ETV Bharat / city

ଘନ କୁହୁଡି ପାଇଁ 9 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

ଆସନ୍ତା 24 ଘଣ୍ଟା ଅର୍ଥାତ ସୋମବାର ମଧ୍ୟରେ ଉତ୍ତର ଉପକୂଳ ସମେତ 9 ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଅଧିକ ପଢନ୍ତୁ...

ଘନ କୁହୁଡି ପାଇଁ 9 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ
ଘନ କୁହୁଡି ପାଇଁ 9 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ
author img

By

Published : Jan 24, 2021, 9:31 PM IST

ଭୁବନେଶ୍ବର : ଆସନ୍ତା 24 ଘଣ୍ଟା ଅର୍ଥାତ ସୋମବାର ମଧ୍ୟରେ ଉତ୍ତର ଉପକୂଳ ସମେତ 9 ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଅନୁଗୋଳ, କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ସୁନ୍ଦରଗଡ ଏବଂ ବୌଦ୍ଧ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଘନ କୁହୁଡି ପାଇଁ 9 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

ଘନ କୁହୁଡି ଯୋଗୁଁ ଦୃଶ୍ୟମାନ ହ୍ରାସ ପାଇବ । ଗତ 24 ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ 8 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାତ୍ରି ତାପମାତ୍ରା 1 ରୁ 3 ଡିଗ୍ରୀ ବୃଦ୍ଧି ପାଇଛି । ଆସନ୍ତା ଦୁଇ ଦିନ ପାଇଁ ଓଡିଶାର ଉପକୂଳବର୍ତ୍ତି ଅଞ୍ଚଳରେ ପାଗ ଶୀତୁଆ ରହିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.