ETV Bharat / city

OJEE 2022: ଜୁନରେ ପରୀକ୍ଷା, ଆଜିଠୁ ଆରମ୍ଭ ହେଲା ଆବେଦନ

ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) 2022 ଜୁନ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ପରୀକ୍ଷା ହେବ ଅନୁଷ୍ଠିତ । ଏନେଇ OJEE -2022 ପାଇଁ ଅନଲାଇନ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନଲାଇନ ଆବେଦନ ପୂରଣ 14 ମାର୍ଚ୍ଚ 2022 ରୁ ଆରମ୍ଭ ହୋଇ 13 ଏପ୍ରିଲ, 2022 ରେ ଶେଷ ହେବ। ଅଧିକ ପଢନ୍ତୁ

OJEE 2022 ପାଇଁ ଅନଲାଇନ ଆବେଦନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

author img

By

Published : Mar 14, 2022, 4:23 PM IST

Updated : Mar 14, 2022, 5:38 PM IST

ଭୁବନେଶ୍ବର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE -2022 ଜୁନ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ OJEE 2022 ପାଇଁ ଅନଲାଇନ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବି.ଫାର୍ମ ,ଏମ ସିଏ , ଏମବିଏ, ବି କ୍ୟାଟ ,ଏମ ଟେକ, ଏମ ଆର୍ଚ୍ଚ , ଏମପ୍ଲାନ ,ଏମ ଫାର୍ମା ଏବଂ ସରକାରୀ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜରେ ବିଟେକ , ବି ଫାର୍ମ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

OJEE 2022: ଜୁନରେ ପରୀକ୍ଷା, ଆଜିଠୁ ଆରମ୍ଭ ହେଲା ଆବେଦନ
OJEE 2022: ଜୁନରେ ପରୀକ୍ଷା, ଆଜିଠୁ ଆରମ୍ଭ ହେଲା ଆବେଦନ
OJEE 2022: ଜୁନରେ ପରୀକ୍ଷା, ଆଜିଠୁ ଆରମ୍ଭ ହେଲା ଆବେଦନ

ଉପରୋକ୍ତ ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡରେ କରାଯିବ। ଆଗ୍ରହୀ ପ୍ରାର୍ଥୀଙ୍କୁ ସମ୍ପୃକ୍ତ ଆବେଦନ ଫର୍ମ ପୂରଣ କରିବାକୁ ପରାମର୍ଶ ଦିଆଯାଇଛି। କେବଳ OJEE ୱେବସାଇଟ୍ (www.ojoe.nic.in) ଅନଲାଇନ ମାଧ୍ୟମରେ କରିପାରିବେ। OJEE ୱେବସାଇଟ ମାଧ୍ୟମରେ ଅନ୍ଲାଇନ୍ ଆବେଦନ ପୂରଣ 14 ମାର୍ଚ୍ଚ 2022ରୁ ଆରମ୍ଭ ହୋଇ 13 ଏପ୍ରିଲ 2022 ରେ ଶେଷ ହେବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Mar 14, 2022, 5:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.