ETV Bharat / city

ଚିକିତ୍ସାରେ ଅବହେଳା: ପୀଡିତଙ୍କୁ କ୍ଷତିପୂରଣ ଦେବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ - #OHRC

ବାଲେଶ୍ଵରର ସିମୁଆଳା ଥାନା କଲସପୁର ଅଞ୍ଚଳର ନଟବର ନାୟକଙ୍କ ପୁଅ ତାପସ ନାୟକ ଅସୁସ୍ଥ ହେବାରୁ ୨୦୧୭ ମସିହା ଅକ୍ଟୋବର ୨୨ ତାରିଖରେ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ତାଙ୍କୁ ଭୁଲ ସ୍ଥାନରେ ଇଞ୍ଜେକସନ ଦିଆଯାଇଥିବା ହେତୁ ତାଙ୍କର ବାମ ହାତର ଆଙ୍ଗୁଳୀ କାଟିବାକୁ ପଡିଥିଲା । ଏନେଇ ରାଜ୍ୟ ମାନବାଧିକାର ଆୟୋଗ ନିକଟରେ ଅଭିଯୋଗ ହୋଇଥିଲା । ତେବେ କ୍ଷତିପୂରଣ ଦେବାକୁ OHRC ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

#OHRC
ଚିକିତ୍ସାରେ ଅବହେଳା, ପୀଡିତଙ୍କୁ କ୍ଷତିପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ
author img

By

Published : Jan 11, 2020, 2:25 PM IST

ଭୁବନେଶ୍ବର: ଭୁଲ ସ୍ଥାନରେ ଇଞ୍ଜେକସନ ଓ ଚିକିତ୍ସାରେ ଅବହେଳା ହେତୁ ବାଲେଶ୍ବରର ଏକ ଯୁବକଙ୍କର ବାମ ହାତର ଆଙ୍ଗୁଳିକୁ କଟାଯାଇଥିଲା। ଏନେଇ ପରିବାର ଲୋକେ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ରାଜ୍ୟ ମାନବାଧିକାର ଆୟୋଗ ଏହାକୁ ହୃଦବୋଧ କରି ଦୁଇ ମାସ ଭିତରେ 6 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଓଏଚଆରସି, ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ବାଲେଶ୍ଵରର ସିମୁଆଳା ଥାନା କଲସପୁର ଅଞ୍ଚଳର ନଟବର ନାୟକଙ୍କ ପୁଅ ତାପସ ନାୟକ ଅସୁସ୍ଥ ହେବାରୁ ୨୦୧୭ ମସିହା ଅକ୍ଟୋବର ୨୨ ତାରିଖରେ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଇଞ୍ଜେକ୍ସନ ଦେବା ପାଇଁ ଡାକ୍ତର ପରାମର୍ଶ ମଧ୍ୟ ଦେଇଥିଲେ। ଇଞ୍ଜେକସନଟି ଶିରାରେ ଦେବା ପରିବର୍ତ୍ତେ ଭୁଲ ଭାବରେ ବାମ ହାତର ମାଂସପେଶୀରେ ଦିଆଯାଇଥିଲା। ଫଳରେ ବାମ ହାତର ପାପୁଲି ଫୁଲିବାରେ ଲାଗିଲା। ଅଧିକ ହେବାରୁ କଟକ ବଡ ଡାକ୍ତରଖାନାକୁ ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ଅପରେସନ କରିବାକୁ କହିଥିଲେ। ସଠିକ ସମୟରେ ଅପରେସନ ନହେବାରୁ ଆଙ୍ଗୁଳିଟି ଇନଫେକ୍ସନ ହୋଇଯାଇଥିଲା । ଶେଷରେ ଆଙ୍ଗୁଳିକୁ କାଟିବାକୁ ପଡିଥିଲା ।

ଚିକିତ୍ସାରେ ଅବହେଳା, ପୀଡିତଙ୍କୁ କ୍ଷତିପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ

ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କ ପୁଅର ଆଙ୍ଗୁଳି କାଟିବାକୁ ପଡିଲା ବୋଲି ତାପସଙ୍କ ମାଆ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ଏନେଇ ଏକ ଟିମ ଗଠନ ହୋଇ ୨0୧୯ ଜୁଲାଇ ୯ ତାରିଖରେ ଏକ ରିପୋର୍ଟ ଦାଖଲ କରିଥିଲେ । ଚିକିତ୍ସା ଅବହେଳାରୁ ଯୁବକ ଜଣଙ୍କ ଆଂଶିକ ଭିନ୍ନକ୍ଷମ ହୋଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ସ୍ବାସ୍ଥ୍ୟ ବିଭାଗକୁ ପୀଡିତାଙ୍କୁ ଦୁଇ ମାସ ମଧ୍ୟରେ 6 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ଚିକିତ୍ସା ରେ ଅବହେଳା, ପିଡିତାଙ୍କୁ କ୍ଷତିପୂରଣ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ।

ଭୁଲ ସ୍ଥାନରେ ଇଞ୍ଜେକ୍ସନ ଦେବା ଓ ଚିକିତ୍ସା ରେ ଅବହେଳା କରାଯାଇଛି। ଯାହା ଫଳରେ ଏକ ଯୁବକଙ୍କ ବାମ ହାତର ଆଙ୍ଗୁଳି କଟାହେବାକୁ ପଡିଛି। ଏନେଇ ରାଜ୍ୟ ମାନବାଧିକାର ଆୟୋଗ ହୃଦବୋଧ କରିଛନ୍ତି। ଦୁଇ ମାସ ମଧ୍ୟରେ କ୍ଷତିପୂରଣ ଦେବାକୁ ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗକକୁ ଓଏଚ ଆର ସି ଙ୍କ ନିର୍ଦେଶ ଦେଇଛନ୍ତି।

Body:

ସୂଚନା ଅନୁଯାୟୀ, ବାଲେଶ୍ଵରର ସିମୁଆଲ ଥାନା କଲସପୁର ଅଂଚଳର ନଟବର ନାୟକଙ୍କ ପୁଅ ତାପସ ନାୟକ ଅସୁସ୍ଥ ହେବାରୁ ୨୦୧୭ ମସିହା ଅକ୍ଟୋବର୨୨ ତଟିଖରେ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଇଞ୍ଜେକ୍ସନ ଦେବା ପାଇଁ ଡାକ୍ତର ପରାମର୍ଶ ମଧ୍ୟ ଦେଇଥିଲେ। ଇଞ୍ଜେକ୍ସନ ଟି ଶିରାରେ ଦେବା ପରିବର୍ତ୍ତେ ଭୁଲ ଭାବରେ ବାମହାତର ମାଂସପେଶୀ ରେ ଦିଆଯାଇଥିଲା। ଫଳରେ ବାମ ହାତର ପାପୁଲି ଫୁଲିବାରେ ଲାଗିଲା। ଅଧିକ ହେବାରୁ କଟକ ବଡ ଡାକ୍ତରଖାନାକୁ ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ଅପରେସସନ କରିବାକୁ କହିଥିଲେ। ସଠିକ ସମୟରେ ଅପରେସସନ ନହେବାରୁ ଆଙ୍ଗୁଳି ଟି ଇଂଫେକ୍ସନ ହୋଇଯାଇଥିଲା । ଯାହା ଫଳରେ ଶେଷରେ କାଟି ଦିଆଯାଇଥିଲା।
ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କ ପୁଅର ଆଙ୍ଗୁଳି କାଟିବାକୁ ପଡିଲା ବୋଲି ତାପସଙ୍କ ମାଆ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ଏନେଇ ଏକ ଟିମ ଗଠନ ହୋଇ ୨0୧୯ ଜୁଲାଇ ୯ ତାରିଖରେ ଏକ ରିପୋର୍ଟ ଦାଖଲ କରିଥିଲେ। ଚିକିତ୍ସା ଅବହେଳାରୁ ଯୁବକ ଜଣଙ୍କ ଆଂଶିକ ଭିନ୍ନକ୍ଷମ ହୋଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ସ୍ୱାସ୍ଥ୍ୟ ବିଭାଗକୁ ପିଡିତାଙ୍କୁ ଦୁଇ ମାସ ମଧ୍ୟରେ 6 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.