦିବାସି ଗାଁରେ ରହୁଛନ୍ତି। ତାଙ୍କ ଘର ଆନ୍ଧ୍ର ପ୍ରଦେଶରେ ବୋଲି ଜଣାପଡିଛି। ଘଟଣା ପୋଲିସ ପହଂଚି ମୃତଦେହକୁ ଉଦ୍ଧାର କରିଛି। ଏନେଇ ସ୍ଥାନିୟ ଲୋକଂକ ମଧ୍ଯରେ ମୁକୁଳା ଡ୍ରେନ ପାଇଁ ଉତେଜନା ପ୍ରକାଶ ପାଇଛି।Conclusion:ବାଇଟ-ମୃତ ବୁଦ୍ଧାଙ୍କ ସମ୍ପର୍କିୟ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.