ETV Bharat / city

ପୂର୍ବଭଳି କଲେଜରେ ଚାଲିବ ସେଲ୍ଫ ଫାଇନାନ୍ସିଂ କୋର୍ସ - ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି

ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ବଦଳାଇଲେ ଉଚ୍ଚ ଶିକ୍ଷା ବିଭାଗ । ଅଧିକ ପଢନ୍ତୁ

ପୂର୍ବଭଳି କଲେଜରେ ଚାଲିବ ସେଲ୍ଫ ଫାଇନାନ୍ସିଂ କୋର୍ସ

author img

By

Published : Apr 18, 2022, 6:36 PM IST

ଭୁବନେଶ୍ବର: ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ବଦଳାଇଲେ ଉଚ୍ଚ ଶିକ୍ଷା ବିଭାଗ । ପୂର୍ବଭଳି କଲେଜ ଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଚାଲୁ ରହିବାକୁ ନିଷ୍ପତ୍ତି ହୋଇଛି । 20% ପିଲାଙ୍କୁ ସେଲ୍ଫ ଫାଇନାନ୍ସିଂରେ ନେବାକୁ ନିର୍ଦ୍ଦେଶ ରହିଥିଲା ।

ଏହା ବି ପଢନ୍ତୁ- ସେଲ୍ଫ ଫାଇନାନ୍ସ କୋର୍ସରେ ପରିବର୍ତ୍ତନ, 600 ସିଟ୍‌ରେ 120ଟି SFC ପାଠ୍ୟକ୍ରମ

ପୂର୍ବଭଳି କଲେଜରେ ଚାଲିବ ସେଲ୍ଫ ଫାଇନାସିଂ କୋର୍ସ

ନିଷ୍ପତ୍ତି ପରିବର୍ତ୍ତନ ନେଇ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଚିଠି । ପୂର୍ବଭଳି କଲେଜଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଚାଲୁ ରହିବାକୁ ନିଷ୍ପତ୍ତି ହୋଇଛି । ସେଲ୍ଫ ଫାଇନାନ୍ସିଂ କୋର୍ସ କାଟଛାଣ୍ଟ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଥିଲା । ମାତ୍ର 20% ପିଲାଙ୍କୁ ସେଲ୍ଫ ଫାଇନାନ୍ସିଂରେ ନେବାକୁ ନିର୍ଦ୍ଦେଶ ଥିଲା । ତେବେ ସୂଚନା ଥାଉ କି ବିଶ୍ବ ବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସ କୋର୍ସରେ କଟକଣା ଲଗାଯାଇଥିଲା । ସେଲ୍ଫ ଫାଇନାନ୍ସ କୋର୍ସ ଦ୍ବାରା ନିୟମିତ ପାଠ୍ୟକ୍ରମ ପ୍ରଭାବିତ ହେଉଛି।

ଏଣୁ ସେଲ୍‌ଫ ଫାଇନାନ୍ସ କୋର୍ସ ବିଶ୍ବବିଦ୍ୟାଳୟ ସିଟ୍‌ର ୨୦ ପ୍ରତିଶତ ଭିତରେ ସୀମିତ ରଖିବାକୁ କୁଳାଧିପତିଙ୍କ ସଚିବାଳୟରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । 2022-23 ଅର୍ଥାତ ଆଗାମୀ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରିବାକୁ କୁହାଯାଇଥିଲା । ହେଲେ ଶିକ୍ଷା ବିଭାଗ ନିଜର ନିଷ୍ପତ୍ତି ବଦଳାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.