ETV Bharat / city

Odisha Corona: ଦିନକରେ ୪୮୪୨ ପଜିଟିଭ ଚିହ୍ନଟ, ୧୫ ମୃତ

author img

By

Published : Jan 29, 2022, 9:42 AM IST

ଗତ ୨୪ ଘଣ୍ଟାରେ ୪ ହଜାର ୮୪୨ କୋରୋନା ପଜିଟିଭ ଚିହ୍ନଟ । ୧୫କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା । ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୪୧, ୦୬୮ରେ ପହଞ୍ଚିଛି । ଅଧିକ ପଢନ୍ତୁ

Odisha Corona: ଦିନକରେ ୪୮୪୨ ପଜିଟିଭ ଚିହ୍ନଟ, ୧୫ ମୃତ
Odisha Corona: ଦିନକରେ ୪୮୪୨ ପଜିଟିଭ ଚିହ୍ନଟ, ୧୫ ମୃତ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪ ହଜାର ୮୪୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୬୭୧ କିଶୋର କିଶୋରୀ ରହିଥିବା ବେଳେ ୨୮୦୯ କ୍ବାରେଣ୍ଟାଇନ ସେଣ୍ଟର ଓ ୨୦୩୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଆଜି ୧୫ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୩ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୦୪, ବାଲେଶ୍ବରରୁ ୧୬୯, ବରଗଡରୁ ୭୨, ଭଦ୍ରକରୁ ୧୦୬, ବଲାଙ୍ଗୀରରୁ ୧୪୦, ବୌଦ୍ଧରୁ ୨୮, କଟକରୁ ୪୪୩, ଦେବଗଡରୁ ୮୫, ଢେଙ୍କାନାଳରୁ ୮୪, ଗଜପତିରୁ ୬୫, ଗଞ୍ଜାମରୁ ୫୮, ଜଗତସିଂହପୁରରୁ ୯୬୫, ଯାଜପୁରରୁ ୧୩୪, ଝାରସୁଗୁଡାରୁ ୭୦, କଳାହାଣ୍ଡିରୁ ୧୫୫, କନ୍ଧମାଳରୁ ୮୦, କେନ୍ଦ୍ରାପଡାରୁ ୬୦, କେନ୍ଦୁଝରରୁ ୬୯, କୋରାପୁଟରୁ ୮୧, ମାଲକାନଗିରିରୁ ୪୩, ମୟୂରଭଞ୍ଜରୁ ୧୭୯, ନବରଙ୍ଗପୁରରୁ ୧୨୪, ନୟାଗଡରୁ ୨୧୦, ନୂଆପଡାରୁ ୧୪୨, ପୁରୀରୁ ୭୬, ରାୟଗଡାରୁ ୧୦୧, ସମ୍ବଲପୁରରୁ ୧୪୯, ସୋନପୁରରୁ ୪୨, ସୁନ୍ଦରଗଡରୁ ୧୫୯ ଓ ଷ୍ଟେଟପୁଲରୁ ୨୬୫ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୪୧, ୦୬୮ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ମୋଟ ୫୮୫୩୩ ସକ୍ରିୟ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.